ଉତର ପ୍ରଦେଶର ମହୋବାଠାରେ ବିଭିନ୍ନ ବିକାଶ ପରିଯୋଜନାକୁ ରାଷ୍ଟ୍ରକୁ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ
November 19th, 02:06 pm
ଉତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ୍ ପଟେଲ୍ ଜୀ, ୟୁପିର ଲୋକପ୍ରିୟ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଜୀ, ୟୁପି ସରକାରଙ୍କ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ସିଂହ ଜୀ, ଶ୍ରୀ ଜିଏସ୍ ଧର୍ମେଶ ଜୀ, ସଂସଦରେ ମୋର ସହଯୋଗୀ ଆର୍. କେ. ସିଂହ ପଟେଲ୍ ଜୀ, ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଜୀ, ଉତରପ୍ରଦେଶ ବିଧାନ ପରିଷଦ ଏବଂ ବିଧାନସଭାର ସହଯୋଗୀ ସ୍ୱତନ୍ତ୍ରଦେବ ଜୀ, ଶ୍ରୀ ରାକେଶ ଗୋସ୍ୱାମୀ ଜୀ, ଅନ୍ୟ ଜନପ୍ରତିନିଧିଗଣ ଏବଂ ଏଠାରେ ଉପସ୍ଥିତ ମୋର ପ୍ରିୟ ଭାଇ ଏବଂ ଭଉଣୀ!!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ତରପ୍ରଦେଶର ମହୋବାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉଦଘାଟିତ
November 19th, 02:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମହୋବାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଉଦ୍ଘାଟନ କରିଛନ୍ତି । ଏହିସବୁ ପ୍ରକଳ୍ପ ଦ୍ୱାରା ଏହି ଅଞ୍ଚଳରେ ଜଳାଭାବ ସମସ୍ୟା ଦୂର ହେବ ଏବଂ ଚାଷୀମାନେ ବିଶେଷ ଉପକୃତ ହେବେ । ଏହି ପ୍ରକଳ୍ପ ମଧ୍ୟରେ ରହିଛି ଅର୍ଜୁନ ସହାୟକ ଯୋଜନା, ରତାଉଲି ୱେର ପ୍ରକଳ୍ପ, ଭାନୋଇ ଡ୍ୟାମ ପ୍ରକଳ୍ପ ଏବଂ ମାଝଗାଁ -ଚିଲ୍ଲି୍ ସ୍ପିଙ୍କଲର ପ୍ରକଳ୍ପ । ଏସବୁ ପ୍ରକଳ୍ପରେ ମୋଟ ୩୨୫୦କୋଟି ଟଙ୍କା ବ୍ୟୟ କରାଯାଇଛି । ଏହାଦ୍ୱାରା ମହୋବା, ହମିରପୁର, ବାନ୍ଦା ଓ ଲଳିତପୁର ଜିଲ୍ଲାର ୬୫ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ଓ ଲକ୍ଷାଧିକ କୃଷକ ଉପକୃତ ହେବେ । ଏହାଛଡା ଏହିସବୁ ପ୍ରକଳ୍ପରୁ ସମ୍ପୃକ୍ତ ଅଞ୍ଚଳର ଲୋକେ ପ୍ରାନୀୟଜଳ ପାଇପାରିବେ ।ମୌଳିକ ସୁବିଧା ଯଥା ବାସଗୃହ, ବିଜୁଳି, ଜଳ, ଶୌଚାଗାର, ଗ୍ୟାସ, ସଡ଼କ, ହସପିଟାଲ ଏବଂ ବିଦ୍ୟାଳୟ ଭଳି ମୌଳିକ ସମସ୍ୟାର ସମାଧାନ ଦଶନ୍ଧି ଦଶନ୍ଧି ପୂର୍ବରୁ ହୋଇପାରିଥାନ୍ତା: ପ୍ରଧାନମନ୍ତ୍ରୀ
August 10th, 10:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରପ୍ରଦେଶର ମାହୋବାଠାରେ ଉଜ୍ଜ୍ୱଳା 2.0 ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସ୍ୱାସ୍ଥ୍ୟସେବା ଯୋଗାଣ, ସୁବିଧା ଏବଂ ଭଉଣୀମାନଙ୍କୁ ସଶକ୍ତ କରିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ଉଜ୍ଜ୍ୱଳା ଯୋଜନାରୁ ହିଁ ବେଶ୍ ସହଯୋଗ ଓ ପ୍ରୋତ୍ସାହନ ପାଇପାରିଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ, ଦେଶର 8 କୋଟି ଗରିବ, ଦଳିତ, ବଂଚିତ, ପଛୁଆବର୍ଗ ଓ ଆଦିବାସୀ ପରିବାରଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା ।ଉତ୍ତର ପ୍ରଦେଶରେ ଉଜ୍ଜ୍ୱଳା 2.0 (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା-ପିଏମୟୁୱାଇ)ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 10th, 12:46 pm
ଏବେ ଆପଣମାନେ ମା’-ଭଉଣୀମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମୋତେ ମିଳିଛି। ଏବଂ ମୋ ପାଇଁ ଏହା ଖୁସିର ବିଷୟ ଯେ ରକ୍ଷାବନ୍ଧନର ପର୍ବ ଆଉ କିଛିଦିନ ପରେ ପଡ଼ିବ। ଏବେ ମୋତେ ଆଗୁଆ ମା’-ଭଉଣୀମାନଙ୍କୁ ଆଶୀର୍ବାଦ ମିଳିପାରିଛି। ଏଭଳି ସ୍ଥିତିରେ ଦେଶର କୋଟି କୋଟି ଗରିବ, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ ପରିବାରର ଭଉଣୀମାନଙ୍କୁ ଆଜି ଆଉ ଏକ ଉପହାର ଦେବାର ସୁଯୋଗ ମିଳିଛି। ଆଜି ଉଜ୍ଜ୍ୱଳା ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଭଉଣୀମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଓ ଗ୍ୟାସ ଚୁଲା ମିଳିଛି। ମୁଁ ସମସ୍ତ ହିତାଧିକାରୀମାନଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି।ଉତ୍ତର ପ୍ରଦେଶର ମାହୋବା ଠାରେ ଉଜ୍ଜ୍ୱଳା ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
August 10th, 12:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମାହୋବାଠାରେ ଉଜ୍ଜ୍ୱଳା ୨.୦ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା-ପିଏମୟୁୱାଇ)ର ଭିଡିଓ କନଫରେନ୍ସିଂ ଯୋଗେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ହିତାଧିକାରୀମାନଙ୍କ ଏଲପିଜି ସଂଯୋଗ ବଣ୍ଟନ କରିବା ସହ ଉଜ୍ଜ୍ୱଳା ଯୋଜନାରୁ କିଭଳି ସୁଫଳ ମିଳୁଛି ସେ ସମ୍ପର୍କରେ ସେମାନଙ୍କ ସହ ଭାବ ବିନିମୟ କରିଥିଲେ ।Development is possible only when we do not discriminate against women
October 24th, 08:18 pm
Addressing a public meeting in Mahoba, Uttar Pradesh, PM Narendra Modi said that development of the country is possible only when we do not discriminate against women. He said that women should not be discriminated, whatever be the . He warned those who use religion as the backdrop for vote-bank politics.My sole aim is to serve the people of this country: PM Modi
October 24th, 08:14 pm
Addressing a public meeting in Mahoba, Uttar Pradesh, PM Narendra Modi said that his aim is to serve people of this country. He expounded his vision to transform lives of people in the villages, steps being initiated by the Government for the progress of youth in the country. Shri Modi said that he wanted to serve people of the country like a prime servant.Uttar Pradesh should become Uttam Pradesh: PM Modi
October 24th, 02:41 pm
Addressing a public meeting in Mahoba, Uttar Pradesh, Prime Minister Narendra Modi noted the immense contribution of our armed forces in keeping our nation safe. Shri Narendra Modi alleged that parties like SP and BSP were unable to transform people’s lives in the state. He remarked that the Centre is dedicated to turn Uttar Pradesh into ‘Uttam Pradesh.’ He said that BJP led NDA Government would leave no stone unturned to develop the state of Uttar Pradesh.PM Modi addresses Parivartan Rally in Mahoba, Uttar Pradesh
October 24th, 02:39 pm
PM Modi addressed a public meeting in Mahoba and said that the Centre is dedicated to turn Uttar Pradesh into ‘Uttam Pradesh.’ He alleged that parties like SP and BSP were unable to transform people’s lives in the state. Shri Modi said that BJP led NDA Government would leave no stone unturned to develop the state of Uttar Pradesh.