‘ଇସଲାମ୍ ଐତିହ୍ୟ: ବୁଝାମଣା ଓ ଉଦାରତାକୁ ପ୍ରୋତ୍ସାହନ’ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

March 01st, 11:56 am

ମୋ ପାଇଁ ଏହା ବହୁତ ଖୁସୀ ଏବଂ ଗର୍ବର କଥା କି ଆଜି, ଜୋର୍ଡାନ ରାଜା, ଭାରତର କିଛି ବଛାବଛା ଧାର୍ମିକ ବିଦ୍ୱାନ ଆଉ ନେତାଗଣଙ୍କ ଏହି ସମୂହ ମଧ୍ୟରେ ଉପସ୍ଥିତ ଅଛନ୍ତି ।