ଭାରତ-ଶ୍ରୀଲଙ୍କା ଭର୍ଚୁଆଲ ଶିଖର ସମ୍ମିଳନରୀର ମିଳିତ ବିବୃତ୍ତି

September 26th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହାମହିମ ମହିନ୍ଦା ରାଜପକ୍ଷ ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଦ୍ଵିପାକ୍ଷିକ ସମ୍ପର୍କ ଏବଂ ଉଭୟ ଦେଶ ପାଇଁ ଉଦ୍ଦିଷ୍ଟ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଭର୍ଚୁଆଲ ଦ୍ଵିପାଖିକ ଶିଖର ବୈଠକ

September 24th, 02:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଶ୍ରୀ ମହିନ୍ଦା ରାଜପକ୍ଷଙ୍କ ମଧ୍ୟରେ ସେପ୍ଟେମ୍ବର 26, 2020 ତାରିଖ ଦିନ ଭର୍ଚୁଆଲ ମୋଡ଼ରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ।

ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

September 17th, 11:19 am

ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ମିଷ୍ଟର ଗୋଟବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ମହାମହିମ ମହିନ୍ଦ ରାଜପକ୍ଷେ ଉଭୟେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ ଯୋଗେ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

Telephone conversation between PM and Prime Minister of Sri Lanka

August 06th, 09:10 pm

Prime Minister Shri Narendra Modi spoke to Prime Minister of Sri Lanka H.E. Mr. Mahinda Rajapaksa today, and congratulated him on the successful conduct of parliamentary elections in Sri Lanka yesterday. Prime Minister commended the government and the electoral institutions of Sri Lanka for effectively organising the elections despite the constraints of the COVID-19 pandemic.

Telephonic conversation between PM and HE Mahinda Rajapaksa, Prime Minister of Sri Lanka

May 27th, 08:48 pm

Prime Minister spoke today to His Excellency Mahinda Rajapaksa, Prime Minister of Sri Lanka, to congratulate him on having completed 50 years since his first entering the Parliament of Sri Lanka.

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

February 08th, 02:23 pm

ସର୍ବପ୍ରଥମେ ମୁଁ ମୋର ବନ୍ଧୁ ମହିନ୍ଦା ରାଜପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିବାରୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି । ପଦରେ ଅବସ୍ଥାପିତ ହେବା ପରେ ପରେ ମୋର ଆମନ୍ତ୍ରଣ ସ୍ୱୀକାର କରିଥିଲେ ଏବଂ ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତ ଆସିଥିଲେ । ସେଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ । କିଛିଦିନ ପୂର୍ବରୁ ଶ୍ରୀଲଙ୍କା ନିଜ ସ୍ୱାଧୀନତାର 72ତମ ବାର୍ଷିକ ପାଳନ କରିଛି । ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ରାଜପକ୍ଷ ଏବଂ ଶ୍ରୀଲଙ୍କାର ସମସ୍ତ ଜନସାଧାରଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

Former President of Sri Lanka, Mr. Mahinda Rajapaksa meets PM Modi

September 12th, 06:40 pm

Former President of Sri Lanka, Mr. Mahinda Rajapaksa met PM Narendra Modi in New Delhi today.

PM meets Heads of State of SAARC nations

September 27th, 10:52 pm

PM meets Heads of State of SAARC nations