ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶକୁ ସମ୍ମାନ

January 31st, 02:06 am

ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶ, ନୀତି ଓ ଶିକ୍ଷାକୁ ଭାରତ ଏବଂ ଭାରତ ବାହାରେ ସର୍ବୋଚ୍ଚ ସ୍ଥାନ ଦେବା ଲାଗି, ନିଜର ଅଭିଭାଷଣ ଏବଂ କାର୍ଯ୍ୟ ମାଧ୍ୟମରେ ପ୍ରୟାସ କରିଆସିଛନ୍ତି ।

ରାଷ୍ଟ୍ରପତି ଭବନରେ ମହାତ୍ମା ଗାନ୍ଧୀ ଆନ୍ତର୍ଜାତୀକ ପରିମଳ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 02nd, 10:56 am

ମିଳିତ ଜାତିସଂଘର ମହାମହୀମ ମହାସଚିବ ଆଣ୍ଟୋନିଓ ଗୁଟେରସ, ସ୍ୱଚ୍ଛତା ସଂକଳ୍ପରେ ସହଯୋଗ କରି ଏଠାରେ ଉପସ୍ଥିତ ଥିବା ବିଭିନ୍ନ ରାଷ୍ଟ୍ରର ମାନନୀୟ ମନ୍ତ୍ରୀଗଣ, ମନ୍ତ୍ରୀ ପରିଷଦର ସହଯୋଗୀ ସୁଷମା ସ୍ୱରାଜ ଜୀ, ହରଦୀପ ପୁରୀ ଜୀ, ରମେଶ ଜୀ, ଦେଶ ବିଦେଶରୁ ଆସିଥିବା ବିଶିଷ୍ଟ ଅତିଥିବୃନ୍ଦ, ଭାଇ ଓ ଭଉଣୀମାନେ ।

ମହାତ୍ମା ଗାନ୍ଧୀ ଅନ୍ତର୍ରାଷ୍ଟ୍ରୀୟ ପରିମଳ ସମ୍ମିଳନୀର ଅନ୍ତିମ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

October 02nd, 10:55 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ନୂଆଦିଲ୍ଲୀଠାରେ ମହାତ୍ମା ଗାନ୍ଧୀ ଅନ୍ତର୍ରାଷ୍ଟ୍ରୀୟ ପରିମଳ ସମ୍ମିଳନୀର ଅନ୍ତିମ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଏହି ଚାରି ଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ସ୍ଥାନରୁ ପରିମଳ ମନ୍ତ୍ରୀ ଏବଂ WASH (ଜଳ, ପରିମଳ ଏବଂ ସ୍ଵାସ୍ଥ୍ୟରକ୍ଷା) ସହ ଜଡିତ ଅନ୍ୟ ନେତାମାନେ ଏକତ୍ରିତ ହୋଇଥିଲେ ।