ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 11th, 12:15 pm
କାର୍ଯ୍ୟକ୍ରମରେ ଉପସ୍ଥିତ ପୂଜ୍ୟ ସନ୍ଥଗଣ, ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ମନ୍ତ୍ରୀ ପରିଷଦରେ ମୋର ସାଥୀ ପୁରୁଷୋତମ ରୁପାଲା ଜୀ, ଆର୍ଯ୍ୟ ସମାଜର ବିଭିନ୍ନ ସଂଗଠନ ସହ ଯୋଡି ହୋଇଥିବା ସମସ୍ତ ପଦାଧିକାରୀଗଣ, ଅନ୍ୟ ମହାମାନ୍ୟ ସୁଧୀବୃନ୍ଦ!ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 11th, 11:50 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ମୋରବୀ ଠାରେ ଥିବା ଟଙ୍କରାସ୍ଥିତ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥାନରେ ତାଙ୍କର ୨୦୦ତମ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।ନୂଆଦିଲ୍ଲୀରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
February 12th, 11:00 am
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଜୀ, ସର୍ବଭାରତୀୟ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ଆର୍ଯ୍ୟ ଜୀ, ଦିଲ୍ଲୀ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ଶ୍ରୀ ଧରମାଲ ଆର୍ଯ୍ୟ ଜୀ, ଶ୍ରୀ ବିନୟ ଆର୍ଯ୍ୟ ଜୀ, ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଜି. କିଶନ ରେଡୀ ଜୀ, ମିନାକ୍ଷୀ ଲେଖି ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ସମସ୍ତ ପ୍ରତିନିଧିଗଣ, ଭାଇ ଏବଂ ଭଉଣୀମାନେ!ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ଉଦଘାଟିତ ସ୍ମାରକୀ ଲୋଗୋ ଉନ୍ମୋଚିତ
February 12th, 10:55 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୨-୦୨-୨୦୨୩) ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ବର୍ଷବ୍ୟାପୀ ଦୁଇଶହତମ ଜୟନ୍ତୀ ପାଳନ ଉଦଘାଟନ କରିଛନ୍ତି । ଏହି ସ୍ମାରକୀ ପାଳନ ଅବସରରେ ସେ ଏକ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି ।Swami Dayananda Saraswati ji’s life inspires us even today do something good for the nation: PM Modi
February 14th, 09:13 pm
PM addresses students and teachers at the event “Nayi Disha, Naya Sankalp” organized by the DAV College Managing Committee.
February 14th, 02:05 pm