ତ୍ରିପୁରାର ୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 21st, 02:28 pm

ତ୍ରିପୁରା ରାଜ୍ୟର ପ୍ରତିଷ୍ଠା ଓ ବିକାଶରେ ଯେଉଁମାନଙ୍କର ଅବଦାନ ରହିଛି ସେମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମାଣିକ୍ୟ ରାଜବଂଶର ଶାସନ କାଳରୁ ଏହି ରାଜ୍ୟର ମର୍ଯ୍ୟାଦା ଓ ଅବଦାନକୁ ସେ ସ୍ୱୀକାର କରିବା ସହିତ ପ୍ରଦେଶର ଏକତା ରକ୍ଷା ଓ ସାମୁହିକ ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ଆଜି ତ୍ରିପୁରା ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ତ୍ରିପୁରା ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଏବଂ

January 21st, 01:32 pm

ତ୍ରିପୁରା ରାଜ୍ୟର ପ୍ରତିଷ୍ଠା ଓ ବିକାଶରେ ଯେଉଁମାନଙ୍କର ଅବଦାନ ରହିଛି ସେମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମାଣିକ୍ୟ ରାଜବଂଶର ଶାସନ କାଳରୁ ଏହି ରାଜ୍ୟର ମର୍ଯ୍ୟାଦା ଓ ଅବଦାନକୁ ସେ ସ୍ୱୀକାର କରିବା ସହିତ ପ୍ରଦେଶର ଏକତା ରକ୍ଷା ଓ ସାମୁହିକ ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ଆଜି ତ୍ରିପୁରା ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ତ୍ରିପୁରାରେ ମହାରାଜା ବୀର ବିକ୍ରମ ବିମାନ ବନ୍ଦର ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 04th, 06:33 pm

ତ୍ରିପୁରାର ରାଜ୍ୟପାଳ ଶ୍ରୀ ସତ୍ୟଦେବ ଆର୍ଯ୍ୟ ମହୋଦୟ, ଏଠାକାର ଯୁବ ତଥା ଉର୍ଜାବାନ ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ ଦେବ ଜୀ, ତ୍ରିପୁରାର ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେବ ବର୍ମା ମହୋଦୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଭଉଣୀ ପ୍ରତିମା ଭୌମିକ ମହୋଦୟା, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମହୋଦୟ, ରାଜ୍ୟ ସରକାରରେ ମନ୍ତ୍ରୀ ଶ୍ରୀ ଏନସି ଦେବ ବର୍ମା ମହୋଦୟ, ଶ୍ରୀ ରତ୍ନଲାଲ ନାଥ ମହୋଦୟ, ଶ୍ରୀ ପ୍ରଣଜିତ ସିଂଘା ରାୟ ମହୋଦୟ, ଶ୍ରୀ ମନୋଜ କାନ୍ତି ଦେବ ମହୋଦୟ, ଅନ୍ୟ ଜନ ପ୍ରତିନିଧିଗଣ ଏବଂ ବିଶାଳ ସଂଖ୍ୟାରେ ଏଠାରେ ଉପସ୍ଥିତ ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ଅଗରତାଲାର ମହାରାଜା ବୀର ବିକ୍ରମ ଏୟାରପୋର୍ଟରେ ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 04th, 01:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଜା ବୀର ବିକ୍ରମ (ଏମବିବି) ଏୟାରପୋର୍ଟର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦଘାଟନ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ତ୍ରିପୁରା ଗ୍ରାମ ସମୃଦ୍ଧି ଯୋଜନା ଏବଂ ବିଦ୍ୟାଜ୍ୟୋତି ସ୍କୁଲର ପ୍ରୋଜେକ୍ଟ ମିଶନ୍ 100 ଭଳି ପ୍ରମୁଖ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତ୍ରିପୁରାର ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଲବ କୁମାର ଦେବ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଶ୍ରୀମତୀ ପ୍ରତୀମା ଭୌମିକ ଉପସ୍ଥିତ ରହିଥିଲେ।

୪ ଜାନୁଆରୀରେ ମଣିପୁର ଏବଂ ତ୍ରିପୁରା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 02nd, 03:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜାନୁଆରୀ, ୨୦୨୨ରେ ମଣିପୁର ଏବଂ ତ୍ରିପୁରା ରାଜ୍ୟକୁ ଗସ୍ତ କରିବେ । ସକାଳ ପ୍ରାୟ ୧୧ଟା ବେଳେ ଇମ୍ଫାଲ୍‌ଠାରେ ପ୍ରଧାନମନ୍ତ୍ରୀ ୪୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୨ଟି ବିକାଶ ପ୍ରକଳ୍ପର ଉଦ୍‌ଘାଟନ କରିବେ ଓ ଶିଳାନ୍ୟାସ କରିବେ । ଏହା ପରେ ଦ୍ୱିପ୍ରହରରେ ପାଖାପାଖି ୨ଟା ବେଳକୁ ଅଗରତାଲାରେ ସେ ମହାରାଜା ବୀର ବିକ୍ରମ ବିମାନ ବନ୍ଦରଠାରେ ନୂତନ ସମନ୍ୱିତ ଟର୍ମିନାଲ୍ ଭବନର ଉଦ୍‌ଘାଟନ କରିବେ ଏବଂ ଦୁଇଟି ପ୍ରମୁଖ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 09th, 11:59 am

ତ୍ରିପୁରାର ରାଜ୍ୟପାଳ ଶ୍ରୀ ରମେଶ ବୈଶ ମହାଶୟ, ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ ଦେବ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଜିଷ୍ଣୁ ଦେବ ବର୍ମା ମହାଶୟ, ରାଜ୍ୟ ସରକାରଙ୍କର ସମସ୍ତ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ ଏବଂ ତ୍ରିପୁରାର ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଆପଣ ସମସ୍ତଙ୍କୁ ପରିବର୍ତନ ପାଇଁ, ତ୍ରିପୁରାର ବିକାଶ ଯାତ୍ରାର 3 ବର୍ଷ ପୂରଣ ହେବା ଉପଲକ୍ଷେ ବହୁତ-ବହୁତ ଶୁଭେଚ୍ଛା!

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁ ଉଦ୍‍ଘାଟିତ

March 09th, 11:58 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ତ୍ରିପୁରାରେ ଅନେକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ କେତେକକୁ ଉଦ୍‍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ରିପୁରାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ପ୍ରସାରଣ କରାଯାଇଥିଲା ।