For us, MSME means- Maximum Support to Micro Small and Medium Enterprises: PM Modi

June 30th, 10:31 am

PM Modi participated in the ‘Udyami Bharat’ programme. To strengthen the MSME sector, in the last eight years, the Prime Minister said, the government has increased the budget allocation by more than 650%. “For us, MSME means - Maximum Support to Micro Small and Medium Enterprises”, the Prime Minister stressed.

PM participates in ‘Udyami Bharat’ programme

June 30th, 10:30 am

PM Modi participated in the ‘Udyami Bharat’ programme. To strengthen the MSME sector, in the last eight years, the Prime Minister said, the government has increased the budget allocation by more than 650%. “For us, MSME means - Maximum Support to Micro Small and Medium Enterprises”, the Prime Minister stressed.

‘ବିଶ୍ୱ ନିବେଶକ ସମ୍ମିଳନୀ- 2019’ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 07th, 04:04 pm

ହିମାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତ୍ତାତ୍ରେୟ ମହୋଦୟ, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମହୋଦୟ, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ପ୍ରହ୍ଲାଦ ପଟେଲ ମହୋଦୟ, ଅନୁରାଗ ଠାକୁର ମହୋଦୟ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମହୋଦୟ, ଭାରତରେ ଅବସ୍ଥାପିତ ୟୁଏଇ (ସଂଯୁକ୍ତ ଆରବ ଅମିରତନ୍ତ୍ର) ରାଷ୍ଟ୍ରଦୂତ ଡକ୍ଟର ଅହମ୍ମଦ ଅଲ୍ୱାନା, ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିଗଣ, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ଧର୍ମଶାଳାରେ ବିଶ୍ୱ ନିବେଶକ ସମ୍ମିଳନୀରେ ଉପସ୍ଥିତ ମୋର ପ୍ରିୟ ସାଥୀଗଣ!!!

ଧର୍ମଶାଳାରେ ରାଇଜିଂ ହିମାଚଳ : ବୈଶ୍ୱିକ ନିବେଶକ ସମ୍ମିଳନୀ 2019 ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 07th, 11:22 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ରାଇଜିଂ ହିମାଚଳ : ବୈଶ୍ୱିକ ନିବେଶକ ସମ୍ମିଳନୀର ଉଦଘାଟନ କରିଛନ୍ତି ।

“ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ପ୍ରସଙ୍ଗରେ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

June 22nd, 07:01 pm

ନୀତି ଆୟୋଗଙ୍କ ପକ୍ଷରୁ ଆୟୋଜିତ “ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ବିଷୟବସ୍ତୁ ଉପରେ ଆୟୋଜିତ ଏକ ବାର୍ତାଳାପ ଅଧିବେଶନରେ 40ରୁ ଉର୍ଦ୍ଧ୍ଵ ଅର୍ଥନୀତିଜ୍ଞ ଏବଂ ଅନ୍ୟ ବିଶେଷଜ୍ଞଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି ।

ନୂଆଦିଲ୍ଲୀ ବିଜ୍ଞାନ ଭବନରେ ନବମ ସିଜିଡି ବିଡିଂ ପର୍ଯ୍ୟାୟ ଅଧୀନରେ ନଗର ଗ୍ୟାସ ବିତରଣ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

November 22nd, 04:25 pm

ମଞ୍ଚରେ ଉପସ୍ଥିତ ମନ୍ତ୍ରିପରିଷଦର ମୋର ସହଯୋଗୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଡକ୍ଟର ହର୍ଷବର୍ଦ୍ଧନ ମହାଶୟ, ଟେକ୍ନୋଲଜି ମାଧ୍ୟମରେ ଦେଶର ଭିନ୍ନ-ଭିନ୍ନ ଭାଗରୁ ଯୋଡି ହୋଇଥିବା ସମସ୍ତ ମହାନୁଭବ, ଆଜିର ବିଡିଂ ପର୍ଯ୍ୟାୟରେ ସାମିଲ ହେଉଥିବା ଉଦ୍ୟୋଗୀଗଣ ଏବଂ ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ ।

ନବମ ପର୍ଯ୍ୟାୟ ନଗର ଗ୍ୟାସ ବିତରଣ ପ୍ରକଳ୍ପ କାର୍ଯ୍ୟର ଅଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ

November 22nd, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ନବମ CGD ବିଡିଂ ରାଉଣ୍ଡ ଅଧୀନରେ ନଗର ଗ୍ୟାସ ବିତରଣ (City Gas Distribution) ପ୍ରକଳ୍ପ କାର୍ଯ୍ୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ ମଧ୍ୟ ଦଶମ ସିଜିଡି ବିଡିଂ ରାଉଣ୍ଡର ଶୁଭାରମ୍ଭ କରିଥିଲେ ।

ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ପାଇଁ ଐତିହାସିକ ସହାୟତା ଓ ସଂପର୍କ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

November 02nd, 05:51 pm

ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଅରୁଣ ଜେଟଲୀ ମହାଶୟ, ଗିରିରାଜ ସିଂହ ମହାଶୟ, ଶିବ ପ୍ରସାଦ ଶୁକ୍ଳ ମହାଶୟ, ପୋଣ ରାଧାକୃଷ୍ଣନ ମହାଶୟ, ଅନ୍ୟାନ୍ୟ ସହଯୋଗୀଗଣ, ବ୍ୟାଙ୍କିଙ୍ଗ କ୍ଷେତ୍ରରୁ, ଆର୍ଥିକ ସଂସ୍ଥାନମାନଙ୍କରୁ, ବ୍ୟବସାୟ ଏବଂ କାରବାର ଜଗତର ଆପଣମାନେ ସମସ୍ତ ମହାନୁଭବଗଣ, ଏଠାରେ ଉପସ୍ଥିତ ସମସ୍ତ ମହାନୁଭବଗଣ ଏବଂ ସମଗ୍ର ଦେଶରୁ ମୋ ସହିତ ଜଡ଼ିତ ଲଘୁ ଉଦ୍ୟମୀଗଣ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ!

ଏମଏସଏମଇ କ୍ଷେତ୍ର ଲାଗି ଐତିହାସିକ ସହାୟତା ଓ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 02nd, 05:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ର ଲାଗି ଐତିହାସିକ ସହାୟତା ଏବଂ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ 12ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ପ୍ରଚଳନ କରିଛନ୍ତି, ଯାହା ଦେଶରେ ଏମଏସଏମଇ କ୍ଷେତ୍ରର ଅଭିବୃଦ୍ଧି, ସମ୍ପ୍ରସାରଣ ଏବଂ ସୁବିଧା କ୍ଷେତ୍ରରେ ସହାୟକ ହେବ ।

ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କର ତୃତୀୟ ବାର୍ଷିକ ବୈଠକର ଉଦ୍ଘାଟନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

June 26th, 10:50 am

ଆଜି ମୁଁ ମୁମ୍ବାଇକୁ ଆସି ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କର ତୃତୀୟ ବାର୍ଷିକ ବୈଠକରେ ଯୋଗ ଦେଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହି ବ୍ୟାଙ୍କ୍‌ ସହ ଆମେ ତଥା ଅନ୍ୟ ସଦସ୍ୟ ରାଷ୍ଟ୍ରଗଣ ସଂପର୍କ ଗଭୀର କରିବାର ଏହା ଏକ ସୁଯୋଗ ।

ଆନ୍ତର୍ଜାତିକ ଶକ୍ତି ମଞ୍ଚର ମନ୍ତ୍ରୀସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 11th, 10:50 am

ଏହି ମଞ୍ଚରେ ଏତେ ଅଧିକ ସଂଖ୍ୟାରେ ତୈଳ ଉତ୍ପାଦକ ଏବଂ ଉପଯୋଗୀ ରାଷ୍ଟ୍ରର ଶକ୍ତିମନ୍ତ୍ରୀ, ଆନ୍ତର୍ଜାତିକ ଅନୁଷ୍ଠାନର ମୁଖ୍ୟ ଏବଂ ସିଇଓମାନଙ୍କ ଅଂଶଗ୍ରହଣ କରିଥିବା ଦେଖି ମୁଁ ଆନନ୍ଦିତ ।

ନୀତି ଆୟୋଗଙ୍କ ବିଚାର ମନ୍ଥନରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ; ଆର୍ଥିକ ନୀତି ଓ ଭବିଷ୍ୟତ ପନ୍ଥା ନେଇ ଅର୍ଥଶାସ୍ତ୍ରୀ ଏବଂ ବିଶେଷଜ୍ଞଙ୍କ ସହ କଲେ ଆଲୋଚନା

January 10th, 07:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୁଆଦିଲ୍ଲୀଠାରେ 40ଜଣ ବରିଷ୍ଠ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାର ବିଷୟବସ୍ତୁ ଥିଲା “ଆର୍ଥିକ ନୀତି ଏବଂ ଭବିଷ୍ୟତ ପନ୍ଥା” । ନୀତି ଆୟୋଗଙ୍କ ପକ୍ଷରୁ ଏହି ମତ ବିନିମୟ ଓ ବିଚାର ବିମର୍ଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ସୋସିଆଲ ମିଡିଆ କର୍ଣ୍ଣର ଅକ୍ଟୋବର 21, 2017

October 21st, 07:02 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ନିମରାନା ସମ୍ମିଳନୀ-୨୦୧୬ରେ ଅଂଶଗ୍ରହଣ କରିଥିବା ବିଦ୍ଵାନ, ଅର୍ଥଶାସ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

December 15th, 08:44 pm

PM Modi today interacted with scholars and economists who are participating in the Neemrana Conference 2016. The discussion was held on various topics areas such as macro-economy, trade, monetary policy, competitiveness, productivity and energy, with ideas from global research.