ମା’ ଜଗଦମ୍ବାଙ୍କ କୃପା ଭକ୍ତଙ୍କ ଜୀବନରେ ଖୁସିର ନୂତନ ସୂର୍ଯ୍ୟୋଦୟ ଆଣିଥାଏ : ପ୍ରଧାନମନ୍ତ୍ରୀ

ମା’ ଜଗଦମ୍ବାଙ୍କ କୃପା ଭକ୍ତଙ୍କ ଜୀବନରେ ଖୁସିର ନୂତନ ସୂର୍ଯ୍ୟୋଦୟ ଆଣିଥାଏ : ପ୍ରଧାନମନ୍ତ୍ରୀ

April 04th, 08:28 am

ମା’ ଜଗଦମ୍ବାଙ୍କ କୃପା ଭକ୍ତଙ୍କ ଜୀବନରେ ଖୁସିର ଏକ ନୂତନ ସୂର୍ଯ୍ୟୋଦୟ ଆଣିଦିଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନବରାତ୍ରି ଅବସରରେ ସେ ଲତା ମଙ୍ଗେସକରଙ୍କ ଏକ ପ୍ରାର୍ଥନା ମଧ୍ୟ ଶେୟାର କରିଛନ୍ତି ।

ୱାଶିମରେ ପୋହରା ଦେବୀଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା

ୱାଶିମରେ ପୋହରା ଦେବୀଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା

October 05th, 02:35 pm

ମହାରାଷ୍ଟ୍ରର ୱାଶିମ ଜିଲ୍ଲା ସ୍ଥିତ ପୋହରା ଦେବୀଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାର୍ଥନା କରିଛନ୍ତି ।