ଇଞ୍ଜିନିୟର୍ସ ଦିବସରେ ଏମ୍.ବିଶ୍ୱେଶ୍ୱରାୟଙ୍କ ଅବଦାନକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 15th, 08:34 am
ଇଞ୍ଜିନିୟର୍ସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ଅବଦାନକୁ ମନେ ପକାଇଛନ୍ତି । ଏହି ଅବସରରେ ସେ ସମସ୍ତ ଇଞ୍ଜିନିୟର୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସାର୍ ଏମ୍ ବିଶ୍ୱେସରାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
September 15th, 09:56 am
ପ୍ରଧାନମନ୍ତ୍ରୀ କହିଛନ୍ତି, ସାର୍ ଏମ୍. ବିଶ୍ୱେସରାୟ ପିଢ଼ି ପରେ ପିଢ଼ିକୁ ନୂଆ ଉଦ୍ଭାବନ ଏବଂ ଦେଶ ସେବା ପାଇଁ ପ୍ରେରଣା ଯୋଗାଉଛନ୍ତି । ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ପ୍ରାରମ୍ଭରେ ଚିକ୍କାବଲ୍ଲାପୁରରେ ସାର୍ ଏମ୍. ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବାର ଝଲକ ସେୟାର କରିଛନ୍ତି ।ଚିକ୍କରବାଲ୍ଲାପୁରରେ ଶ୍ରୀ ମଧୁସୂଦନ ସାଇ ଆୟୁର୍ବିଜ୍ଞାନ ଏବଂ ଅନୁସନ୍ଧାନ ସଂସ୍ଥାନର ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
March 25th, 11:40 am
ଆପଣ ସମସ୍ତେ ଏତେ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ଅନେକ ସ୍ୱପ୍ନକୁ ନେଇ, ନୂତନ ସଂକଳ୍ପକୁ ନେଇ ସେବାର ଏହି ମହାନ ଧାରା ସହିତ ଯୋଡ଼ି ହୋଇଛନ୍ତି । ଆପଣଙ୍କୁ ଦେଖିବା ମୋ ପାଇଁ ମଧ୍ୟ ଏକ ସୌଭାଗ୍ୟର ବିଷୟ ଅଟେ । ମୁଁ ଆପଣଙ୍କର ବହୁତ ବହୁତ କୃତଜ୍ଞ ଅଟେ । ଚିକ୍କ-ବଲ୍ଲାପୁର, ଆଧୁନିକ ଭାରତର ସ୍ଥପତିମାନଙ୍କ ମଧ୍ୟରୁ ଜଣେ ହେଲେ, ସାର୍ ଏମ୍ ବିଶେଶ୍ୱରାୟଙ୍କର ଜନ୍ମସ୍ଥାନ । ବର୍ତ୍ତମାନ ମୋତେ ସାର୍ ବିଶେଶ୍ୱରାୟାଙ୍କ ସମାଧିରେ ପୁଷ୍ପାଞ୍ଜଳୀ ଅର୍ପଣ କରିବା ଏବଂ ତାଙ୍କ ସଂଗ୍ରହାଳୟ ପରିଦର୍ଶନ କରିବାର ସୌଭାଗ୍ୟ ପାଇଲି । ମୁଁ ଏହି ପବିତ୍ର ଭୂମିକୁ ମଥା ନୁଆଁଇ ପ୍ରଣାମ କରୁଛି । ଏହି ପବିତ୍ର ଭୂମିରୁ ପ୍ରେରଣା ନେଇ ସେହି କୃଷକ ଏବଂ ସାଧାରଣ ଲୋକଙ୍କ ପାଇଁ ନୂତନ ଉଦ୍ଭାବନ କରିଥିଲେ, ଇଞ୍ଜିନିୟରିଂ ଉତକୃଷ୍ଟ ପ୍ରକଳ୍ପ ସୃଷ୍ଟି କରିଥିଲେ ।କର୍ଣ୍ଣାଟକର ଚିକ୍କାବାଲାପୁର ଠାରେ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
March 25th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚିକ୍କାବାଲାପୁର ଠାରେ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ର ଉଦଘାଟନ କରିଛନ୍ତି। ଏସଏମଏସଆଇଏମଏସଆର ସମସ୍ତଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଡାକ୍ତରୀ ଶିକ୍ଷା ଏବଂ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବ। 2023 ଶିକ୍ଷାବର୍ଷରେ ଏହି ଅନୁଷ୍ଠାନ କାର୍ଯ୍ୟ ଆରମ୍ଭ କରିବ।ଇଞ୍ଜିନିୟର୍ସ ଦିବସ ଅବସରରେ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
September 15th, 09:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଞ୍ଜିନିୟର୍ସ ଦିବସରେ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ ମଧ୍ୟ ଇଞ୍ଜିନିୟର୍ସ ଦିବସ ଅବସରରେ ସାର୍ ଏମ୍ ବିଶେଶ୍ୱରାୟଙ୍କ ଅବଦାନକୁ ମନେ ପକାଇଛନ୍ତି ।ଇଞ୍ଜିନିୟର୍ସ ଦିବସ ଅବସରରେ ଇଞ୍ଜିନିୟରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଜ୍ଞାପନ
September 15th, 10:56 am
ଇଞ୍ଜିନିୟର୍ସ ଦିବସ ଅବସରରେ ପରିଶ୍ରମୀ ଇଞ୍ଜିନିୟର୍ସମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଜୟନ୍ତୀ ଅବସରରେ ଶ୍ରୀ ଏମ. ବିଶ୍ୱେଶ୍ୱରାୟାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଉପଲବ୍ଧିଗୁଡିକୁ ସ୍ମରଣ କରିଛନ୍ତି ।ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବ 2020କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
October 17th, 07:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 19 ଅକ୍ଟୋବର ଦିନ 11:15ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବ 2020କୁ ସମ୍ବୋଧିତ କରିବେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କର୍ଣ୍ଣାଟକର ରାଜ୍ୟପାଳ ଉପସ୍ଥିତ ରହିବେ । ସିଣ୍ଡିକେଟ ଏବଂ ଏକାଡେମିକ କାଉନସିଲର ସଦସ୍ୟ, ସାଂସଦ, ବିଧାୟକ, ଏମ.ଏଲ.ସି, ଷ୍ଟାଟ୍ୟୁଟାରୀ ଅଫିସର, ଜିଲ୍ଲା ଅଧିକାରୀ, ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଛାତ୍ର ଓ ଅଭିଭାବକମାନେ ଅନଲାଇନରେ ଏହି ସମ୍ମିଳନୀକୁ ଦେଖିବେ।ଇଞ୍ଜିନିୟର ଦିବସରେ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
September 15th, 07:36 pm
ଇଞ୍ଜିନିୟର ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଇଞ୍ଜିନିୟର ଦିବସରେ ସମସ୍ତ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା । ସାର୍ ଏମ୍ ବିଶ୍ୱେ ଶ୍ୱରାୟାଙ୍କୁ ଆମେ ତାଙ୍କ ଜୟନ୍ତୀରେ ସ୍ମରଣ କରୁଛୁ । ରାଷ୍ଟ୍ର ନିର୍ମାଣରେ ଆମର ଇଞ୍ଜିନିୟରମାନଙ୍କ ଅବଦାନ ପାଇଁ ଭାରତ ଗର୍ବିତ, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ଇଞ୍ଜିନିୟର ଦିବସ ଅବସରରେ ଇଞ୍ଜିନିୟରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ; ଭାରତ ରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀରେ ଜଣାଇଲେ ଶ୍ରଦ୍ଧାଞ୍ଜଳି
September 15th, 11:27 am
ଇଞ୍ଜିନିୟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଞ୍ଜିନିୟରମାନଙ୍କୁ ଅଭିବାଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ରତ୍ନ ଶ୍ରୀ ଏମ. ବିଶ୍ୱେଶ୍ୱରାୟଙ୍କୁ ତାଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।ଇଞ୍ଜିନିୟର ଦିବସରେ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
September 15th, 04:20 pm
Prime Minister Narendra Modi has extended his best wishes on Engineers Day. He also remembered Bharat Ratna M. Visvesvaraya on whose Birth Anniversary Engineers Day is observed in India. He also said M. Visvesvaraya is remembered and respected as a pioneering engineer.PM greets engineers on Engineers' Day; pays tributes to Bharat Ratna, Shri M. Visvesvaraya, on his birth anniversary
September 15th, 04:32 pm