New Re-usable Low-cost launch vehicle for Bharat
September 18th, 04:27 pm
The Union Cabinet chaired by the Prime Minister Shri Narendra Modi has approved the development of Next Generation Launch Vehicle (NGLV), that will be a significant step towards the Government’s vision of establishing & operating the Bharatiya Antariksh Station and towards developing capability for Indian Crewed Landing on the Moon by 2040. NGLV will have 3 times the present payload capability with 1.5 times the cost compared to LVM3, and will also have reusability resulting in low-cost access to space and modular green propulsion systems.ଏଲଭିଏମ୍୩ ର ସଫଳ ଉତକ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ଏନଏଚଆଇଏଲ, ଇନ୍-ସ୍ପେଶ୍ ଏବଂ ଇସ୍ରୋ କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 26th, 07:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଲଭିଏମ୍୩ ର ସଫଳ ଉତକ୍ଷେପଣ ପାଇଁ ଏନଏସଆଇଏଲ, ଇନ୍-ସ୍ପେଶ୍ ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।ସବୁଠାରୁ ଓଜନିଆ ଯାନ ଏଲଭିଏମ ୩ର ସଫଳ ଉତକ୍ଷେପଣ ପାଇଁ ଏନଏସଆଇଏଲ, ଇନ- ସ୍ପେଶ ଓ ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
October 23rd, 10:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଏସଆଇଏଲ, ଇନ- ସ୍ପେଶ ଓ ଇସ୍ରୋ ଭଳି ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ସବୁଠାରୁ ଓଜନିଆ ଯାନ ଏଲଭିଏମ ୩ର ସଫଳ ଉତକ୍ଷେପଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।