ଲକଜମବର୍ଗ ପ୍ରଧାନମନ୍ତ୍ରୀଙ୍କ ଠାରୁ ଶୁଭେଚ୍ଛା ଫୋନ୍ କଲ୍ ପାଇଲେ ପ୍ରଧାନମନ୍ତ୍ରୀ
July 22nd, 10:04 pm
ଲକଜମବର୍ଗର ପ୍ରଧାନମନ୍ତ୍ରୀ ଶ୍ରୀ ଲୁକ୍ ଫ୍ରିଡେନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି କ୍ରମାଗତ ତୃତୀୟ ଥର ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।ଭାରତ-ଲକ୍ସମବର୍ଗ ଭର୍ଚୁଆଲ ଦ୍ୱିପାକ୍ଷିକ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ବକ୍ତବ୍ୟ
November 19th, 06:10 pm
ସର୍ବପ୍ରଥମେ ମୁଁ କୋଭିଡ଼୍-19 ମହାମାରୀରେ ଲକ୍ସମବର୍ଗରେ ହୋଇଥିବା ଜନ ଜୀବନହାନୀ ପାଇଁ ମୋ ତରଫରୁ ଓ 130 କୋଟି ଭାରତବାସୀଙ୍କ ତରଫରୁ ସମ୍ବେଦନା ପ୍ରକଟ କରୁଛି । ଆଉ ଏହି କଠିନ ସମୟରେ ଆପଣମାନଙ୍କର କୁଶଳ ନେତୃତ୍ୱକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।ଲକ୍ସମବର୍ଗର ପ୍ରଧାନମନ୍ତ୍ରୀ ମହାମହିମ ଜାଭିଏର ବେଟେଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଭର୍ଚୁଆଲ ଶିଖର ସମ୍ମିଳନୀ
November 19th, 05:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସମବର୍ଗର ପ୍ରଧାନମନ୍ତ୍ରୀ ମହାମହିମ ଜାଭିଏର ବେଟେଲଙ୍କ ମଧ୍ୟରେ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ-19 ଯୋଗୁଁ ବହୁମୂଲ୍ୟ ଜୀବନହାନୀ ଘଟିଥିବା ନେଇ ଲକ୍ସମବର୍ଗ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଶୋକ ବ୍ୟକ୍ତ କରିଥିବା ବେଳେ ପରିସ୍ଥିତିର ସୁପରିଚାଳନା ନେଇ ଜାଭିଏର ବେଟେଲ ଶ୍ରୀ ମୋଦୀଙ୍କୁ ସାଧୁବାଦ ଜଣାଇଛନ୍ତି । କୋଭିଡ ପରବର୍ତ୍ତୀ ସମୟରେ ଭାରତ–ଲକ୍ସମବର୍ଗ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ନେଇ ଦୁଇ ନେତା ମତ ବିନିମୟ କରିଥିଲେ । ବିଶେଷକରି ଆର୍ଥିକ ବୈଷୟିକଜ୍ଞାନ, ପରିବେଶ, ମହାକାଶ ଗବେଷଣା, ଡିଜିଟାଲ ଇନୋଭେସନ ଓ ଷ୍ଟାର୍ଟ ଅପ ନେଇ ମୁଖ୍ୟତଃ ଏହି ଆଲୋଚନା ହୋଇଥିଲା । ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ରାଜିନାମାର ସଫଳ ସମାପ୍ତିକୁ ସ୍ଵାଗତ କରିଥିଲେ । ଏଥିରେ ଉଭୟ ଦେଶର ଆର୍ଥିକ ଓ ବଜାର ନିୟନ୍ତ୍ରଣ, ଷ୍ଟକ ଏକ୍ସଚେଞ୍ଜ ଏବଂ ଉଦ୍ଭାବନ ସଂସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ ।ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ
November 17th, 08:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲଙ୍କ ମଧ୍ୟରେ ଆସନ୍ତା 19 ନଭେମ୍ବର 2020ରେ ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ ।ପିଏସ୍ଏଲ୍ଭି-ସି49/ଇଓଏସ୍-01 ମିଶନର ସଫଳତା ପାଇଁ ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
November 07th, 05:14 pm
ପିଏସ୍ଏଲ୍ଭି-ସି49/ଇଓଏସ୍-01 ମିଶନର ସଫଳ ଉତ୍କ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଏବଂ ଭାରତୀୟ ମହାକାଶ ଉଦ୍ୟୋଗକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।India joins Missile Technology Control Regime
June 27th, 12:18 pm
PM greets the people of Luxembourg, on their National Day
June 23rd, 10:50 am