ମନ୍ କୀ ବାତ୍ ନଭେମ୍ବର 2024
November 24th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ମନର କଥା, ଅର୍ଥାତ, ଦେଶର ମିଳିତ ପ୍ରୟାସର କଥା, ଦେଶର ଉପଲବ୍ଧିଗୁଡ଼ିକର କଥା, ଲୋକମାନଙ୍କର ସାମର୍ଥ୍ୟର କଥା । ମନର କଥା ଅର୍ଥାତ, ଦେଶର ଯୁବବର୍ଗଙ୍କ ସ୍ୱପ୍ନ, ଦେଶର ନାଗରିକମାନଙ୍କ ଆକାଂକ୍ଷାର କଥା । ମୁଁ ମାସକଯାକ ‘ମନ୍ କି ବାତ୍’କୁ ଅପେକ୍ଷା କରିଥାଏ, ଯାହାଦ୍ୱାରା ଆପଣମାନଙ୍କ ସହିତ ସିଧା କଥାବାର୍ତ୍ତା କରିପାରିବି । କେତେ କେତେ ବାର୍ତ୍ତା, କେତେ ମେସେଜ୍! ଅଧିକରୁ ଅଧିକ ବାର୍ତ୍ତାଗୁଡ଼ିକୁ ପଢ଼ିବା, ଆପଣମାନଙ୍କ ପରାମର୍ଶ ଉପରେ ଚିନ୍ତା କରିବା ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରିଥାଏ ।Our Jawans have proved their mettle on every challenging occasion: PM Modi in Kutch
October 31st, 07:05 pm
PM Modi celebrated Diwali with the personnel of the BSF, Army, Navy and Air Force near the Indo-Pak border, at Lakki Nala in Sir Creek area in Gujarat's Kutch. The Prime Minister conveyed his deep appreciation for the soldiers' service to the nation, acknowledging the sacrifices they make in challenging environments.PM Modi celebrates Diwali with security personnel in Kutch,Gujarat
October 31st, 07:00 pm
PM Modi celebrated Diwali with the personnel of the BSF, Army, Navy and Air Force near the Indo-Pak border, at Lakki Nala in Sir Creek area in Gujarat's Kutch. The Prime Minister conveyed his deep appreciation for the soldiers' service to the nation, acknowledging the sacrifices they make in challenging environments.The BJP government in Gujarat has prioritised water from the very beginning: PM Modi in Amreli
October 28th, 04:00 pm
PM Modi laid the foundation stone and inaugurated various development projects worth over Rs 4,900 crores in Amreli, Gujarat. The Prime Minister highlighted Gujarat's remarkable progress over the past two decades in ensuring water reaches every household and farm, setting an example for the entire nation. He said that the state's continuous efforts to provide water to every corner are ongoing and today's projects will further benefit millions of people in the region.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଜି ଗୁଜରାଟର ଅମରେଲିଠାରେ ୪,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ
October 28th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅମରେଲିଠାରେ ୪ ହଜାର ୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଆଜିର ଏହି ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳବାଇ, ସଡ଼କ, ଜଳ ବିକାଶ ଓ ପର୍ଯ୍ୟଟନ ଆଦି କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଅମରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋଟାଦ ଆଦି ଜିଲ୍ଳାର ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ଉପକୃତ ହୋଇପାରିବେ ।ଲୋଥାଲରେ ଜାତୀୟ ସାମୁଦ୍ରିକ ହେରିଟେଜ୍ କମ୍ପେ୍ଲକ୍ସ ନିର୍ମାଣ ଉପରେ ଲିଙ୍କଡ୍ଇନ୍ ପୋଷ୍ଟ୍ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 15th, 03:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲିଙ୍କଡ୍ଇନ୍ରେ ଏକ ପୋଷ୍ଟ ଲେଖିଛନ୍ତି, ଯେଉଁଥିରେ ସେ ଗୁଜରାଟର ଲୋଥାଲରେ ଏକ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସ ନିର୍ମାଣର ଲାଭ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ।ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 21st, 07:45 pm
ଆଜି ଭାରତ ଗୁରୁ ପୂର୍ଣ୍ଣିମାର ପବିତ୍ର ପର୍ବ ପାଳନ କରୁଛି । ଜ୍ଞାନ ଓ ଆଧ୍ୟାତ୍ମିକତାର ଏହି ପର୍ବରେ ପ୍ରଥମେ ମୁଁ ଆପଣ ମାନଙ୍କୁ ଏବଂ ଆମର ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିନରେ ଆରମ୍ଭ ହେଉଛି ୪୬ତମ ବିଶ୍ୱ ଐତିହ୍ୟ କମିଟିର ବୈଠକ । ଏବଂ ଭାରତରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ଏବଂ ଏହା ସ୍ୱାଭାବିକ ଯେ ମୋ ସହିତ ସମସ୍ତ ଦେଶବାସୀ ଏହାକୁ ନେଇ ବିଶେଷ ଭାବରେ ଖୁସି ଅଛନ୍ତି । ଏହି ଅବସରରେ ମୁଁ ସମଗ୍ର ବିଶ୍ୱର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅତିଥିମାନଙ୍କୁ ସ୍ୱାଗତ କରୁଛି । ବିଶେଷ କରି ମୁଁ ୟୁନେସ୍କୋର ମହାନିର୍ଦ୍ଦେଶକ ଆଁଡ୍ରେ ଆଁ ଜୁଲେଙ୍କୁ ଅଭିନନ୍ଦନ ଜଣାଉଛି । ମୋର ବିଶ୍ୱାସ ଯେ ପ୍ରତ୍ୟେକ ବିଶ୍ୱ ଘଟଣା ପରି ଏହି କାର୍ଯ୍ୟକ୍ରମ ମଧ୍ୟ ଭାରତରେ ସଫଳତାର ନୂଆ ରେକର୍ଡ ସୃଷ୍ଟି କରିବ ।ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
July 21st, 07:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନକୁ ଉଦଘାଟନ କରିଛନ୍ତି । ବିଶ୍ୱ ଐତିହ୍ୟ କମିଟି ପ୍ରତିବର୍ଷ ବୈଠକ କରି ବିଶ୍ୱ ଐତିହ୍ୟ ସମ୍ପର୍କିତ ସମସ୍ତ ବିଷୟର ପରିଚାଳନା କରିବା ଏବଂ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହେବାକୁ ଥିବା ସ୍ଥାନଗୁଡିକ ଉପରେ ନିଷ୍ପତ୍ତି ନେବା ପାଇଁ ଦାୟୀ । ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଐତିହ୍ୟ କମିଟି ବୈଠକ ଆୟୋଜନ କରୁଛି। ଏହି ଅବସରରେ ପ୍ରଦର୍ଶିତ ବିଭିନ୍ନ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ।କୋଚରବ ଆଶ୍ରମର ଉଦଘାଟନ ଏବଂ ଗୁଜରାଟରେ ସାବରମତୀ ଆଶ୍ରମ ପ୍ରକଳ୍ପର ମାଷ୍ଟର ପ୍ଲାନ୍ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 10:45 am
ପୂଜ୍ୟ ବାପୁଙ୍କ ଏହି ସାବରମତୀ ଆଶ୍ରମ ସର୍ବଦା ଅତୁଳନୀୟ ଶକ୍ତିର ଏକ ଜୀବନ୍ତ କେନ୍ଦ୍ର ହୋଇ ଆସିଛି । ମୋ ଭଳି ଯଦି କାହାକୁ ଏଠାକୁ ସମୟ ମିଳିଲେ ଏବଂ ଯେତେବେଳେ ବି ମୋ ଭଳି ସମସ୍ତଙ୍କୁ ଏଠାକୁ ଆସିବାର ସୁଯୋଗ ମିଳିବ ସେତେବେଳେ, ବାପୁଙ୍କ ପ୍ରେରଣାକୁ ଆମ ଭିତରେ ସ୍ପଷ୍ଟ ଭାବରେ ଅନୁଭବ କରିପାରିବା, ସତ୍ୟ ଓ ଅହିଂସାର ଆଦର୍ଶ ହେଉ, ଦେଶ ଉପାସନା କରିବାର ସଂକଳ୍ପ ହେଉ, ଗରିବ ଓ ବଞ୍ଚିତଙ୍କ ସେବାରେ ନାରାୟଣ ସେବା କରି ଭାବନା ହେଉ ସାବରମତୀ ଆଶ୍ରମ ବାପୁଙ୍କ ଏହି ମୂଲ୍ୟବୋଧକୁ ଆଜି ବି ବଞ୍ଚାଇ ରଖିଛି। ମୁଁ ଭାଗ୍ୟବାନ ଯେ ଆଜି ମୁଁ ଏଠାରେ ସାବରମତୀ ଆଶ୍ରମର ପୁନଃନିର୍ମାଣ ଏବଂ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିଛି । ବାପୁଙ୍କ ପୂର୍ବରୁ ଥିବା ପ୍ରଥମ ଆଶ୍ରମ, ଯେତେବେଳେ ଏହା ପ୍ରାଥମିକ ସ୍ତରରେ ପ୍ରତିଷ୍ଠା ହୋଇଥିଲା, ସେହି କୋଚରବ ଆଶ୍ରମ ମଧ୍ୟ ବିକଶିତ ହୋଇଛି ଏବଂ ମୁଁ ଖୁସି ଯେ ଆଜି ଏହା ମଧ୍ୟ ଉଦଘାଟିତ ହୋଇଛି । ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଗାନ୍ଧିଜୀ କୋଚରବ ଆଶ୍ରମରେ ନିଜର ପ୍ରଥମ ଆଶ୍ରମ ନିର୍ମାଣ କରିଥିଲେ । ଗାନ୍ଧିଜୀ ଏଠାରେ ଚରଖା ଚଳାଉଥିଲେ, ସେ ବଢେଇ କାମ ଶିଖୁଥିଲେ। ଦୁଇ ବର୍ଷ ପର୍ଯ୍ୟନ୍ତ କୋଚରବ ଆଶ୍ରମରେ ରହିବା ପରେ ଗାନ୍ଧିଜୀ ସାବରମତୀ ଆଶ୍ରମକୁ ଚାଲି ଆସିଥିଲେ। ପୁନଃନିର୍ମାଣ ପରେ ଗାନ୍ଧିଜୀଙ୍କ ସେହି ଦିନର ସ୍ମୃତି ଏବେ କୋଚରବ ଆଶ୍ରମରେ ଉନ୍ନତ ଭାବରେ ସଂରକ୍ଷିତ ରହିବ। ଶ୍ରଦ୍ଧାଳୁ ବାପୁଙ୍କ ଚରଣରେ ପ୍ରଣାମ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରେରଣାଦାୟୀ ସ୍ଥାନର ବିକାଶ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।ଗୁଜରାଟର ସାବରମତୀ ଠାରେ କୋଚରବ ଆଶ୍ରମର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
March 12th, 10:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାବରମତୀ ଆଶ୍ରମ ଗସ୍ତ କରି କୋଚରବ ଆଶ୍ରମର ଉଦଘାଟନ କରିବା ସହ ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ହୃଦୟ କୁଞ୍ଜ ଯାଇଥିଲେ । ସେ ପ୍ରଦର୍ଶନୀକୁ ଚାଲି ଚାଲି ଦେଖିବା ସହିତ ଏକ ଚାରା ରୋପଣ କରିଥିଲେ ।Prime Minister’s meeting with President of the UAE
February 13th, 05:33 pm
Prime Minister Narendra Modi arrived in Abu Dhabi on an official visit to the UAE. In a special and warm gesture, he was received at the airport by the President of the UAE His Highness Sheikh Mohamed bin Zayed Al Nahyan, and thereafter, accorded a ceremonial welcome. The two leaders held one-on-one and delegation level talks. They reviewed the bilateral partnership and discussed new areas of cooperation.ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନୌସେନା ଦିବସ 2023 ପଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 04th, 04:35 pm
ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ରମେଶ ମହୋଦୟ, ମୁଖ୍ୟମନ୍ତ୍ରୀ ଏକନାଥ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ରାଜନାଥ ସିଂହ ମହାଶୟ, ନାରାୟଣ ରାଣେ ମହାଶୟ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଣବୀସ ମହାଶୟ, ଅଜିତ ପୱାର ମହାଶୟ, ସିଡିଏସ ଜେନରାଲ ଅନୀଲ ଚୌହାନ ମହାଶୟ, ନୌସେନା ପ୍ରମୁଖ ଆଡମିରାଲ ଆର. ହରିକୁମାର, ନୌସେନାର ସମସ୍ତ ସାଥୀ, ଏବଂ ମୋର ସମସ୍ତ ପରିବାରଜନ!ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଠାରେ ପ୍ରଧାନମନ୍ତ୍ରୀଙ୍କ ନୌସେନା ଦିବସ ୨୦୨୩ କାର୍ଯ୍ୟକ୍ରମରେ ଯୋଗଦାନ
December 04th, 04:30 pm
ସିନ୍ଧୁଦୁର୍ଗରେ ନୌସେନା ଦିବସ ୨୦୨୩ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସେ ମଧ୍ୟ ଭାରତୀୟ ନୌସେନାର ଜାହାଜ, ବୁଡ଼ାଜାହାଜ ଓ ସଶସ୍ତ୍ର ବଳର ପରୀକ୍ଷାମୂଳ ଯୁଦ୍ଧ କୌଶଳ ସିନ୍ଧୁଦୁର୍ଗର ତାରକାର୍ଲିର୍ ବେଳାଭୂମିରୁ ଅବଲୋକନ କରିବା ସହ ଗାର୍ଡ ଅଫ୍ ଅନରର ନିରୀକ୍ଷଣ କରିଥିଲେ ।ଗ୍ଲୋବାଲ୍ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 17th, 11:10 am
ନମସ୍କାର, ସମଗ୍ର ବିଶ୍ୱରୁ ଆସିଥିବା ସମସ୍ତ ଅତିଥିଗଣ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ମହାରାଷ୍ଟ୍ର, ଗୋଆର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ କୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
October 17th, 10:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ ଏକ ବ୍ଲୁ ପ୍ରିଣ୍ଟ 'ଅମୃତ କାଳ ଭିଜନ ୨୦୪୭' କୁ ଉନ୍ମୋଚନ କରିଥିଲେ । ଆଗାମୀ ଭବିଷ୍ୟତରେ ଭାରତରେ ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ‘ଅମୃତ କାଳ ଭିଜନ ୨୦୪୭' ସହିତ ସଂଯୁକ୍ତ ୨୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡିକର ଉଦ୍ଘାଟନ କରିବା ସହ ତାହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ l ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଏହି ଶିଖର ସମ୍ମିଳନୀ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି ।We stamped out terrorism in the last eight years with resolute actions: PM Modi in Jamnagar
November 28th, 02:15 pm
Addressing his third public meeting of the day, The Prime Minister said, “It is equally important for a developed India to be a self-reliant India. And that's why Gujarat's industries, MSMEs-small scale industries have a huge role to play. Jamnagar's brass industry and bandhani art have received a lot of support over the years. Today, Jamnagar produces everything from pins to aeroplane parts”.From once manufacturing cycles, Gujarat is now moving towards manufacturing aeroplanes: PM Modi in Rajkot
November 28th, 02:05 pm
Addressing his third public meeting of the day, The Prime Minister said, “It is equally important for a developed India to be a self-reliant India. And that's why Gujarat's industries, MSMEs-small scale industries have a huge role to play. Jamnagar's brass industry and bandhani art have received a lot of support over the years. Today, Jamnagar produces everything from pins to aeroplane parts”.BJP does not consider border areas or border villages as the last village of the country but as the first village: PM Modi in Anjar
November 28th, 01:56 pm
PM Modi came down heavily on the Congress for colluding with those who opposed the delivery of water to Kutch. PM Modi said, “The Congress has always been encouraging those who opposed the Sardar Sarovar Dam. The people of Kutch can never forget such a party, which created hurdles for the people of Kutch.” PM Modi further talked about how the Kutch Branch Canal is changing lives, PM Modi said, “The hard work of the BJP government is paying off for Kutch. Today many agricultural products are exported from Kutch”.BJP has done the work of making Gujarat a big tourism destination of the country: PM Modi in Palitana
November 28th, 01:47 pm
Continuing his campaigning to ensure consistent development in Gujarat, PM Modi today addressed a public meeting in Palitana, Gujarat. PM Modi started his first rally of the day by highlighting that the regions of Bhavnagar and Saurashtra are the embodiment of ‘Ek Bharat, Shreshtha Bharat’.PM Modi addresses public meetings in Palitana, Anjar, Jamnagar & Rajkot, Gujarat
November 28th, 01:46 pm
Continuing his campaigning to ensure consistent development in Gujarat, PM Modi today addressed public meetings in Palitana, Anjar & Jamnagar, Gujarat. In his first rally of the day, PM Modi said that the region of Saurashtra embodies the spirit of ‘Ek Bharat, Shreshtha Bharat’. In his second address at Anjar, PM Modi talked about Kutch’s recovery from the earthquake in 2001. In his last two public meetings for the day, PM Modi talked about the economy and the manufacturing sector of Gujarat.