୭୭ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ପାଇଁ ବିଶ୍ୱ ନେତାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

August 15th, 04:21 pm

ଭାରତର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଥିବା ବିଶ୍ୱ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି ।

ଭାରତର ୭୪ତମ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଥିବା ବିଶ୍ୱ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

January 26th, 09:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ୭୪ତମ ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିବା ବିଶ୍ୱ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାମନ୍ତ୍ରୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରାଯାଇଛି

December 17th, 08:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ଜାତୀୟ ଦିବସ ଅବସରରେ ଭୁଟାନର ରାଜା, ମହାମହିମ ଜିଗମେ ଖେସର ନାମଗେଲ ୱାଙ୍ଗଚୁକ୍ ସର୍ବୋଚ୍ଚ ନାଗରିକ ପୁରସ୍କାର ଅର୍ଡ଼ର ଅଫ୍ ଡ୍ରକ୍ ଗ୍ୟାଲପୋ ପ୍ରଦାନ କରିଛନ୍ତି । ଏହି ଉଷ୍ମ ସମ୍ବର୍ଦ୍ଧନା ପାଇଁ ଭୁଟାନର ରାଜାଙ୍କୁ ଶ୍ରୀ ମୋଦୀ କୃତଜ୍ଞତା ଜଣାଇଛନ୍ତି ।

ଭୁଟାନ ପ୍ରଧାନମନ୍ତ୍ରୀ ଡଃ ଲୋତେ ଶେରିଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

May 11th, 12:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁଟାନ ପ୍ରଧାନମନ୍ତ୍ରୀ ଲିଓନଚେନ ଡଃ ଲୋତେ ଶେରିଙ୍ଗଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

Telephone Conversation between PM and Prime Minister of Bhutan

April 16th, 08:02 pm

Prime Minister Shri Narendra Modi spoke on phone today with H.E. Dr. Lotay Tshering, Prime Minister (Lyonchhen) of the Kingdom of Bhutan.

PM expresses gratitude to PM of Bhutan

March 20th, 05:34 pm

The Prime Minister Shri Narendra Modi has expressed his gratitude to PM of Bhutan, Dr. Lotay Tshering for contributing to the COVID-19 Emergency Fund.

"ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ପ୍ରେସ ବିବୃତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ "

August 17th, 05:42 pm

ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ପ୍ରେସ ବିବୃତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , 130 କୋଟି ଭାରତୀୟଙ୍କ ହୃଦୟରେ ଭୁଟାନ ଲାଗି ସ୍ୱତନ୍ତ୍ର ସ୍ଥାନ ରହିଛି । ଭାରତ ଏବଂ ଭୁଟାନ ମଧ୍ୟରେ ବିଭିନ୍ନ ସହଯୋଗ ଉପରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , ଭୁଟାନର ବିକାଶ ଯାତ୍ରାରେ ଭାରତର ଭାଗିଦାରୀ ଭାରତ ପାଇଁ ଏକ ସମ୍ମାନର ବିଷୟ ।

"ଭୁଟାନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ବୈଠକ "

August 17th, 04:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁଟାନ ପ୍ରଧାନମନ୍ତ୍ରୀ ଡା. ଲୋତେ ସେରିଙ୍ଗଙ୍କ ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତା କରିଛନ୍ତି । ଉଭୟ ନେତା ଭାରତ-ଭୁଟାନ ମଧ୍ୟରେ ଭାଗିଦାରୀକୁ ଆହୁରି ମଜବୁତ କରିବାର ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ।

"ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନରେ ପହଂଚିଛନ୍ତି "

August 17th, 12:01 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ଭୁଟାନରେ ପହଂଚିଛନ୍ତି । ଏକ ବିଶେଷ କ୍ଷଣ ,ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଭୁଟାନ ପ୍ରଧାନମନ୍ତ୍ରୀ ଡା. ଲୋତେ ସେରିଙ୍ଗ ବିମାନବନ୍ଦର ଆସିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ଭୁଟାନ ପ୍ରଧାନମନ୍ତ୍ରୀ

May 31st, 08:47 pm

30 ମେ, 2019ରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଭୁଟାନ ପ୍ରଧାନମନ୍ତ୍ରୀ ଡା. ଲୋତେ ସେରିଙ୍ଗ ଅତିଥି ଭାବେ ଯୋଗ ଦେଇଥିଲେ ।

ଦ୍ରୁକ ନ୍ୟାମରୂପ ଶୋଗପା, ଭୁଟାନର ରାଷ୍ଟ୍ରପତି ଡ.ଲୋଟେ ସେରିଙ୍ଗଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ; ଭୁଟାନ ସାଧାରଣ ନିର୍ବାଚନରେ ତାଙ୍କ ଦଳର ବିଜୟ ପାଇଁ ଜଣାଇଲେ ଅଭିନନ୍ଦନ

October 19th, 06:49 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଦ୍ରୁକ ନ୍ୟାମରୂପ ଶୋଗପା ରାଷ୍ଟ୍ରପତି ଡ.ଲୋଟେ ସେରିଙ୍ଗଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଥିଲେ । ଭୁଟାନର ତୃତୀୟ ସାଧାରଣ ନିର୍ବାଚନରେ ଡ. ଲୋଟେ ସେରିଙ୍ଗଙ୍କ ଦଳ ବିଜୟ ଲାଭ କରି ଜାତୀୟ ଆସେମ୍ବିଲିକୁ ନିର୍ବାଚିତ ହୋଇଥିବାରୁ ପ୍ରଧାମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସଫଳତାର ସହ ସାଧାରଣ ନିର୍ବାଚନ ପରିଚାଳନା ଭୁଟାନରେ ଲୋକତନ୍ତ୍ରର ସମୃଦ୍ଧିକରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ଏହି ନିର୍ବାଚନ ପରିଚାଳନା ସଫଳତାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ୱାଗତ କରିଥିଲେ ।