ଦିଲ୍ଲୀ-କର୍ଣ୍ଣାଟକ ସଙ୍ଘର ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 25th, 05:20 pm
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବସାବରାଜ ବୋମ୍ମଇ ମହାଶୟ, ମନ୍ତ୍ରୀପରିଷଦରେ ମୋର ସାଥୀ ପ୍ରହ୍ଲାଦ ଯୋଶୀ ମହାଶୟ, ସଂସଦରେ ଆମର ବରିଷ୍ଠ ସାଥୀ ଡଃ. ବୀରେନ୍ଦ୍ର ହେଗଡେ ମହାଶୟ, ପରମ ପୂଜ୍ୟ ସ୍ୱାମୀ ନିର୍ମଳାନନ୍ଦ- ନାଥ ସ୍ୱାମୀଜୀ, ପରମ ପୂଜ୍ୟ ଶ୍ରୀ ଶ୍ରୀ ଶିବରାତ୍ରି ଦେଶୀକେନ୍ଦ୍ର ସ୍ୱାମୀଜୀ, ଶ୍ରୀ ଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀଜୀ, ଶ୍ରୀ ଶ୍ରୀ ନଞ୍ଜାବଧୂତା ସ୍ୱାମୀଜୀ, ଶ୍ରୀ ଶ୍ରୀ ଶିବମୂର୍ତି ଶିବାଚାର୍ଯ୍ୟ ସ୍ୱାମୀଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସମସ୍ତ ସହଯୋଗୀଗଣ, ସାଂସଦଗଣ, ଭାଇ ସିଟି ରବି ମହାଶୟ, ଦିଲ୍ଲୀ- କର୍ଣ୍ଣାଟକ ସଙ୍ଘର ସମସ୍ତ ସଦସ୍ୟଗଣ, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାଗଣ,ନୂଆଦିଲ୍ଲୀର ତାଲକାଟୋରା ଷ୍ଟାଡିୟମରେ ଦିଲ୍ଲୀ-କର୍ଣ୍ଣାଟକ ସଂଘର ଅମୃତ ମହୋତ୍ସବ " ବାରିସୁ କନ୍ନଡ ଡିମ ଡିମାଭା” କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
February 25th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତାଲକାଟୋରା ଷ୍ଟାଡିୟମରେ ବାରିସୁ କନ୍ନଡ ଡିମ ଡିମାଭା” ସାଂସ୍କୃତିକ ମହୋତ୍ସବର ଉଦଘାଟନ କରିଛନ୍ତି । ସେ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଆଜାଦୀ କା ଅମୃତ ମହୋତ୍ସବଙ୍କ ତତ୍ତ୍ୱାବଧାନରେ ଏହି ପର୍ବ କର୍ଣ୍ଣାଟକର ସଂସ୍କୃତି, ପରମ୍ପରା ଏବଂ ଇତିହାସକୁ ପାଳନ କରିଥାଏ ।Pt. Deen Dayal Upadhyaya’s Antyodaya is the BJP’s guiding principle: PM Modi
May 10th, 10:03 am
In his interaction with the SC/ST, OBC, Minority and Slum Morcha of the Karnataka BJP through the ‘Narendra Modi Mobile App’, the Prime Minister said that they had a paramount role in connecting directly with people and furthering the party’s reach. Noting that the BJP had the maximum number of MPs from the SC, ST, OBC and minorities communities, he appreciated them for their efforts.ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକ ବିଜେପିର ବିଭିନ୍ନ ମୋର୍ଚ୍ଚା ସହ ମତ ବିନିମୟ କରିଛନ୍ତି
May 10th, 09:55 am
ନରେନ୍ଦ୍ର ମୋଦୀ ମୋବାଇଲ ଆପ ମାଧ୍ୟମରେ କର୍ଣ୍ଣାଟକର ଏସସି/ଏସଟି ,ଓବିସି ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ସହିତ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେ ଲୋକମାନଙ୍କ ସହିତ ସିଧା ସଂଯୋଗ ଏବଂ ଦଳର ପହଂଚକୁ ଆଗକୁ ବଢ଼େଇବା ପାଇଁ ସମସ୍ତ କର୍ମକର୍ତ୍ତାମାନଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଲେ ଯେ ବିଜେପିର ଅଧିକ ସାଂସଦ ଏସସି/ଏସଟି ,ଓବିସି ଏବଂ ସଂଖ୍ୟାଲଘୁ ସମୁଦାୟର ଅଛନ୍ତି । ପ୍ରଧାନମନ୍ତ୍ରୀ ଏହି କଥା ପାଇଁ କର୍ମକର୍ତ୍ତାମାନଙ୍କ ପ୍ରୟାସକୁ ପ୍ରସଂଶା କରିଛନ୍ତି ।BJP believes in 'Rashtra Bhakti' and serving the society: PM Modi
May 08th, 02:01 pm
Campaigning in Karnataka today, PM Narendra Modi said launched fierce attack on the Congress party for pisive politics. He accused the Congress party for piding people on the grounds of caste.କଂଗ୍ରେସ ବିଭାଜନକାରୀ ରାଜନୀତି ଖେଳୁଛି :ପ୍ରଧାନମନ୍ତ୍ରୀ ମୋଦୀ
May 08th, 01:55 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ଆଜି ନିର୍ବାଚନ ପ୍ରଚାର ଅଭିଯାନରେ କଂଗ୍ରେସର ବିଭାଜନକାରୀ ରାଜନୀତିକୁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସର ଜାତି ଆଧାରରେ ଲୋକମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଥିବାର ପ୍ରୟାସକୁ ପ୍ରଧାନମନ୍ତ୍ରୀ କଡ଼ା ସମାଲୋଚନା କରିଛନ୍ତି ।Congress does not care about ‘dil’, they only care about ‘deals’: PM Modi
May 06th, 11:55 am
Addressing a massive rally at Bangarapet, PM Modi said these elections were not about who would win or lose, but, fulfilling aspirations of people. He accused the Karnataka Congress leaders for patronising courtiers who only bowed to Congress leaders in Delhi not the aspirations of the people.କଂଗ୍ରେସ ପାଇଁ ବିଦାୟ ନିଲାମ କରନ୍ତୁ ,କାରଣ କର୍ଣ୍ଣାଟକର ଲୋକମାନଙ୍କ କଲ୍ୟାଣ ବିଷୟରେ କଂଗ୍ରେସ ଧ୍ୟାନ କେନ୍ଦ୍ରିତ କରିପାରିବ ନାହିଁ :ପ୍ରଧାନମନ୍ତ୍ରୀ ମୋଦୀ
May 06th, 11:46 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକରେ ଚାରୋଟି ଚିତ୍ରଦୁର୍ଗ ,ରାୟଚୁର ,ବାଗଲକୋଟ ଏବଂ ହୁବଳୀ ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରି କହିଲେ ,କଂଗ୍ରେସ ବିଭାଜନକାରୀ ରାଜନୀତି କରୁଛି ଏବଂ ସେମାନେ କର୍ଣ୍ଣାଟକର କୃଷକମାନଙ୍କ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ କରୁନାହାନ୍ତି । ସେ କର୍ଣ୍ଣାଟକର ଲୋକମାନଙ୍କୁ ସେମାନଙ୍କ କଲ୍ୟାଣ ଦିଗରେ ବିଚାର କରି କଂଗ୍ରେସର ବିଦାୟ ନିଲାମ କରିବାକୁ କହିଛନ୍ତି ।ଲଣ୍ଡନରେ ‘ଭାରତ କି ବାତ ସବକେ ସାଥ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିୟମ
April 19th, 05:15 am
ପ୍ରସୂନ ଯୋଶୀ-ମୋଦୀଜୀ ଆମ ସମସ୍ତେ ଜାଣିଛୁ ଯେ ଆପଣ ଅନେକ ବ୍ୟସ୍ତ କାର୍ଯ୍ୟକ୍ରମ ମଧ୍ୟରୁ ସମୟ ବାହାର କରି ଏଠାକୁ ଆସିଛନ୍ତି ଏବଂ ଆମେ ଆପଣଙ୍କର ଅଳ୍ପ କିଛି ସମୟ ଚୋରି କରିଛୁ । ପ୍ରଥମେ ଆପଣଙ୍କୁ ଅନେକ, ଅନେକ ଧନ୍ୟବାଦ ।ଲଣ୍ଡନରେ ‘ଭାରତ କି ବାତ୍ ସବ୍ କେ ସାଥ୍’ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଅଂଶଗ୍ରହଣକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
April 18th, 09:49 pm
ଗ୍ରେଟ ବ୍ରିଟେନର ଲଣ୍ଡନଠାରେ ଅନୁଷ୍ଠିତ ‘ଭାରତ କି ବାତ୍ ସବ୍ କେ ସାଥ୍’ କାର୍ଯ୍ୟକ୍ରମରେ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ଜନତାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାବ ବିନିମୟ କରିଥିଲେ ।PM Modi pays floral tributes to Bhagwan Basaveshwara in London
April 18th, 04:02 pm
Prime Minister Modi today paid floral tributes to Bhagwan Basaveshwara in London.ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର
April 30th, 11:32 am
ପ୍ରତ୍ୟେକ ଥର ମନ କି ବାତ୍ ପୂର୍ବରୁ ଦେଶର କୋଣ ଅନୁକୋଣରୁ, ସବୁ ବୟସର ଲୋକମାନଙ୍କଠାରୁ, ମନ କି ବାତକୁ ନେଇ ଅନେକଗୁଡ଼ିଏ ପରାମର୍ଶ ଆସେ । ଆକାଶବାଣୀ ମାଧ୍ୟମରେ ଆସେ, Narendra Modi App ରେ ଆସେ, My Gov ଜରିଆରେ ଆସେ, ଫୋନ ଦ୍ୱାରା ଆସେ । Recorded Message ଦ୍ୱାରା ଆସେ ଏବଂ ଯେତେବେଳେ ସମୟ ବାହାର କରି ମୁଁ ସେଗୁଡ଼ିକୁ ଦେଖେ, ତାହା ମୋ ପାଇଁ ଗୋଟିଏ ସୁଖକର ଅନୁଭୂତି ହୋଇଥାଏ । ସେଥିରୁ ବିବିଧତା ପୂର୍ଣ୍ଣ ସୂଚନା ମିଳେ । ଦେଶର ପ୍ରତିଟି କୋଣରେ ଶକ୍ତିର ଭଣ୍ଡାର ରହିଛି । ଜଣେ ସାଧକ ଭଳି ସମାଜରେ ରହିଥିବା ଲୋକମାନଙ୍କର ବିପୁଳ ଯୋଗଦାନ, ଅନ୍ୟପକ୍ଷରେ ସମସ୍ୟାଗୁଡ଼ିକର ଭଣ୍ଡାର ମଧ୍ୟ ଦେଖିବାକୁ ମିଳେ ଯେଉଁ ଦିଗକୁ ହୁଏତ ସରକାରଙ୍କ ଦୃଷ୍ଟି ମଧ୍ୟ ଯାଏନି । ବୋଧହୁଏ ଶାସନ ବ୍ୟବସ୍ଥା ଏଥିସହିତ ଅଭ୍ୟସ୍ତ ହୋଇପଡ଼ିଛି, ଲୋକେ ମଧ୍ୟ ଅଭ୍ୟସ୍ତ ହୋଇପଡ଼ିଛନ୍ତି । ମୁଁ ଲକ୍ଷ୍ୟ କରିଛି ଯେ, ଏଥିରେ ପିଲାଙ୍କ ଜିଜ୍ଞାସା, ଯୁବଗୋଷ୍ଠୀର ମହତ୍ୱାଂକାଂକ୍ଷା, ବୟସ୍କମାନଙ୍କ ଅନୁଭୂତିର ସାରମର୍ମ, ଭଳିକି ଭଳି କଥା ସାମନାକୁ ଆସେ ।India gave the message of good governance, non violence & Satyagraha: PM
April 29th, 01:13 pm
While addressing a programme to mark Basava Jayanthi, PM Modi said India’s history is not only about defeat, poverty or colonialism but it gave the message of good governance, non-violence and Satyagraha. He expressed confidence that reformers would emerge from within the Muslim community itself, to put an end to the pain suffered by some Muslim women, because of the practice of “triple talaq.” He urged the Muslim community not to look at this issue through a political lens.ବାସବ ସମିତିର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ବାସବ ଜୟନ୍ତୀ ୨୦୧୭ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 29th, 01:08 pm
ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ବାସବ ଜୟନ୍ତୀ ୨୦୧୭ ଏବଂ ବାସବ ସମିତିର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା ସହ ବାସବାନ୍ନାଙ୍କ ପବିତ୍ର ବଚନର ୨୩ଟି ଭାଷାରେ ଅନୁବାଦକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉନ୍ମୋଚନ କରିଥିଲେ ।ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଇତିହାସରେ କେବଳ ପରାଜୟ, ଦାରିଦ୍ର୍ୟ ଏବଂ ଉପନିବେଶବାଦ ନାହିଁ । ଭାରତ ଉତ୍ତମ ପ୍ରଶାସନ, ଅହିଂସା ଏବଂ ସତ୍ୟାଗ୍ରହର ବାର୍ତ୍ତା ଦେଇଛି ।Day 3: PM unveils statue of Basaveshwara, visits Dr.Ambedkar's house & JLR factory
November 14th, 07:59 pm
PM Modi unveils Basaveshwara Statue in London
November 14th, 06:01 pm