ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ଆସ୍ଥା ପ୍ରକଟ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

June 30th, 11:00 am

ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।

ଅହମଦାବାଦରେ ପ୍ରମୁଖ ସ୍ୱାମୀ ମହାରାଜ ଶତାବ୍ଦୀ ମହୋତ୍ସବର ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

December 14th, 05:45 pm

ପରମ ପୂଜ୍ୟ ମହନ୍ତ ସ୍ୱାମୀ ଜୀ, ପୂଜ୍ୟ ସନ୍ଥଗଣ, ଗଭର୍ଣ୍ଣର ଶ୍ରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏବଂ ଉପସ୍ଥିତ ସମସ୍ତ ସତସଙ୍ଗ ପରିବାରଗଣ, ଏହା ମୋର ସୌଭାଗ୍ୟ ଯେ ମୋତେ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାକ୍ଷୀ ହେବାର ଏବଂ ସତସଙ୍ଗୀ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଏତେ ବଡ଼ ସ୍ତରରେ ଆହୁରି ଏକ ମାସ ବ୍ୟାପି ଚାଲିବାକୁ ଥିବା କାର୍ଯ୍ୟକ୍ରମ କେବଳ ସଂଖ୍ୟା ହିସାବରେ ବଡ଼ ଅଟେ । ସମୟ ଅନୁସାରେ ବହୁତ ଲମ୍ବା ଅଟେ । ସମୟ ଅନୁସାରେ ବହୁତ ଲମ୍ବା, କିନ୍ତୁ ଏଠାରେ ଯେତେ ସମୟ ମୁଁ ଅତିବାହିତ କରିଛି, ମୋତେ ଲାଗୁଛି ଯେ ଏଠାରେ ଗୋଟିଏ ଦିବ୍ୟତାର ଅନୁଭୂତି ଅଛି । ଏଠାରେ ସକଂଳ୍ପର ଭବ୍ୟତା ରହିଛି । ଏଠାରେ ବାଲ ବୃଦ୍ଧ ସମସ୍ତଙ୍କ ପାଇଁ ଆମର ଐତିହ୍ୟ କ’ଣ, ଆମର ଧରୋହର କ’ଣ ଅଟେ, ଆମର ଆସ୍ଥା କ’ଣ ଅଟେ, ଆମର ଆଧ୍ୟାତ୍ମିକତା କ’ଣ ଅଟେ, ଆମର ପରମ୍ପରା କ’ଣ, ଆମର ସଂସ୍କୃତି କ’ଣ, ଆମର ପ୍ରକୃତି କ’ଣ ଅଟେ, ଏହି ସବୁୁକୁ ଏହି ପରିସରରେ ଏକତ୍ରୀକରଣ କରାଯାଇ ପାରିଛି । ଏଠାରେ ଭାରତର ପ୍ରତ୍ୟେକଟି ରଙ୍ଗ ପ୍ରଦର୍ଶିତ ହେଉଛି । ମୁଁ ଏହି ଅବସରରେ ସମସ୍ତ ପୂଜ୍ୟ ସନ୍ଥଗଣଙ୍କୁ ଏହି ଆୟୋଜନ ପାଇଁ କଳ୍ପନା ସାମର୍ଥ୍ୟ ପାଇଁ ଏବଂ ସେହି କଳ୍ପନାକୁ ଚରିତାର୍ଥ କରିବା ପାଇଁ ଯେଉଁ ପୁରୁଷାର୍ଥ କରାଯାଇଛି, ମୁଁ ସେହି ସମସ୍ତଙ୍କର ଚରଣ ବନ୍ଦନା କରୁଛି, ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ପୂଜ୍ୟ ମହନ୍ତ ସ୍ୱାମୀ ଜୀଙ୍କ ଆଶୀର୍ବାଦ ପାଇ ଏତେ ବଡ଼ ଭବ୍ୟ ଆୟୋଜନ ଏବଂ ଏହି ଦେଶ ଏବଂ ଦୁନିଆକୁ ଆକର୍ଷିତ କରିବ କେବଳ ଏତିକି ନୁହେଁ, ଏହା ପ୍ରଭାବିତ କରିବ, ଏହା ଆଗାମୀ ପିଢ଼ିକୁ ପ୍ରେରିତ କରିବ ।

PM addresses inaugural function of Pramukh Swami Maharaj Shatabdi Mahotsav

December 14th, 05:30 pm

PM Modi addressed the inaugural function of Pramukh Swami Maharaj Shatabdi Mahotsav in Ahmedabad. “HH Pramukh Swami Maharaj Ji was a reformist. He was special because he saw good in every person and encouraged them to focus on these strengths. He helped every inpidual who came in contact with him. I can never forget his efforts during the Machchhu dam disaster in Morbi”, the Prime Minister said.

King Chilli ‘Raja Mircha’ from Nagaland exported to London for the first time

July 28th, 09:49 pm

In a major boost to exports of Geographical Indications (GI) products from the north-eastern region, a consignment of ‘Raja Mircha’ also referred as king chilli from Nagaland was today exported to London via Guwahati by air for the first time.

ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2018

April 20th, 07:33 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଲଣ୍ଡନରେ ‘ଭାରତ କି ବାତ ସବକେ ସାଥ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିୟମ

April 19th, 05:15 am

ପ୍ରସୂନ ଯୋଶୀ-ମୋଦୀଜୀ ଆମ ସମସ୍ତେ ଜାଣିଛୁ ଯେ ଆପଣ ଅନେକ ବ୍ୟସ୍ତ କାର୍ଯ୍ୟକ୍ରମ ମଧ୍ୟରୁ ସମୟ ବାହାର କରି ଏଠାକୁ ଆସିଛନ୍ତି ଏବଂ ଆମେ ଆପଣଙ୍କର ଅଳ୍ପ କିଛି ସମୟ ଚୋରି କରିଛୁ । ପ୍ରଥମେ ଆପଣଙ୍କୁ ଅନେକ, ଅନେକ ଧନ୍ୟବାଦ ।

ଲଣ୍ଡନରେ ‘ଭାରତ କି ବାତ୍ ସବ୍ କେ ସାଥ୍’ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଅଂଶଗ୍ରହଣକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

April 18th, 09:49 pm

ଗ୍ରେଟ ବ୍ରିଟେନର ଲଣ୍ଡନଠାରେ ଅନୁଷ୍ଠିତ ‘ଭାରତ କି ବାତ୍ ସବ୍ କେ ସାଥ୍’ କାର୍ଯ୍ୟକ୍ରମରେ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ଜନତାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାବ ବିନିମୟ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ବ୍ରିଟେନ ଗସ୍ତ (ଏପ୍ରିଲ 18, 2018) ଅବସରରେ ଯୁକ୍ତରାଜ୍ୟ-ଭାରତ ମିଳିତ ବିବୃତି

April 18th, 07:02 pm



PM Modi pays floral tributes to Bhagwan Basaveshwara in London

April 18th, 04:02 pm

Prime Minister Modi today paid floral tributes to Bhagwan Basaveshwara in London.

Prime Minister Modi meets the Prince of Wales

April 18th, 03:54 pm

Prime Minister Narendra Modi today met the Prince of Wales. The leaders visited an exhibition at the Science Museum in London themed “5000 Years of Science and Innovation- Illuminating India”.

India-UK ties are diverse and extensive, says PM Modi

April 18th, 02:36 pm

Prime Minister Narendra Modi held productive talks with UK Prime Minister Theresa May. The leaders exchanged views on further enhancing India-UK ties in several sectors.

PM Modi, PM Theresa May visit the Francis Crick Institute

April 18th, 10:20 am

Prime Minister Narendra Modi and the UK Prime Minister Theresa May visited the Francis Crick Institute, which is a biomedical institute in London.

ପ୍ରଧାନମନ୍ତ୍ରୀ ଲଣ୍ଡନରେ ପହଂଚିଛନ୍ତି

April 18th, 04:00 am

ପ୍ରଧାନମନ୍ତ୍ରୀ ମୋଦୀ ଲଣ୍ଡନରେ ପହଂଚିଛନ୍ତି । ସେଠାରେ ସେ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ସହ ଆଲୋଚନା କରିବେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ସ୍ୱିଡେନ ଏବଂ ଯୁକ୍ତରାଜ୍ୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

April 15th, 08:51 pm

ସ୍ୱିଡେନ ଏବଂ ଯୁକ୍ତରାଜ୍ୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି ନିମ୍ନରେ ଦିଆଗଲା ।

#BharatKiBaatSabkeSaath: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିଧା ସଂବାଦ ପାଇଁ ନିଜର ବିଚାର ଏବଂ ପରାମର୍ଶ ସେୟାର କରନ୍ତୁ !

April 04th, 05:39 pm

18 ଏପ୍ରିଲ 2018 ରେ ପ୍ରଧାନମନ୍ତ୍ରୀ ମୋଦୀ ଲଣ୍ଡନରେ ଏକ ସଂବାଦ କାର୍ଯ୍ୟକ୍ରମ 'ଭାରତ କି ବାତ ,ସବକେ ସାଥ' ରେ ଯୋଗ ଦେବେ । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିଧା ସଂପର୍କ କାର୍ଯ୍ୟକ୍ରମ ହେବ ।

ଲଣ୍ଡନରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

June 04th, 10:13 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଣ୍ଡନରେ ହୋଇଥିବା ଆକ୍ରମଣକୁ ଘୋର ନିନ୍ଦା କରିଛନ୍ତି ଏବଂ ଏହା ଦୁଃଖଦ ଓ ମର୍ମନ୍ତୁଦ ବୋଲି କହିଛନ୍ତି । “ଲଣ୍ଡନରେ ଆକ୍ରମଣ ଦୁଃଖଦ ଓ ମର୍ମନ୍ତୁଦ । ଆମେ ଏହାର ଦୃଢ ନିନ୍ଦା କରୁଛୁ । ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଲଣ୍ଡନ ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

March 23rd, 10:56 am

Prime Minister Narendra Modi has condoled terror attack in London. The PM said, “Deeply saddened by the terror attack in London. Our thoughts and prayers are with the victims and their families. At this difficult moment, India stands with UK in the fight against terrorism.”

Our focus is on VIKAS - Vidyut, Kanoon, Sadak: PM

February 05th, 07:44 pm

PM Modi addressed a public meeting in Aligarh, Uttar Pradesh. Speaking at the event, Shri Modi said that his Government was continuously fighting corruption and black money. Attacking the SP government in UP, PM Modi said that they were not concerned about the development of the state. He added, Our focus is on VIKAS - Vidyut (electricity), Kanoon (law), Sadak (proper connectivity).”

ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ଆଲିଗଡ଼ ଜନସଭାକୁ ସମ୍ବୋଧିତ କଲେ

February 05th, 07:43 pm

PM Modi addressed a public meeting in Aligarh, Uttar Pradesh. During his address, Shri Modi said that his govt is continuously fighting corruption and black money, “Since coming to power in 2014, we have undertaken measures to curb corruption & take action against the corrupt,” he said. Shri Modi said that people of Uttar Pradesh need to fight against ‘SCAM’- Samajwadi Party, Congress, Akhilesh Yadav and Mayawati. He added, “Uttar Pradesh does not need SCAM. It needs a BJP Government that is devoted to development, welfare of poor & elderly.”

India-UK partnership is nurtured by our shared values & people-to-people linkages: PM Modi

November 07th, 03:56 pm

During the joint press statement with the UK Prime Minister, PM Narendra Modi said that the strategic partnership between both countries is geared towards meeting 21st century challenges and contributing to global good. PM stated that Science and Technology is a vibrant and fast growing space in India-UK partnership. Both countries discussed defence & security partnership. The UK also backed India’s membership of UNSC and NSG.