୧୧ ଡିସେମ୍ବର ୨୦୨୪ରେ ତାମିଲ କବି ତଥା ସ୍ୱାଧିନତା ସଂଗ୍ରାମୀ ସୁବ୍ରମଣିଆ ଭାରତୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟ ସଂକଳନ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
December 10th, 05:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଡିସେମ୍ବର, ଦିନ ପ୍ରାୟ ୧ଟା ସମୟରେ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ତାମିଲ କବି ତଥା ସ୍ୱାଧୀନତା ସଂଗ୍ରାମୀ ସୁବ୍ରମଣିଆ ଭାରତୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକର ସଂକଳନ ଉନ୍ମୋଚନ କରିବେ ।ସେମିକଣ୍ଡକ୍ଟର ଏକଜିକ୍ୟୁଟିଭଙ୍କ ରାଉଣ୍ଡ ଟେବୁଲରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
September 10th, 08:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ସେମିକଣ୍ଡକ୍ଟର ଏକଜିକ୍ୟୁଟିଭଙ୍କ ରାଉଣ୍ଡଟେବୁଲରେ ଅଧ୍ୟକ୍ଷତା କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ଗଭର୍ଣ୍ଣିଂ ବଡିର ପ୍ରଥମ ବୈଠକ ଅନୁଷ୍ଠିତ
September 10th, 04:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଆଜି ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନର ଗଭର୍ଣ୍ଣିଂ ବୋର୍ଡର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏବଂ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମର ପୁନର୍ବିନ୍ୟାସ ଉପରେ ଆଲୋଚନା କରାଯାଇଥିଲା।୨୦୨୩ ବ୍ୟାଚ୍ ର ଆଇଏଫ୍ଏସ୍ ଅଫିସର ପ୍ରଶିକ୍ଷାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ
August 29th, 06:35 pm
୨୦୨୩ ବ୍ୟାଚ୍ ଅଫ୍ ଇଣ୍ଡିଆନ୍ ଫରେନ୍ ସର୍ଭିସ୍ (ଆଇଏଫ୍ଏସ୍)ର ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନ, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ୨୦୨୩ ବ୍ୟାଚରେ ୧୫ଟି ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୩୬ ଜଣ ଆଇଏଫ୍ଏସ୍ ଅଫିସର ପ୍ରଶିକ୍ଷାର୍ଥୀ ଅଛନ୍ତି।Prime Minister meets former Prime Minister Shri HD Devegowda
July 25th, 08:41 pm
The Prime Minister, Shri Narendra Modi met with former Prime Minister Shri HD Devegowda at 7, Lok Kalyan Marg in New Delhi.PM reviews preparedness for cyclone “Remal”
May 26th, 09:20 pm
Prime Minister Shri Narendra Modi chaired a meeting to review the preparedness for cyclone “Remal” over North Bay of Bengal at his residence at 7, Lok Kalyan Marg earlier today.ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ
January 23rd, 06:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ନିଜ ଆବାସ, ୭ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍ଆର୍ବିପି) ପୁରସ୍କାର ବିଜେତାଙ୍କ ସହ କଥା ହୋଇଛନ୍ତି ।ଏକ କୋଟି ଘର ଛାତ ଉପରେ ସୌର ଶକ୍ତି ବ୍ୟବହାର ଲକ୍ଷ୍ୟ ନେଇ "ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା"ର ଶୁଭାରମ୍ଭ କରିବାକୁ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ
January 22nd, 07:42 pm
ସୂର୍ଯ୍ୟବଂଶୀ ଭଗବାନ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଅବସରରେ ଅଯୋଧ୍ୟା ଗସ୍ତ ପରେ ପ୍ରଧାନମନ୍ତ୍ରୀ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ୧ କୋଟି ଘରେ ଛାତ ଉପରେ ସୌର ଶକ୍ତି ଲଗାଇବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାର ଶୁଭାରମ୍ଭ କରିବା ପାଇଁ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ।ଜାମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀ ମାନଙ୍କର ଏକ ପ୍ରତିନିଧି ଦଳ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
December 24th, 07:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଜାମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀ ମାନଙ୍କର ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି । ଏହି ଅନୌପଚାରିକ ଆଲୋଚନାରେ ଜାମ୍ମୁ ଏବଂ କାଶ୍ମୀରର ସମସ୍ତ ଜିଲ୍ଲାରୁ ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ରାଷ୍ଟ୍ରପତି ବାଇଡେନଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 08th, 09:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋଶେଫ୍ ଆର. ବାଇଡେନଙ୍କୁ ନୂଆଦିଲ୍ଲୀ ଠାରେ (ସେପ୍ଟେମ୍ବର ୦୯ ଓ ୧୦, ୨୦୨୩) ଦିନ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ପଦରେ ଆସୀନ ହେବା ପରେ ଶ୍ରୀ ବାଇଡେନ ପ୍ରଥମ ଥର ନିମନ୍ତେ ଭାରତ ପରିଦର୍ଶନରେ ଆସିଛନ୍ତି। ସେ ନୂଆଦିଲ୍ଲୀ ଠାରେ ୦୯-୦୯-୨୦୨୩ ଦିନ ହେବାକୁ ଥିବା ଜି-୨୦ ଶିଖର ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଆସିଛନ୍ତି।ଶିକ୍ଷକ ଦିବସରେ ଶିକ୍ଷାବିତମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା
September 05th, 09:51 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶିକ୍ଷକ ଦିବସ ଅବସରରେ ଶିକ୍ଷକମାନଙ୍କ ପ୍ରଶଂସା କରିଛନ୍ତି ଯେଉଁମାନେ ସ୍ୱପ୍ନକୁ ପ୍ରେରଣା ଦେବା ସହ ଜିଜ୍ଞାସାକୁ ଉତ୍ସାହିତ କରି ଭବିଷ୍ୟତ ଗଠନ କରନ୍ତି ।ଶିକ୍ଷକ ଦିବସରେ ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ
September 05th, 09:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକ ଦିବସରେ ଶିକ୍ଷକମାନଙ୍କୁ ଆମ ଭବିଷ୍ୟତ ନିର୍ମାଣ ଏବଂ ପ୍ରେରଣାଦାୟକ ସ୍ୱପ୍ନ ଦେଖାଇବାରେ ସେମାନଙ୍କ ଅବିରତ ଉଦ୍ୟମ ଏବଂ ମହାନ୍ କାର୍ଯ୍ୟ ଲାଗି ଅଭିବାଦନ ଜଣାଇଛନ୍ତି ।ଶିକ୍ଷକ ଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ର ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
September 04th, 10:33 pm
ଶିକ୍ଷକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ୭, ଲୋକକଲ୍ୟାଣ ମାର୍ଗଠାରେ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ର ବିଜେତାମାନଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ୭୫ ଜଣ ପୁରସ୍କାର ବିଜେତା ଅଂଶଗ୍ରହଣ କରିଥିଲେ।ପିଲାମାନଙ୍କ ସହ ରକ୍ଷାବନ୍ଧନ ପାଳନ କଲେ ପ୍ରଧାନମନ୍ତ୍ରୀ
August 30th, 04:39 pm
ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ରାଖୀ ବାନ୍ଧି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପିଲାମାନେ ଚନ୍ଦ୍ରଯାନ-୩ ମିଶନର ସାମ୍ପ୍ରତିକ ସଫଳତା ଉପରେ ସେମାନଙ୍କର ସକାରାତ୍ମକ ଭାବନା ସେୟାର କରିଥିଲେ ଏବଂ ଆଗାମୀ ଆଦିତ୍ୟ ଏଲ୍ -୧ ମିଶନ କୁ ନେଇ ଉତ୍ସାହ ପ୍ରକାଶ କରିଥିଲେ ।ଭାରତୀୟ ବିଦେଶ ସେବାରେ 2022 ବ୍ୟାଚର ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି
July 25th, 07:56 pm
ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ତାଙ୍କ ସହିତ ସରକାରୀ ସେବାରେ ସାମିଲ୍ ହେବା ପରେ ଏ ପର୍ଯ୍ୟନ୍ତର ତାଙ୍କ ଅଭିଜ୍ଞତା ବିଷୟରେ ସୂଚନା ପ୍ରାପ୍ତ କରିଛନ୍ତି। ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ନିଜର ପ୍ରଶିକ୍ଷଣ ସମୟରେ ଗ୍ରାମକୁ ଯାତ୍ରା, ଭାରତ ଦର୍ଶନ ଏବଂ ସଶସ୍ତ୍ର ବଳ ସହିତ ସମ୍ପର୍କ ତଥା ଅନ୍ୟ ଶିକ୍ଷା ପ୍ରଦାନ କରାଯାଇଥିବା ବିଷୟକୁ ଆଦାନ ପ୍ରଦାନ କରିଛନ୍ତି। ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଜଳ ଜୀବନ ମିଶନ୍ ଏବଂ ପିଏମ୍ ଆବାସ ଯୋଜନା ପରି ସରକାରଙ୍କ ଅନେକ କଲ୍ୟାରକାରୀ ଯୋଜନାର ପରିବର୍ତ୍ତନକାରୀ ପ୍ରଭାବ ବିଷୟରେ ମଧ୍ୟ କହିଛନ୍ତି, ଯାହାର ପ୍ରଭାବକୁ ସେମାନେ ପ୍ରତ୍ୟକ୍ଷ ଭାବରେ ଦେଖିଛନ୍ତି।PM interacts with delegation of community leaders of various tribes of Arunachal Pradesh
May 16th, 05:51 pm
PM Modi interacted with community leaders of various tribes of Arunachal Pradesh. PM expressed his happiness and enquired about their experience of their recent visit to Gujarat. PM also discussed the historical and cultural ties between both states.ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
January 24th, 09:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (ପିଏମଆରବିପି) ବିଜେତାମାନଙ୍କୁ ପ୍ରଶଂସା କରିଛନ୍ତି । ଭାରତ ସରକାର ନବାଚାର, ସମାଜସେବା, ଶିକ୍ଷା, କ୍ରୀଡା, କଳା ଓ ସଂସ୍କୃତି ଏବଂ ସାହସିକତା ଭଳି ଛଅଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଥାନ୍ତି । ଚଳିତ ବର୍ଷ ବାଲ ଶକ୍ତି ପୁରସ୍କାରର ବିଭିନ୍ନ ବର୍ଗ ଅନ୍ତର୍ଗତ ସାରା ଦେଶରୁ ୧୧ ଛାତ୍ରଛାତ୍ରୀଙ୍କୁ ପିଏମଆରବିପି- ୨୦୨୩ ପାଇଁ ଚୟନ କରାଯାଇଥିଲା । ଏହି ବିଜେତାମାନଙ୍କ ମଧ୍ୟରେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬ ପୁଅ ଓ ୫ ଝିଅ ସାମିଲ ଅଛନ୍ତି ।ପ୍ରଧାନମନ୍ତ୍ରୀ ମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
January 24th, 07:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍ଆରବିପି) ବିଜେତାଙ୍କ ସହ ସହ ଆଲୋଚନା କରିଥିଲେ ।ପରାକ୍ରମ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ସଂସଦରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସମ୍ମାନିତ କରିବା ପାଇଁ ଉଦ୍ଦିଷ୍ଟ ସମାରୋହରେ ଅଂଶଗ୍ରହଣ ଲାଗି ‘ନିଜ ନେତାଙ୍କୁ ଜାଣନ୍ତୁ କାର୍ଯ୍ୟକ୍ରମ’ ଦ୍ୱାରା ମନୋନୀତ ଯୁବପିଢ଼ିଙ୍କ ସହ ୭, ଲୋକ କଲ୍ୟାଣ ମାର୍ଗରେ ମତବିନିମୟ କଲେ
January 23rd, 08:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ସେଣ୍ଟ୍ରାଲ ହଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ମାନ ସମାରୋହରେ ଭାଗନେବା ପାଇଁ ‘ନିଜ ନେତାଙ୍କୁ ଜାଣନ୍ତୁ’ କାର୍ଯ୍ୟକ୍ରମ ଦ୍ୱାରା ମନୋନୀତ ହୋଇଥିବା ଯୁବ ବର୍ଗର ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏହି ଆଲୋଚନା ତାଙ୍କ ବାସଭବନ ୭, ଲୋକ କଲ୍ୟାଣ ମାର୍ଗରେ ହୋଇଥିଲା ।ଶିଖ୍ ପ୍ରତିନିଧି ଦଳକୁ ନିଜ ବାସଗୃହରେ ଭେଟିଲେ ପ୍ରଧାନମନ୍ତ୍ରୀ
September 19th, 03:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯.୯.୨୦୨୨)ତାଙ୍କର ବାସସ୍ଥାନ ୭, ଲୋକକଲ୍ୟାଣ ମାର୍ଗଠାରେ ଶିଖ୍ ପ୍ରତିନିଧିଦଳକୁ ସାକ୍ଷାତ କରିଛନ୍ତି ।