କୋଭିଡ-୧୯ ସ୍ଥିତି ସମ୍ପର୍କରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ବିଷୟବସ୍ତୁ
July 16th, 12:07 pm
କରୋନା ବିରୋଧରେ ଦେଶର ଲଢେଇରେ ଅନେକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆପଣମାନେ ସମସ୍ତେ ନିଜ ନିଜର ମତ ରଖିଛନ୍ତି । ଏବେ ଦୁଇ ଦିନ ପୂର୍ବରୁ ମୁଁ ଉତର ପୂର୍ବର ସମସ୍ତ ସମ୍ମାନିତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହି ବିଷୟରେ ଆଲୋଚନା କରିବାର ସୁଯୋଗ ପାଇଥିଲି । କାରଣ ଯେଉଁଠି ଯେଉଁଠି ଚିନ୍ତାଜନକ ସ୍ଥିତି ରହିଛି ସେହି ସବୁ ରାଜ୍ୟ ସହିତ ମୁଁ ବିଶେଷ ଭାବରେ କଥାବାର୍ତା କରୁଛି ।କୋଭିଡ୍ ପରିସ୍ଥିତିକୁ ନେଇ ଓଡ଼ିଶା ସମେତ 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
July 16th, 12:06 pm
କୋଭିଡ୍ ଜନିତ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । କୋଭିଡ ମୁକାବିଲା ନିମନ୍ତେ ଯଥାସମ୍ଭବ ସହାୟତା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନେ ଟିକାକରଣର ଅଗ୍ରଗତି ଏବଂ ସେମାନଙ୍କ ରାଜ୍ୟରେ ଭୂତାଣୁ ସଂକ୍ରମଣ ହ୍ରାସ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଟିକାକରଣ ରଣନୀତି ସମ୍ପର୍କରେ ମଧ୍ୟ ସେମାନେ ନିଜ ନିଜ ମତାମତ ଦେଇଥିଲେ ।କୋଭିଡ-୧୯ ସ୍ଥିତି ନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
April 20th, 08:49 pm
କରୋନା ବିରୋଧରେ ଦେଶ ଆଜି ପୁଣି ବହୁତ ବଡ ଲଢେଇ ଲଢୁଛି । କିଛି ସପ୍ତାହ ପୂର୍ବରୁ ସ୍ଥିତି ନିୟନ୍ତ୍ରଣାଧିନ ଥିଲା ଆଉ ପୁଣି କରୋନାର ଏହି ଦ୍ୱିତୀୟ ଲହର ଝଡ଼ ଭଳି ଆସିଗଲା। ଯେଉଁ କଷ୍ଟ ଆପଣମାନେ ସହିଛନ୍ତି, ଯେଉଁ କଷ୍ଟ ଆପଣମାନେ ସହୁଛନ୍ତି, ତାହା ମୁଁ ସଂମ୍ପୂର୍ଣ୍ଣ ଭାବେ ଅନୁଭବ କରିପାରୁଛି। ଯେଉଁ ଲୋକମାନେ ବିଗତ ଦିନରେ ନିଜର ସମ୍ପର୍କୀୟଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ଦେଶବାସୀଙ୍କ ତରଫରୁ ମୁଁ ସମବେଦନା ଜଣାଉଛି। ପରିବାରର ଜଣେ ସଦସ୍ୟ ଭାବେ, ମୁଁ ଆପଣଙ୍କ ଦୁଃଖରେ ସାମିଲ ହୋଇଛି। ଆହ୍ୱାନ ହେଉଛି ବହୁତ ବଡ଼, କିନ୍ତୁ ଆମେ ସମସ୍ତେ ମିଳିମିଶି ନିଜର ସଂକଳ୍ପ, ନିଜର ସାହସ ଏବଂ ପ୍ରସ୍ତୁତି ସହିତ ଏହାକୁ ଅତିକ୍ରମ କରି ପାରିବା।କୋଭିଡ-୧୯ ସ୍ଥିତି ପ୍ରସଙ୍ଗରେ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
April 20th, 08:46 pm
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ସ୍ଥିତି ପ୍ରସଙ୍ଗରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି । ନିକଟରେ ମହାମାରୀ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏଭଳି ଦୁଃସମୟରେ ଜଣେ ପରିବାର ସଦସ୍ୟ ଭାବେ ମୁଁ ଆପଣମାନଙ୍କ ସହ ଅଛି । ଆମ ପାଇଁ ଆହ୍ୱାନ ବେଶ ବଡ଼ ରହିଛି, ଆମକୁ ଦୃଢ଼ ମନୋବଳ ସହ ମିଳିତ ଭାବେ ଏଥିରୁ ମୁକୁଳିବାର ଅଛି ।’ କରୋନା ବିରୋଧୀ ଲଢ଼େଇରେ ଅବଦାନ ପାଇଁ ସେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପାରାମେଡିକାଲ କର୍ମଚାରୀ, ପରିମଳ କର୍ମଚାରୀ, ଆମ୍ବୁଲାନ୍ସ ଚାଳକ, ସୁରକ୍ଷା ବଳ ଏବଂ ପୁଲିସ ବଳକୁ ପ୍ରଶଂସା କରିଛନ୍ତି ।ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍”ର ଓଡ଼ିଆ ଭାଷାନ୍ତର
March 28th, 11:30 am
ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ମନ୍ କି ବାତ୍”ର ଓଡ଼ିଆ ଭାଷାନ୍ତରପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
January 25th, 12:08 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁମାନଙ୍କ ସହ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଳାପ ଆଳୋଚନା କରିଛନ୍ତି । ଏହି ଆଲୋଚନାରେ ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତିଯୁବିନ୍ ଇରାନୀ ମଧ୍ୟ ଅଂଶଗ୍ରହଣ କରିଥିଲେ ।ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁଙ୍କସହ ପ୍ରଧାନମନ୍ତ୍ରୀଙ୍କ ଆଳାପ
January 25th, 12:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁମାନଙ୍କ ସହ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଳାପ ଆଳୋଚନା କରିଛନ୍ତି । ଏହି ଆଲୋଚନାରେ ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତିଯୁବିନ୍ ଇରାନୀ ମଧ୍ୟ ଅଂଶଗ୍ରହଣ କରିଥିଲେ ।ଦେଶବ୍ୟାପୀ କୋଭିଡ୍-୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 16th, 10:31 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ କୋଭିଡ-19 ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦେଶର କୋଣଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ । ଏହାର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର 3006ରୁ ଊର୍ଦ୍ଧ୍ୱ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ ।ଦେଶବ୍ୟାପୀ କୋଭିଡ-19 ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
January 16th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ କୋଭିଡ-19 ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦେଶର କୋଣଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ । ଏହାର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର 3006ରୁ ଊର୍ଦ୍ଧ୍ୱ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ ।2020 ନଭେମ୍ବର 17ରେ ତୃତୀୟ ବାର୍ଷିକ ବ୍ଲୁମ୍ବର୍ଗ ନୂତନ ଆର୍ଥିକ ମଞ୍ଚରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ଣ୍ଣାଙ୍ଗ ଭାଷଣ
November 17th, 06:42 pm
ମାଇକେଲ ଏବଂ ତାଙ୍କ ବ୍ଲୁମ୍ବର୍ଗ ଫିଲାନଥ୍ରୋପିଜ (ଲୋକହିତୈଷୀ ସଂସ୍ଥା) ଦ୍ୱାରା ଅନୁଷ୍ଠିତ ହେଉଥିବା ଏଭଳି ଏକ ମହାନ କାର୍ଯ୍ୟକୁ ପ୍ରଶଂସା କରି ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି । ଏହି ଟିମ୍ଦ୍ୱାରା ଭାରତର ସ୍ମାର୍ଟସିଟି ମିଶନର ଡିଜାଇନ ପ୍ରସ୍ତୁତି ଅତ୍ୟନ୍ତ ସୁନ୍ଦର ହୋଇଛି ।ନିବେଶକଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା, ଭାରତର ସହରାଞ୍ଚଳ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଉତ୍ତମ ସୁଯୋଗ ରହିଛି
November 17th, 06:41 pm
ଭାରତରେ ସହରାଞ୍ଚଳର ରୂପରେଖ ବଦଳାଇବା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସେ ଫୋରମ୍କୁ ସୂଚନା ଦେଇଥିଲେ । ଭାରତରେ କାର୍ଯ୍ୟକାରୀ ହେଉଥିବା ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ସୁଲଭ ଆବାସ ଯୋଜନା, ରିୟଲ ଇଷ୍ଟେଟ ନିୟନ୍ତ୍ରଣ ଆଇନ ଏବଂ 27ଟି ନଗରୀର ମେଟ୍ରୋ ରେଳ ସଂପର୍କରେ ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘2022 ସୁଦ୍ଧା ପାଖାପାଖି 1000 କିମି ମେଟ୍ରୋରେଳ ଟ୍ରାକ ଭାରତରେ ବିଛାଇବାକୁ ଥିବା ଆମର ଲକ୍ଷ୍ୟ ଅନୁସାରେ କାମ ଆଗେଇ ଚାଲିଛୁ ଏବଂ ଏଥିରେ ଆମେ ସଫଳ ହେବୁ ।’ଉତ୍ତର ପ୍ରଦେଶର ପିଏମ ସ୍ୱନିଧି ଯୋଜନା ହିତାଧିକାରୀମାନଙ୍କ ସହିତ ଭାବବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 27th, 10:35 am
ପୂର୍ବରୁ ଚାକିରି ପେସାରେ ଥିବା ଲୋକମାନଙ୍କୁ ମଧ୍ୟ ଋଣ ନେବା ପାଇଁ ବ୍ୟାଙ୍କ ଦ୍ୱାରକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଥିଲା। ଗରିବ ଜନତା, ଉଠାଦୋକାନୀ ବ୍ୟାଙ୍କ ଭିତରକୁ ଯିବା ଲାଗି ସାହସ ମଧ୍ୟ କରିପାରୁନଥିଲେ । କିନ୍ତୁ ଆଜି ବ୍ୟାଙ୍କଗୁଡ଼ିକ ନିଜ ଆଡ଼ୁ ପଦକ୍ଷେପ ନେଉଛନ୍ତି । ବିନାକୌଣସି ଧାଁ ଧପଡ଼ରେ ନିଜ କାମ ଆରମ୍ଭ କରିବା ଲାଗି ଋଣ ମିଳୁଛି । ଆପଣମାନଙ୍କ ମୁଖମଣ୍ଡଳରେ ଖୁସି ଦେଖି ମୁଁ ମଧ୍ୟ ଅତ୍ୟନ୍ତ ସନ୍ତୋଷ ଅନୁଭବ କରୁଛି । ଆପଣମାନଙ୍କୁ ଆପଣଙ୍କ କାମ ପାଇଁ, ଆତ୍ମନିର୍ଭର ହୋଇ ଆଗକୁ ବଢ଼ିବା ଲାଗି, ଉତ୍ତର ପ୍ରଦେଶ ଏବଂ ଦେଶକୁ ଆଗକୁ ନେବା ଲାଗି ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି ।PM Modi interacts with beneficiaries of PM SVANidhi Scheme from Uttar Pradesh
October 27th, 10:34 am
PM Narendra Modi interacted with beneficiaries of PM SVANIDHI Yojana from Uttar Pradesh through video conferencing. The Prime Minister said for the first time since independence street vendors are getting unsecured affordable loans. He said the maximum applications of urban street vendors have come from UP.ମନର କଥା 2.0 (ସପ୍ତଦଶ ଅଧ୍ୟାୟ)
October 25th, 11:00 am
ବନ୍ଧୁଗଣ, ଆମେ ଯେତେବେଳେ ପର୍ବପର୍ବାଣୀ କଥା କହୁଁ, ସେଗୁଡ଼ିକ ପାଇଁ ପ୍ରସ୍ତୁତି କରୁଁ, ସେତେବେଳେ ପ୍ରଥମେ ମନରେ ପ୍ରଶ୍ନ ଆସେ ବଜାରକୁ କେବେ ଯିବା? କ’ଣ କ’ଣ ସବୁ କିଣିବା? ବିଶେଷକରି ପିଲାମାନଙ୍କ ମଧ୍ୟରେ ଏସବୁକୁ ନେଇ ବିଶେଷ ଉତ୍ସାହ ରହିଥାଏ । ଏଥର ପର୍ବପର୍ବାଣୀରେ ନୂଆ କ’ଣ ମିଳିବ? ପର୍ବପର୍ବାଣୀର ଏହି ଉତ୍ସାହ ଓ ବଜାରର ଆକର୍ଷଣ ପରସ୍ପର ସହିତ ଜଡ଼ିତ । କିନ୍ତୁ ଏଥର ବଜାରକୁ ଯିବାବେଳେ ଆପଣମାନେ ‘ଭୋକାଲ ଫର ଲୋକାଲ’ର ନିଜର ସଂକଳ୍ପ ନିଶ୍ଚୟ ମନେରଖିବେ । ବଜାରରୁ ଜିନିଷ କିଣିବା ସମୟରେ ଆମକୁ ସ୍ଥାନୀୟ ସାମଗ୍ରୀଗୁଡ଼ିକୁ ଅଗ୍ରାଧିକାର ଦେବାକୁ ହେବ ।କୃଷି କ୍ଷେତ୍ର, ଆମର କୃଷକ, ଆମର ଗ୍ରାମଗୁଡ଼ିକ ହେଉଛି ଆତ୍ମନିର୍ଭର ଭାରତର ମୂଳଦୁଆ: ମନ କି ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
September 27th, 11:00 am
କାହାଣୀ, ଲୋକଙ୍କ ଭିତରେ ଥିବା ସୃଜନଶୀଳ ଏବଂ ସମ୍ବେଦନଶୀଳ ବିଭବକୁ ସାମନାକୁ ଆଣେ, ଏହାର ପରିସ୍ଫୁଟନ କରାଏ । କାହାଣୀର ଶକ୍ତିକୁ ଅନୁଭବ କରିବାକୁ ହେଲେ ଜଣେ ମାଆ ତାର ଛୁଆକୁ ଶୁଆଇବା ପାଇଁ ବା ଖୁଆଇବା ପାଇଁ କାହାଣୀ ଶୁଣାଉଥିବା ସମୟରେ ଲକ୍ଷ୍ୟ କରନ୍ତୁ । ମୁଁ ନିଜ ଜୀବନର ଏକ ସୁଦୀର୍ଘ ସମୟ ଜଣେ ପରିବ୍ରାଜକ ଭାବରେ ଅତିବାହିତ କରିଛି । ବୁଲିବା ହିଁ ଥିଲା ମୋର ଜୀବନ । ପ୍ରତ୍ୟେକ ଦିନ ଗୋଟିଏ ନୂଆ ଗାଁ, ନୂଆ ଲୋକ, ନୂଆ ପରିବାର, କିନ୍ତୁ ମୁଁ ଯେତେବେଳେ ଲୋକଙ୍କ ଘରକୁ ଯାଉଥିଲି, ସେତେବେଳେ ତାଙ୍କ ପରିବାରର ଛୋଟ ଛୋଟ ପିଲାମାନଙ୍କ ସହିତ ନିଶ୍ଚୟ କଥା ହେଉଥିଲି । ବେଳେବେଳେ ସେମାନଙ୍କୁ କହୁଥିଲି – ଚାଲ, ଆଜି ମୋତେ ଗୋଟିଏ ଗପ ଶୁଣାଅ । କିନ୍ତୁ ମୋତେ ସେତେବେଳେ ଆଶ୍ଚର୍ଯ୍ୟ ଲାଗୁଥିଲା, ଯେତେବେଳେ ପିଲାଏ କହୁଥିଲେ, – ନା ଅଙ୍କଲ୍, କାହାଣୀ ନୁହେଁ, ଆମେ ଆପଣଙ୍କୁ ହସକଥା ଶୁଣେଇବୁ । ଆଉ, ମୋତେ ବି ସେମାନେ ହସକଥା ଶୁଣେଇବାକୁ ଅନୁରୋଧ କରୁଥିଲେ । ଏହାର ଅର୍ଥ – କାହାଣୀ ସହିତ ସେମାନଙ୍କର କୌଣସି ପରିଚୟ ନ ଥିଲା । ପ୍ରାୟତଃ, ସେମାନଙ୍କର ଜୀବନ ହସକଥା ଭିତରେ ହିଁ ସୀମିତ ହୋଇଯାଇଥିଲା ।ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଫିଟ୍ ଇଣ୍ଡିଆ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 24th, 12:01 pm
ଆଜି ଦେଶକୁ ପ୍ରେରଣା ଦେବାଭଳି ଏଭଳି ସାତଜଣ ମହାନୁଭବଙ୍କୁ ମୁଁ ବିଶେଷ ଭାବେ ଆଭାର ବ୍ୟକ୍ତ କରୁଛି , କାରଣ ସେମାନେ ନିଜ ନିଜର କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ସମୟ ବାହାର କରିଛନ୍ତି ଏବଂ ସେମାନଙ୍କର ନିଜର ଅନୁଭବ ସଂପର୍କର ସମସ୍ତଙ୍କୁ ଅବଗତ କରାଇଛନ୍ତି । ଆପଣମାନେ ନିଜ ନିଜର ଫିଟନେସ ସଂପର୍କରେ ଯେଉଁ ଅନୁଭବମାନ ଆମମାନଙ୍କୁ ବାଣ୍ଟିଛନ୍ତି ତାହା ନିଶ୍ଚିତ ଭାବେ ଦେଶର ପ୍ରତ୍ୟେକ ପିଢ଼ିଙ୍କ ସକାଶେ ବେଶ୍ ଉପକାରୀ ହୋଇପାରିବ ବୋଲି ମୁଁ ଅନୁଭବ କରେ । ଆଜିର ଏହି ଆଲୋଚନା ପ୍ରତ୍ୟେକ ବର୍ଗଙ୍କ ପାଇଁ ଏବଂ ଭିନ୍ନ ଭିନ୍ନ ରୁଚି ରଖୁଥିବା ଲୋକମାନଙ୍କ ସକାଶେ ଢ଼େର୍ ଉପଯୋଗୀ ହୋଇପାରିବ । ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।ବୟସ ଉପଯୋଗୀ ଫିଟ୍ନେସ ପ୍ରୋଟକଲ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
September 24th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର ପ୍ରଥମ ବର୍ଷ ପୂତ୍ତି ଅବସରରେ ଏକ ଭର୍ଚୁଆଲ ସମ୍ମିଳନୀରେ ବୟସ ଉପଯୋଗୀ ଫିଟ୍ନେସ ପ୍ରୋଟକଲ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ କ୍ରୀଡାବିତ୍, ଫିଟ୍ନେସ ବିଶେଷଜ୍ଞ ଏବଂ ଅନ୍ୟମାନଙ୍କ ସହ ଫିଟ୍ ଇଣ୍ଡିଆ ଡାଇଲଗ୍ କାର୍ଯ୍ୟକ୍ରମରେ ମତ ବିନିମୟ କରିଛନ୍ତି । ଏହି ଫିଟ୍ ଇଣ୍ଡିଆ ଡାଇଲଗ୍ କାର୍ଯ୍ୟକ୍ରମ ଭର୍ଚୁଆଲ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା ଏବଂ ଏଥିରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିବିଶେଷ ଅଣଆନୁଷ୍ଠାନିକଭାବେ ନିଜର ଅଭିଜ୍ଞତା ଓ ଫିଟ୍ନେସ ମନ୍ତ୍ର ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି କାର୍ଯ୍ୟକ୍ରମ ଅଣଆନୁଷ୍ଠାନିକ ଢଙ୍ଗରେ ଆୟୋଜିତ ହୋଇଥିଲା ।କୋଭିଡର ଅଧିକ ପ୍ରଭାବ ଥିବା ସାତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
September 23rd, 07:35 pm
ଏହା ଏକ ସଂକେତ ଅଟେ ଯେ ଆଜି ଯେତେବେଳେ ଆମେ କରୋନା ସଙ୍କଟ ବିଷୟରେ କହୁଛୁ, ଦେଶର ସ୍ୱାସ୍ଥ୍ୟ ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ।କୋଭିଡ-19 ସ୍ଥିତି ଓ ପଦକ୍ଷେପ ବାବଦରେ 7 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
September 23rd, 07:30 pm
ଏହି ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଦ୍ୱିତୀୟ ବାର୍ଷିକୀ ଦିବସ ଉପରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ କି ଏହି ଦୁଇ ବର୍ଷ ମଧ୍ୟରେ 1.25 କୋଟିରୁ ଅଧିକ ଗରିବ ରୋଗୀ ଏହି ଯୋଜନା ଦ୍ୱାରା ମାଗଣାରେ ଚିକିତ୍ସା ସୁବିଧା ପାଇଛନ୍ତି । ଗରିବ ଲୋକଙ୍କ ଚିକିତ୍ସାରେ ନିରନ୍ତର ଭାବେ ନିୟୋଜିତ ଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେ ପ୍ରଶଂସା କରିଥିଲେ ।Govt is able to provide free food grains to the poor and the needy due to our farmers & taxpayers: PM
June 30th, 04:01 pm
In his address to the nation, Prime Minister Modi announced that the Pradhan Mantri Garib Kalyan Anna Yojana will now be extended till the end of November. The biggest benefit of this will be to those poor people and especially the migrant workers. The PM also thanked the hardworking farmers and the honest taxpayers, because of whom the government was being able to provide free food grains to the poor.