୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ୨୬ ଜୁଲାଇରେ କାର୍ଗିଲ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ
July 25th, 10:28 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ୨୬ ଜୁଲାଇ ୨୦୨୪ ରେ ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ସକାଳ ପ୍ରାୟ ୯:୨୦ ସମୟରେ କାର୍ଗିଲ ଯୁଦ୍ଧ ମେମୋରିଆଲ୍ ପରିଦର୍ଶନ କରିବେ ଏବଂ ନିଜର କର୍ତ୍ତବ୍ୟର ପାଳନ କରିବା ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ସିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପର ପ୍ରଥମ ବିସ୍ଫୋରଣ କରିବେ ।କେଭିଆଇସି ଦ୍ୱାରା ପ୍ରସ୍ତୁତ ବିଶ୍ୱର ସର୍ବ ବୃହତ ଖଦି ଜାତୀୟ ପତାକାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଉତ୍ସବ ସମୟରେ ଖଦି ଏବଂ ହସ୍ତତନ୍ତ ସାମଗ୍ରୀ ପାଇଁ ଆହ୍ୱାନ
October 03rd, 06:05 pm
ମହାତ୍ମା ଗାନ୍ଧୀଙ୍କ ସମ୍ମାନାର୍ଥେ ଲଦାଖର ଲେହ ଠାରେ ବିଶ୍ୱର ସର୍ବବୃହତ ଖଦି ଜାତୀୟ ପତାକା (୨୨୫ ଫୁଟ ଉଚ୍ଚତା ଏବଂ ୧୫୦ ଫୁଟ ଚଉଡା) ପ୍ରଦର୍ଶୀତ କରିବାରେ ଖଦି ଗ୍ରାମ୍ୟ ଶିଳ୍ପ ଆୟୋଗର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।ହିମାଚଳ ପ୍ରଦେଶର ରୋହତଙ୍ଗଠାରେ ଅଟଳ ସୁଡ଼ଙ୍ଗର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 03rd, 11:08 am
ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମାନ ରାଜନାଥ ସିଂ, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ତଥା ହିମାଚଳ ପ୍ରଦେଶର ଯୁବକ ଅନୁରାଗ ଠାକୁର, ହିମାଚଳ ସରକାରଙ୍କ ମନ୍ତ୍ରୀଗଣ, ଅନ୍ୟ ଜନପ୍ରତିନିଧିଗଣ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ, ସେନା ମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ସୀମା ସଡ଼କ ସଂଗଠନ ସହ ଜଡ଼ିତ ସମସ୍ତ ସାଥୀ ଏବଂ ହିମାଚଳ ପ୍ରଦେଶର ମୋର ଭାଇ ଓ ଭଉଣୀମାନେ। ଆଜି ଏକ ଐତିହାସିକ ଦିବସ। ଆଜି କେବଳ ଅଟଳ ଜୀଙ୍କ ସ୍ୱପ୍ନ ପୂରଣ ହୋଇନାହିଁ, ଆଜି ହିମାଚଳ ପ୍ରଦେଶର କୋଟି କୋଟି ଲୋକମାନଙ୍କର ବହୁ ଦଶନ୍ଧି ପୁରୁଣା ପ୍ରତୀକ୍ଷାର ଅନ୍ତ ଘଟିଛି।ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଅଟଳ ଟନେଲ ଲୋକାର୍ପିତ
October 03rd, 11:07 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵର ଦୀର୍ଘତମ ରାଜପଥ ସୁଡଙ୍ଗ ଅଟଳ ଟନେଲକୁ ଆଜି (03.10.2020) ମନାଲିର ସାଉଥ ପୋଟାଲରେ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି 9.2 କିଲୋମିଟର ଦୀର୍ଘ ସୁଡଙ୍ଗ ପଥ ମନାଲି ଓ ଲାହୋଲ-ସ୍ପିତି ଉପତ୍ୟକାକୁ ବର୍ଷ ସାରା ସଂଯୋଗ କରିବ । ପ୍ରବଳ ତୁଷାରପାତ ଯୋଗୁଁ ଏହି ଉପତ୍ୟକା ବର୍ଷକରେ ପ୍ରାୟ 6 ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଥିଲା । ହିମାଳୟର ପୀର ପଞ୍ଜାଲ ପର୍ବତମାଳାର ସମୁଦ୍ର ପତନଠାରୁ 10 ହଜାର ଫୁଟ ଉଚ୍ଚତାରେ ଏହି ଅତ୍ୟାଧୁନିକ ସୁଡଙ୍ଗ ପଥ ନିର୍ମାଣ କରାଯାଇଛି । ଏହି ସୁଡଙ୍ଗ ନିର୍ମାଣ ଫଳରେ ମନାଲିରୁ ଲେହ ମଧ୍ୟରେ ଦୂରତା 46 କିଲୋମିଟର ହ୍ରାସ ପାଇବା ସହ ଯାତ୍ରା ସମୟ 4 ରୁ 5 ଘଣ୍ଟା ହ୍ରାସ ପାଇବ । ଏହି ସୁଡଙ୍ଗରେ ଅଗ୍ନି ନିର୍ବାପକ ନିୟନ୍ତ୍ରଣ ପଦ୍ଧତି ସହ ଭେଣ୍ଟିଲେସନ ଓ ଇଲେକ୍ଟ୍ରୋ ମେକାନିକାଲ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି ।74ତମ ସ୍ୱାଧୀନତା ଦିବସ ସମାରୋହ-ଅଗଷ୍ଟ 15, 2020 ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
August 15th, 02:49 pm
ଆଜି ଆମେ ସ୍ୱାଧୀନ ଭାରତରେ ଶାନ୍ତିରେ ନିଶ୍ୱାସ ନେଉଛୁ, ଏହା ପଛରେ ମା’ ଭାରତୀଙ୍କ ଲକ୍ଷ ଲକ୍ଷ ସନ୍ତାନଙ୍କ ତ୍ୟାଗ, ବଳିଦାନ ଓ ଦେଶକୁ ସ୍ୱାଧୀନ କରିବା ଲାଗି ସମର୍ପଣ ରହିଛି । ଆଜି ସେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଶହୀଦମାନଙ୍କୁ ପ୍ରଣାମ କରିବାର ପର୍ବ ।74ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
August 15th, 02:38 pm
ମୋର ପ୍ରିୟ ଦେଶବାସୀ, ଆଜିର ଏହି ଶୁଭ ଅବସରରେ ଆପଣମାନଙ୍କୁ ମୁଁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ।A new development journey for Jammu, Kashmir & Ladakh, says PM Modi from Red Fort
August 15th, 02:19 pm
Prime Minister Narendra Modi from the ramparts of Red Fort emphasised about building a development ecosystem in the country. He said that some parts of the county despite having people with huge potential have lagged behind in the development process and to address the same, the government is plugging those gaps.India celebrates 74th Independence Day
August 15th, 07:11 am
Prime Minister Narendra Modi addressed the nation on the occasion of 74th Independence Day. PM Modi said that 130 crore countrymen should pledge to become self-reliant. He said that it is not just a word but a mantra for 130 crore Indians. “Like every young adult in an Indian family is asked to be self-dependent, India as nation has embarked on the journey to be Aatmanirbhar”, said the PM.During Kargil War, Indian Army showed its might to the world: PM Modi during Mann Ki Baat
July 26th, 11:30 am
During Mann Ki Baat, PM Modi paid rich tributes to the martyrs of the Kargil War, spoke at length about India’s fight against the Coronavirus and shared several inspiring stories of self-reliant India. The Prime Minister also shared his conversation with youngsters who have performed well during the board exams this year.PM’s interaction with injured soldiers at Leh Hospital
July 03rd, 08:56 pm
During Ladakh visit, PM Modi met and interacted with Indian Army soldiers, who were injured in Galwan Valley. PM Modi applauded their courage and said that tales of their valour were being talked about across the world.PM Modi pays tribute to those martyred at Galwan Valley
July 03rd, 08:08 pm
During his visit to Ladakh today, Prime Minister Narendra Modi paid rich tributes to the 20 soldiers martyred in line of duty at Galwan Valley.Time for expansionism is over, this is the era of development: PM Modi
July 03rd, 02:37 pm
PM Narendra Modi visited Nimu, where he interacted with the valorous Jawans. PM Modi paid rich tributes to the martyred soldiers in the Galwan valley. The PM applauded the soldiers and said, Through display of your bravery, a clear message has gone to the world about India’s strength...Your courage is higher than the heights where you are posted today.PM visits Nimu in Ladakh to interact with Indian troops
July 03rd, 02:35 pm
PM Narendra Modi visited Nimu, where he interacted with the valorous Jawans. PM Modi paid rich tributes to the martyred soldiers in the Galwan valley. The PM applauded the soldiers and said, Through display of your bravery, a clear message has gone to the world about India’s strength...Your courage is higher than the heights where you are posted today.ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ଅନୁଷ୍ଠିତ ବିଡିସି ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
October 25th, 06:35 pm
ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ସମ୍ପନ୍ନ ବିଡିସି ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ବିଡିସି ନିର୍ବାଚନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ ସମ୍ପନ୍ନ ହୋଇଥିବାରୁ ସେ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ ।Glimpses from the Prime Minister's Jammu & Kashmir visit
February 05th, 06:47 pm
Here are a few pictures from the Prime Minister's recent visit to Jammu and Kashmir. PM Modi visited Leh, Srinagar and Jammu, where he attended various programmes.ଲେହ’ରେ ଉନ୍ନୟନ ପ୍ରକଳ୍ପସମୂହର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
February 03rd, 11:00 am
ଏଠାକୁ ଆସିବା ପୂର୍ବରୁ କିଏ ମୋତେ କହିଥିଲେ କି, ଲେହରେ ବହୁତ ଥଣ୍ଡା ପଡିଛି । ଶୂନ୍ୟଠାରୁ ମଧ୍ୟ ନିମ୍ନରେ ତାପମାତ୍ରା ଅଛି । ଏତେ ଥଣ୍ଡାରେ ଆପଣ ସମସ୍ତେ ଏଠାକୁ ଆସିଲେ, ବାସ୍ତବରେ ମୁଁ ଭାବ ବିହ୍ୱଳ ହୋଇପଡିଛି ଆଉ ସମସ୍ତଙ୍କୁ ପ୍ରଣାମ କରୁଛି । ବିମାନ ବନ୍ଦରରେ ଓହ୍ଲାଇବା ପରେ ବହୁତ ବଡ଼-ବୟସ୍କା ମାଆମାନେ ବିମାନ ବନ୍ଦର ବାହାରେ ଆଶୀର୍ବାଦ ଦେବାକୁ ଆସିଥିଲେ । ଏତେ ବିଯୁକ୍ତ ତାପମାତ୍ରାରେ ସେମାନେ ଖୋଲାରେ ଠିଆ ହୋଇଥିଲେ । ମୁଁ ମଧ୍ୟ କାରରୁ ଓହ୍ଲାଇ ସେମାନଙ୍କୁ ପ୍ରଣାମ କରିବାକୁ ତଳକୁ ପଳାଇ ଆସିଲି । ମନକୁ ଏତେ ଆନ୍ଦୋଳିତ କରିଦେଲା କି ଏତେ ଭଲପାଇବା, ଆଶୀର୍ବାଦ ଏହି ମାଆମାନଙ୍କର ସ୍ନେହ ଆଉ ତାହା ମଧ୍ୟ ଏହି ବିପରୀତ ପରିସ୍ଥିତିରେ ପ୍ରକୃତି ସାଥ ଦେଉ ନ ଥିଲେ ମଧ୍ୟ ଏକ ନୂତନ ଉର୍ଜା ମିଳୁଛି, ନୂତନ ଶକ୍ତି ମିଳୁଛି । ଆପଣମାନଙ୍କର ଏହି ନିଜରଭାବ, ଏହି ସ୍ନେହକୁ ଦେଖି ମୋତେ ଯେଉଁ ଟିକେ ଥଣ୍ଡା ମଧ୍ୟ ଲାଗୁଥିଲା । ଏବେ ତାହା ମଧ୍ୟ ଏତେ ଅନୁଭବ ହେଉ ନାହିଁ ।ପ୍ରଧାନମନ୍ତ୍ରୀଙ୍କ ଲେହ, ଲଦାଖ ଗସ୍ତ
February 03rd, 10:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଯାତ୍ରାର ପ୍ରଥମ ଚରଣରେ ଲେହ ଓ ଶ୍ରୀନଗର ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେହି କ୍ଷେତ୍ରର ବିକାଶ ନିମନ୍ତେ ନିର୍ମିତ ତଥା ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ଲେହରେ ପ୍ରଧାନମନ୍ତ୍ରୀ: ଉନବିଂଶ କୁଶୋକ ବକୁଲା ରିନପୋଚେଙ୍କ ଜନ୍ମଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉତ୍ସବରେ ଯୋଗଦାନ; ଜୋଜିଲା ସୁଡ଼ଙ୍ଗ ନିର୍ମାଣ କାମର କଲେ ଶୁଭାରମ୍ଭ
May 19th, 12:21 pm
ଆଜି ଦିନିକିଆ ଜାମ୍ମୁ-କଶ୍ମୀର ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲେହଠାରେ ପହଂଚିଥିଲେ ।