ଆସାମ ରୋଜଗାର ମେଳାକୁ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
May 25th, 05:13 pm
ଆସାମ ସରକାରରେ ସରକାରୀ ଚାକିର ପାଉଥିବା ସମସ୍ତ ଯୁବକମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଗତ ମାସରେ ବିହୁ ଅବସରରେରେ ମୁଁ ଆସାମ ଯାଇଥିଲି । ସେହି ଭବ୍ୟ ଆୟୋଜନର ସ୍ମୃତି ଏବେ ମଧ୍ୟ ମୋ ମନରେ ସତେଜ ଅଛି । ସେହି ସମୟରେ ହୋଇଥିବା କାର୍ଯ୍ୟକ୍ରମ, ଅହମିଆ ସଂସ୍କୃତିର ଗୌରବଗାନର ପ୍ରତୀକ ଥିଲା । ଆଜିକାର ଏହି ରୋଜଗାର ମେଳା, ହେଉଛି ଏହି କଥାର ପ୍ରତୀକ ଯେ ଆସାମର ବିଜେପି ସରକାର, ଯୁବକମାନଙ୍କର ଭବିଷ୍ୟତକୁ ନେଇ କେତେ ଗମ୍ଭୀର ଅଛି । ଏହା ପୂର୍ବରୁ ମଧ୍ୟ ଆସାମରେ ରୋଜଗାର ମେଳା ଦ୍ୱାରା 40 ହଜାରରୁ ଅଧିକ ଯୁବକମାନଙ୍କର ସରକାରୀ ନିଯୁକ୍ତି ଦିଆଯାଇଛି । ଆଜି ପାଖାପାଖି 45 ହଜାର ଯୁବକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ମୁଁ ସମସ୍ତ ଯୁବକମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।ଆସାମ ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
May 25th, 05:00 pm
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆସାମ ସରକାରରେ ସରକାରୀ ଚାକିରି ପାଇଁ ନିଯୁକ୍ତି ପାଇଥିବା ଯୁବକ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି । ସେ ଗତ ମାସରେ ବିହୁ ଅବସରରେ ରାଜ୍ୟ ଗସ୍ତକୁ ମନେ ପକାଇ କହିଥିଲେ ଯେ ଆସାମ ସଂସ୍କୃତିର ଗୌରବର ପ୍ରତୀକ ଥିବା ଏହି ମହୋତ୍ସବର ସ୍ମୃତି ତାଙ୍କ ମନରେ ଏବେ ବି ସତେଜ ରହିଛି । ସେ କହିଛନ୍ତି ଯେ ଆଜିର ରୋଜଗାର ମେଳା ଆସାମର ଯୁବକଙ୍କ ଭବିଷ୍ୟତ ପ୍ରତି ଗମ୍ଭୀରତାର ପ୍ରତିଫଳନ ଅଟେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ରୋଜଗର ମେଳା ମାଧ୍ୟମରେ ୪୦ ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ଦିଆଯାଇଛି । ସେ ସୂଚନା ଦେଇଛନ୍ତି ଯେ ଆଜି ପ୍ରାୟ ୪୫ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ହସ୍ତାନ୍ତର କରାଯାଇଛି ଏବଂ ଯୁବକମାନଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।ଗୁଜରାଟର ଗାନ୍ଧୀନଗର ଠାରେ ଅଖିଳ ଭାରତୀୟ ଶିକ୍ଷା ସଂଘର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 12th, 10:31 am
ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ମନ୍ତ୍ରି ପରିଷଦର ମୋର ସାଥୀ ଏବଂ ଯେଉଁମାନେ ପୂରା ଜୀବନବ୍ୟାପୀ ନିଜକୁ ନିଜେ ଶିକ୍ଷକ ଭାବରେ ହିଁ ପରିଚିତ ହୋଇଥାନ୍ତି, ଏଭଳି ପୁରୁଷୋତ୍ତମ ରୁପାଲା ଜୀ, ଗତ ନିର୍ବାଚନରେ ଭାରତର ସଂସଦରେ, ଦେଶରେ, ସମଗ୍ର ଦେଶରେ ସବୁଠାରୁ ଅଧିକ ଭୋଟ ପାଇ ଜିତିଥିବା ଶ୍ରୀମାନ ସି.ଆର. ପାଟିଲ ଜୀ, ଗୁଜରାଟ ସରକାରଙ୍କ ମନ୍ତ୍ରୀଗଣ, ଅଖିଳ ଭାରତୀୟ ପ୍ରାଇମେରୀ ଶିକ୍ଷକ ସଂଘର ସମସ୍ତ ସଦସ୍ୟଗଣ, ଦେଶର କୋଣ-ଅନୁକୋଣରୁ ଆସିଥିବା ସମ୍ମାନିତ ଶିକ୍ଷକଗଣ, ମହିଳା ଏବଂ ଭଦ୍ର ଲୋକମାନେ!ଗୁଜୁରାଟର ଗାନ୍ଧିନଗର ଠାରେ ଅଖିଳ ଭାରତୀୟ ଶିକ୍ଷା ସଂଘ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ
May 12th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଖିଳ ଭାରତୀୟ ଶିକ୍ଷା ଅଧିବେଶନରେ ଅଂଶଗ୍ରହଣ କରିଥିଲେ, ଯାହା ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘର ୨୯ ତମ ଦ୍ୱିବାର୍ଷିକ ସମ୍ମିଳନୀ ଅଟେ । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ । ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ଶିକ୍ଷକ ହେଉଛନ୍ତି ପରିବର୍ତ୍ତିତ ଶିକ୍ଷାର ହୃଦୟ”।ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା ।
December 27th, 11:30 am
ବନ୍ଧୁଗଣ, ଦେଶର ସାଧାରଣ ଲୋକ ଏହି ପରିବର୍ତ୍ତନକୁ ଅନୁଭବ କରିଛନ୍ତି । ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା । କରୋନାକୁ ନେଇ ଦୁନିଆରେ ଯୋଗାଣ-ଶୃଙ୍ଖଳ ସମ୍ପର୍କିତ ଅନେକ ବାଧାବିଘ୍ନ ମଧ୍ୟ ଆସିଲା, କିନ୍ତୁ, ଆମେ ପ୍ରତ୍ୟେକ ସଙ୍କଟରୁ ନୂତନ ଶିକ୍ଷା ଗ୍ରହଣ କଲୁ । ଦେଶରେ ଏକ ନୂତନ ଦକ୍ଷତା ମଧ୍ୟ ଜନ୍ମନେଲା । ଯଦି ଏହାକୁ ଶବ୍ଦରେ ପ୍ରକାଶ କରାଯାଏ, ତେବେ ଏହି ସାମର୍ଥ୍ୟର ନାମ ହେଉଛି ‘ଆତ୍ମନିର୍ଭରଶୀଳତା’ ।India has a rich legacy in science, technology and innovation: PM Modi
December 22nd, 04:31 pm
Prime Minister Narendra Modi delivered the inaugural address at India International Science Festival (IISF) 2020. PM Modi said, All our efforts are aimed at making India the most trustworthy centre for scientific learning. At the same time, we want our scientific community to share and grow with the best of global talent.PM delivers inaugural address at IISF 2020
December 22nd, 04:27 pm
Prime Minister Narendra Modi delivered the inaugural address at India International Science Festival (IISF) 2020. PM Modi said, All our efforts are aimed at making India the most trustworthy centre for scientific learning. At the same time, we want our scientific community to share and grow with the best of global talent.ଗୁରୁ ଦିବସରେ ଶିକ୍ଷକ ସମାଜକୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ, ଜନ୍ମବାର୍ଷିକୀରେ ପ୍ରାକ୍ତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି
September 05th, 11:14 am
ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକ ସମାଜକୁ ଅଭିବାଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ପୁର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଆକାଶବାଣୀ କାର୍ଯ୍ୟକ୍ରମ "ମନ୍ କି ବାତ୍”, 27.08.2017
August 27th, 11:36 am
ଏକପକ୍ଷରେ ଦେଶ ଉତ୍ସବର ପରିବେଶରେ ବୁଡ଼ି ରହିଛି ଏବଂ ଅନ୍ୟପକ୍ଷରେ ଭାରତର କୌଣସି କୋଣରୁ ଯେତେବେଳେ ହିଂସାକାଣ୍ଡର ଖବର ଆସୁଛି, ସେତେବେଳେ ଦେଶର ଚିନ୍ତା ମନରେ ଆସିବା ସ୍ୱାଭାବିକ । ଆମ ଦେଶ ବୁଦ୍ଧ ଏବଂ ଗାନ୍ଧୀଙ୍କ ଦେଶ; ଦେଶର ଏକତା ପାଇଁ ପ୍ରାଣପଣେ ଲାଗିପଡ଼ିଥିବା ସର୍ଦ୍ଦାର ପଟେଲଙ୍କ ଦେଶ । ଶହ ଶହ ବର୍ଷଧରି ଆମର ପୂର୍ବପୁରୁଷମାନେ ଯେଉଁ ସାର୍ବଜନୀନ ଜୀବନର ମୂଲ୍ୟକୁ, ଅହିଂସାକୁ, ସମାଦରକୁ ସ୍ୱୀକାର କରିଛନ୍ତି, ତାହା ଆମ ଆତ୍ମାରେ ସମାହିତ ହୋଇରହିଛି ।