ଏଏନଆଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
February 09th, 08:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବାଦ ଏଜେନ୍ସି ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ବିଜେପି 'ସବକା ସାଥ, ସବକା ବିକାଶ' ମନ୍ତ୍ର ସହିତ ଏହି ଦେଶର ଜନସାଧାରଣଙ୍କ ସେବା ଜାରି ରଖିବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଦେଶକୁ ସେବା କରିବା ମୋତେ ଏହି ଦେଶର କୌଣସି ସାଧାରଣ ଲୋକ ପରି ଅନୁଭବ ହୁଏ , ଏହା ଗୁରୁତ୍ୱପୂର୍ଣ୍ଣ କାରଣ ବିଜୟ ,କାହା ମୁଣ୍ଡରେ ରହିବା ଉଚିତ୍ ନୁହେଁ।ଉତରପ୍ରଦେଶର ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସ-ୱେର ଭିତି ପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 18th, 06:20 pm
ଶ୍ରୀ ବାବା ବିଶ୍ୱନାଥ ଉତର ଭଗବାନ ପରଶୁରାମଙ୍କ ଚରଣରେ ମୋର ପ୍ରଣାମ। ଜୟ ଗଙ୍ଗା ମାତା କୀ। ହର ହର ଗଙ୍ଗେ। ଉତର ପ୍ରଦେଶର ଦ୍ରୁତ ଗତିଶୀଳ ଏବଂ ଉର୍ଜ୍ଜାବାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ବି.ଏଲ ବର୍ମା ମହାଶୟ, ସଂସଦରେ ମୋର ସହଯୋଗୀ ସନ୍ତୋଷ ଗଙ୍ଗୱାର ମହାଶୟ, ୟୁପି ସରକାରରେ ମନ୍ତ୍ରୀ ସୁରେଶ କୁମାର ଖାନ୍ନା ମହାଶୟ, ସତୀଶ ମହାନା ମହାଶୟ, ଜିତିନ ପ୍ରସାଦ ମହାଶୟ, ମହେଶ ଚନ୍ଦ୍ର ଗୁପ୍ତା ମହାଶୟ, ଧର୍ମବୀର ପ୍ରଜାପତି ମହାଶୟ, ସଂସଦରେ ମୋର ଅନ୍ୟ ସହଯୋଗୀ ଗଣ, ୟୁପି ବିଧାନସଭା ଏବଂ ବିଧାନ ପରିଷଦର ଅନ୍ୟ ସାଥୀ, ପଂଚାୟତ ସଦସ୍ୟ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ!ଉତ୍ତରପ୍ରଦେଶ ଶାହାଜାହାନପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଙ୍ଗା ଏକ୍ସପ୍ରେସୱେର ଭିତ୍ତିପ୍ରସ୍ତର ସ୍ଥାପନ
December 18th, 01:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଶାହାଜାହାନପୁର ଗଙ୍ଗା ଏକ୍ସପ୍ରେସ ୱେର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟ ନାଥ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ବି.ଏଲ ବର୍ମା ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ ।ସୁପ୍ରିମ୍କୋର୍ଟ ଦ୍ୱାରା ଆୟୋଜିତ ସାମ୍ବିଧାନିକ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 26th, 05:35 pm
ମୁଖ୍ୟ ବିଚାରପତି ଏନ୍. ଭି. ରମନା, ବିଚାରପତି ୟୁ. ୟୁ. ଲଳିତ ଜୀ, ଆଇନ୍ ମନ୍ତ୍ରୀ କିରଣ ରିଜିଜୁ ଜୀ, ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ ଜୀ, ଆଟର୍ଣ୍ଣି ଜେନେରାଲ୍ ଶ୍ରୀ କେ. କେ. ବେଣୁଗୋପାଳ ଜୀ, ସୁପ୍ରିମ୍କୋର୍ଟ ବାର ଆସୋସିଏସନ୍ର ଅଧ୍ୟକ୍ଷ ଶ୍ରୀ ବିକାଶ ସିଂହ ଜୀ, ଏବଂ ଦେଶର ନ୍ୟାୟ ବ୍ୟବସ୍ଥା ସହିତ ଯୋଡି ହୋଇ ରହିଥିବା ସମସ୍ତ ଦେବୀ ଏବଂ ସଜ୍ଜନ ବୃନ୍ଦ!ସୁପ୍ରିମ କୋର୍ଟଙ୍କ ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
November 26th, 05:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଆୟୋଜିତ ସମ୍ବିଧାନ ଦିବସ ପାଳନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତର ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଶ୍ରୀ ଜଷ୍ଟିସ୍ ଏନ ଭି ରମନ୍ନା, କେନ୍ଦ୍ର ମନ୍ତ୍ରୀ ଶ୍ରୀ କିରଣ ରିଜ୍ଜିଜୁ, ସୁପ୍ରିମ୍ କୋର୍ଟର ବରିଷ୍ଠ ବିଚାରପତିବୃନ୍ଦ ଏବଂ ହାଇକୋର୍ଟର ବିଚାରପତିଗଣ, ଭାରତର ଆଟର୍ଣ୍ଣି ଜେନେରାଲ ଶ୍ରୀ କେ କେ ଭେନୁଗୋପାଲ, ସୁପ୍ରିମ୍ କୋର୍ଟ ବାର୍ ଆସୋସିଏସନର ଅଧ୍ୟକ୍ଷ ଶ୍ରୀ ବିକାଶ ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ବିଜେପି ହିଁ କେବଳ ଦିଲ୍ଲୀକୁ ଶିଖର ପର୍ଯ୍ୟନ୍ତ ନେଇଯାଇପାରିବ : ପ୍ରଧାନମନ୍ତ୍ରୀ ମୋଦୀ
February 03rd, 04:06 pm
ଦିଲ୍ଲୀରେ ଆଗାମୀ ବିଧାନସଭା ପୂର୍ବରୁ ,ପ୍ରଧାନମନ୍ତ୍ରୀ ମୋଦୀ ଆଜି ଶାହଦରାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଦିଲ୍ଲୀର ଲୋକମାନଙ୍କ ପ୍ରଶଂସା କରି ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଦିଲ୍ଲୀର ପ୍ରତିଟି ବାସିନ୍ଦାଙ୍କ ଝାଳ ସହରକୁ ସେହି ଜାଗାରେ ପହଂଚିବାରେ ସାହାଯ୍ୟ କରିଛି ,ଯାହା ଆଜି ଅଛି । ଦିଲ୍ଲୀ କେବଳ ଏକ ସହର ନାହିଁ ,ଏହା ଭାରତର ସାଂସ୍କୃତିକ ଐତିହ୍ୟ । ଦିଲ୍ଲୀ ପ୍ରତିଟି ଭାରତୀୟଙ୍କୁ ଆଶ୍ରୟ ଦେଇଛି ।''ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଶାହଦରାରେ ଏକ ମେଗା ରାଲିକୁ ସମ୍ବୋଧିତ କରିଛନ୍ତି
February 03rd, 04:00 pm
ଦିଲ୍ଲୀରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ,ପ୍ରଧାନମନ୍ତ୍ରୀ ମୋଦୀ ଆଜି ଶାହଦରାରେ ଏକ ମେଗା ରାଲିକୁ ସମ୍ବୋଧିତ କରିଛନ୍ତି । ଦିଲ୍ଲୀର ଲୋକମାନଙ୍କ ପ୍ରଶଂସା କରି ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଦିଲ୍ଲୀର ପ୍ରତିଟି ବାସିନ୍ଦାଙ୍କ ଝାଳ ସହରକୁ ସେହି ଜାଗାରେ ପହଂଚିବାରେ ସାହାଯ୍ୟ କରିଛି ,ଯାହା ଆଜି ଅଛି । ଦିଲ୍ଲୀ କେବଳ ଏକ ସହର ନାହିଁ ,ଏହା ଭାରତର ସାଂସ୍କୃତିକ ଐତିହ୍ୟ । ଦିଲ୍ଲୀ ପ୍ରତିଟି ଭାରତୀୟଙ୍କୁ ଆଶ୍ରୟ ଦେଇଛି ।''ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରାମଲୀଳା ମୈଦାନରେ ବିଶାଳ ସାର୍ବଜନିକ ରାଲିକୁ ସମ୍ବୋଧିତ କରିଛନ୍ତି
December 22nd, 01:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମଲୀଳା ମୈଦାନରେ ମେଗା ରାଲିକୁ ସମ୍ବୋଧିତ କରି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଅଭିଯାନକୁ ଆରମ୍ଭ କରିଛନ୍ତି । ଲୋକମାନଙ୍କ ସ୍ଲୋଗାନ ମଧ୍ୟରେ ,ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ବିବିଧତାରେ ଏକତା ହେଉଛି ଭାରତର ପରିଚୟ । ରାମଲୀଳା ମୈଦାନ ହେଉଛି ଏକ ଐତିହାସିକ ସ୍ଥଳ । ପ୍ରଧାନମନ୍ତ୍ରୀ ମୋଦୀ ଅନଧିକୃତ କଲୋନୀର ନିବାସୀଙ୍କୁ କହିଲେ ଯେ , ମୁଁ ଆପଣମାନଙ୍କ ଚେହେରା ଉପରେ ଅନିଶ୍ଚିତତାର ସମାପ୍ତି ଦେଖିପାରୁଛି ।ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରାମଲୀଳା ମୈଦାନରେ ବିଶାଳ ସାର୍ବଜନିକ ରାଲିକୁ ସମ୍ବୋଧିତ କରିଛନ୍ତି
December 22nd, 01:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମଲୀଳା ମୈଦାନରେ ମେଗା ରାଲିକୁ ସମ୍ବୋଧିତ କରି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଅଭିଯାନକୁ ଆରମ୍ଭ କରିଛନ୍ତି । ଲୋକମାନଙ୍କ ସ୍ଲୋଗାନ ମଧ୍ୟରେ ,ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ବିବିଧତାରେ ଏକତା ହେଉଛି ଭାରତର ପରିଚୟ । ରାମଲୀଳା ମୈଦାନ ହେଉଛି ଏକ ଐତିହାସିକ ସ୍ଥଳ । ପ୍ରଧାନମନ୍ତ୍ରୀ ମୋଦୀ ଅନଧିକୃତ କଲୋନୀର ନିବାସୀଙ୍କୁ କହିଲେ ଯେ , ମୁଁ ଆପଣମାନଙ୍କ ଚେହେରା ଉପରେ ଅନିଶ୍ଚିତତାର ସମାପ୍ତି ଦେଖିପାରୁଛି ।ଅଯୋଧ୍ୟା ରାୟ ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 09th, 06:01 pm
ଆଜି ସୁପ୍ରିମକୋର୍ଟ ଏକ ଏପରି ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଦେଇଛନ୍ତି, ଯାହା ପଛରେ ଶହ ଶହ ବର୍ଷର ଏକ ଇତିହାସ ରହିଛି ।PM's appeal to countrymen ahead of Ayodhya verdict
November 08th, 10:45 pm
PM Modi said, The Supreme Court's decision on Ayodhya is coming tomorrow. For the past few months, the matter was being heard continuously in the Supreme Court, the whole country was watching eagerly. During this period, the efforts made by all sections of the society to maintain an atmosphere of peace are greatly appreciated."ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି "
August 08th, 08:06 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅନୁଚ୍ଛେଦ 370 ଏବଂ ଅନୁଚ୍ଛେଦ 35(ଏ) ହଟାଇବା ଲାଗି ସରକାରଙ୍କ ନିଷ୍ପତ୍ତି ଉପରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ।India has only have two castes - the poor and those that want to remove poverty: PM Modi
May 23rd, 08:01 pm
After the thumping victory in the 2019 General Elections, PM Narendra Modi addressed the Party Karyakartas at the BJP HQ in New Delhi. The PM said, “The people of India have given their mandate and they want the nation to rise above petty politics of pision and appeasement.” He also stated that from now on, India will only have two castes: the poor and those that want to remove poverty.PM Modi addressed the nation at BJP Headquarters, Delhi
May 23rd, 08:00 pm
Prime Minister Narendra Modi addressed the nation after the BJP achieved an overwhelming victory in the 2019 Lok Sabha election results on Thursday. Delivering an inspiring speech, PM Modi thanked the people of the country for their wholehearted support and assured them of greater progress in the years to come.Election results of 23rd May will provide a reality check to the arrogant and repressive regime of Mamata Didi: PM Modi
May 16th, 04:33 pm
At a rally in Mathurapur, West Bengal, PM Modi lashed out on the TMC for its mis-governance and said, The entire nation has witnessed the extent to which the TMC of Mamata Didi is willing to go to repress democratic voices. The election results of 23rd May will provide a reality check to the arrogant and repressive regime of Mamata Didi.PM Modi addresses public meetings in Mathurapur and Dum Dum in West Bengal
May 16th, 04:30 pm
Prime Minister Narendra Modi addressed two major public meetings in Mathurapur and Dum Dum constituencies of West Bengal today as the election campaigning in the crucial state comes to a halt tonight.Entire nation witnessed lawlessness and violence unleashed by TMC hooligans in Kolkata: PM Modi
May 15th, 06:28 pm
At a rally in West Bengal’s Basirhat, PM Modi slammed the TMC for its lawlessness and violence at a road show of BJP National President, Shri Amit Shah. PM Modi said,” The entire nation witnessed the lawlessness and violence that were unleashed by the TMC hooligans in Kolkata. The more violence and brutality Mamata Didi thrusts upon BJP karyakartas, the stronger their resolve becomes to defeat her with their votes.”Bengal gearing for a resounding victory to BJP: PM Modi in West Bengal
May 15th, 06:26 pm
Prime Minister Narendra Modi addressed two massive rallies in Basirhat and Diamond Harbour in West Bengal this evening. The rallies saw PM Modi launch a fierce attack on the ruling TMC government and CM Mamata Bannerjee for unleashing politically-sponsored violence against BJP workers and leaders for merely being political adversaries.Thanks to the arrogance of the Congress party, the victims of the gruesome 1984 anti-Sikh riots are still awaiting justice: PM Modi
May 14th, 05:43 pm
Addressing the fourth large rally for the day in Chandigarh, PM Modi said, “These elections are about the people of the country electing a strong government by choosing ‘India First’ over ‘Dynasty First’ and ‘Development’ over ‘Dynasty’ as it takes giant leaps into the 21st century.”PM Modi addresses public meeting in Chandigarh
May 14th, 05:42 pm
Addressing the fourth large rally for the day in Chandigarh, PM Modi said, “These elections are about the people of the country electing a strong government by choosing ‘India First’ over ‘Dynasty First’ and ‘Development’ over ‘Dynasty’ as it takes giant leaps into the 21st century.”