ଲତା ମଙ୍ଗେସକରଙ୍କୁ ତାଙ୍କ ଜୟନ୍ତୀରେ ମନେ ପକାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 28th, 09:42 am
କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ତାଙ୍କ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ । ଗାୟିକାଙ୍କ ସହ ଥିବା ତାଙ୍କର ଗଭୀର ସମ୍ପର୍କକୁମନେ ପକାଇ ସେ ଏକ ଲେଖ ମଧ୍ୟ ସେୟାର କରିଛନ୍ତି ।Saturation of schemes is true secularism: PM Modi in Goa
February 06th, 02:38 pm
Prime Minister Narendra Modi inaugurated and laid the foundation stone for development projects worth over Rs 1330 crores in Viksit Bharat, Viksit Goa 2047 program in Goa. The Prime Minister in his address highlighted the natural beauty and pristine beaches of Goa and said that it is the favorite holiday destination of lakhs and lakhs of tourists from India and abroad. “Ek Bharat Shreshtha Bharat can be experienced during any season in Goa”, he remarked.ଗୋଆରେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ୧୩୩୦ କୋଟି ରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
February 06th, 02:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆରେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ୧୩୩୦ କୋଟି ରୁ ଅଧିକ ଟଙ୍କାର ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ମୋଦୀ ବୁଲି ଦେଖିଥିଲେ। ଶିକ୍ଷା, କ୍ରୀଡ଼ା, ଜଳ ବିଶୋଧନ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଆଜିର ବିକାଶ ମୂଳକ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ। ରୋଜଗାର ମେଳା ଅଧୀନରେ ବିଭିନ୍ନ ବିଭାଗରେ ୧୯୩୦ ଜଣ ନୂତନ ସରକାରୀ ନିଯୁକ୍ତି ଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଆଦେଶ ପ୍ରଦାନ କରିବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ ।ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ସଙ୍ଗୀତର ଶ୍ଲୋକ ସେୟାର କଲେ ପ୍ରଧାନମନ୍ତ୍ରୀ
January 17th, 08:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ଗୀତର ଶ୍ଲୋକ ‘ମାତା ରାମୋ ମାତାପିତା ରାମଚନ୍ଦ୍ର’ ସେୟାର କରିଛନ୍ତି ।ଅଯୋଧ୍ୟାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ସମର୍ପଣ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 30th, 02:15 pm
ଅଯୋଧ୍ୟାରେ ସମସ୍ତ ଲୋକମାନଙ୍କୁ ମୋର ପ୍ରଣାମ ! ଜାନୁଆରୀ ୨୨ତାରିଖରେ ହେବାକୁ ଥିବା ଏହି ଐତିହାସିକ ମୁହୂର୍ତ୍ତକୁ ଆଜି ସମଗ୍ର ବିଶ୍ୱ ଉତ୍ସୁକତାର ସହ ଅପେକ୍ଷା କରିଛି। ତେଣୁ ଅଯୋଧ୍ୟା ବାସୀଙ୍କ ମଧ୍ୟରେ ଉତ୍ସାହ ଓ ବହୁତ ଆନନ୍ଦ ହେବା ସ୍ୱାଭାବିକ। ମୁଁ ଭାରତ ମାଟିର କୋଣ ଅନୁକୋଣ ଏବଂ ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କର ମୁଁ ଉପାସକ ଅଟେ, ଏବଂ ମୁଁ ମଧ୍ୟ ଆପଣଙ୍କ ପରି ସେତିକି ଉତ୍ସାହିତ ଅଛି| ଆମ ସମସ୍ତଙ୍କ ଏହି ଉତ୍ସାହ, ଏହି ଆନନ୍ଦ କିଛି ସମୟ ପୂର୍ବରୁ ଅଯୋଧ୍ୟାର ରାସ୍ତାରେ ଦେଖିବାକୁ ମିଳିଥିଲା। ଏମିତି ଲାଗୁଥିଲା ଯେମିତି ପୂରା ଅଯୋଧ୍ୟା ସହର ରାସ୍ତାକୁ ଓହ୍ଲାଇଆସିଛି। ଏହି ଭଲପାଇବା ଏବଂ ଆଶୀର୍ବାଦ ପାଇଁ ମୁଁ ଆପଣସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ମୋ ସହିତ ଯୋଗ ଦିଅନ୍ତୁ -୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
December 30th, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟା ଧାମରେ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିଛନ୍ତି । ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଜଡିତ ପ୍ରାୟ ୪୬୦୦ କୋଟି ଟଙ୍କାର ପ୍ରକଳ୍ପ ଅନ୍ତର୍ଭୁକ୍ତ ।ଲତା ମଙ୍ଗେସକରଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମନେପକାଇଲେ ପ୍ରଧାନମନ୍ତ୍ରୀ
September 28th, 12:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେସକରଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।'ମନ୍ କୀ ବାତ୍' ଜନ ଭାଗିଦାରୀର ପରିପ୍ରକାଶର ଏକ ଅଦ୍ଭୁତ ମାଧ୍ୟମ ପାଲଟିଛି: ପ୍ରଧାନମନ୍ତ୍ରୀ ମୋଦୀ
February 26th, 11:00 am
ଆପଣମାନଙ୍କର ମନେଥିବ, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅର୍ଥାତ ଏକତା ଦିବସ ଅବସରରେ ‘ମନ୍ କି ବାତ୍’ରେ ଆମେ ତିନୋଟି ପ୍ରତିଯୋଗିତା କଥା କହିଥିଲୁ । ଏହି ପ୍ରତିଯୋଗିତାଗୁଡ଼ିକ ଦେଶଭକ୍ତି ଗୀତ ରଚନା, ନାନାବାୟା ଗୀତ ରଚନା ଏବଂ ରଙ୍ଗୋଲି ଅଙ୍କନ ଉପରେ ଆଧାରିତ ଥିଲା । ଏ କଥା କହିବାରେ ମୋତେ ଖୁସି ଲାଗୁଛି ଯେ, ସମଗ୍ର ଦେଶର ୭୦୦ରୁ ଅଧିକ ଜିଲ୍ଲାରୁ ୫ ଲକ୍ଷରୁ ଅଧିକ ଲୋକେ ଏଥିରେ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି । ପିଲା, ବୟସ୍କ ବ୍ୟକ୍ତି, ବରିଷ୍ଠ ଲୋକେ, ସମସ୍ତେ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରି ୨୦ରୁ ଅଧିକ ଭାଷାରେ ନିଜର କୃତିମାନ ପଠାଇଛନ୍ତି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶ ଗ୍ରହଣକାରୀ ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଜଣେ ଜଣେ ଚମ୍ପିଆନ୍, କଳାର ସାଧକ । ନିଜ ଦେଶର ବିବିଧତା ଏବଂ ସଂସ୍କୃତି ପ୍ରତି ଆପଣମାନଙ୍କ ହୃଦୟରେ କେତେ କେତେ ପ୍ରେମ ଭରି ରହିଛି, ତାହା ଆପଣମାନେ ଦର୍ଶାଇଛନ୍ତି ।PM acknowledges thank you tweet from Hridaynath Mangeshkar
September 29th, 09:40 pm
The Prime Minister, Shri Narendra Modi has acknowledged a thank you tweet from Hridaynath Mangeshkar, the younger brother of Late Lata Mangeshkar upon the inauguration of the Lata Mangeshkar Chowk in Ayodhya. The Prime Minister remarked that Lata Didi was an ardent devotee of Bhagwan Shri Ram and it is only fitting that the sacred city of Ayodhya has a Chowk in her name.ଲତା ମଙ୍ଗେଶକର ଜୀଙ୍କ ସହିତ ଥିବା ସ୍ମୃତିକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
September 28th, 08:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେଶକର ଜୀଙ୍କ ସହ ତାଙ୍କର କଥାବାର୍ତ୍ତାର ସ୍ମୃତି ଏବଂ ମୁହୂର୍ତ୍ତକୁ ସେୟାର କରିଛନ୍ତି ।ଉତ୍ତର ପ୍ରଦେଶ ଅଯୋଧ୍ୟାରେ ଲତା ମଙ୍ଗେସକର ଛକର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
September 28th, 12:53 pm
ଆଜି ଆମ ସମସ୍ତଙ୍କର ଶ୍ରଧେୟ ଏବଂ ସ୍ନେହ ମୂର୍ତ୍ତି ଲତା ଦିଦିଙ୍କର ଜନ୍ମଦିନ ଅଟେ । ଆଜି ସଂଯୋଗବଶତଃ ନବରାତ୍ରୀର ତୃତୀୟ ଦିନ, ମା’ ଚନ୍ଦ୍ରଘଣ୍ଟାଙ୍କର ସାଧନାର ପର୍ବ ମଧ୍ୟ ଅଟେ । କୁହାଯାଇଛି ଯେକୌଣସି ସାଧକ-ସାଧିକା ଯେତେବେଳେ କଠୋର ସାଧନା କରିଥାଏ, ସେତେବେଳେ ମା’ ଚନ୍ଦ୍ରଘଣ୍ଟାଙ୍କର କୃପାରୁ ତାଙ୍କୁ ଦିବ୍ୟ ସ୍ୱରର ଅନୁଭୂତ ହୋଇଥାଏ । ଲତା ଜୀ, ମା’ ସରସ୍ୱତୀଙ୍କର ଏକ ଏମିତି ହିଁ ସାଧିକା ଥିଲେ, ଯିଏ ସମଗ୍ର ବିଶ୍ୱକୁ ନିଜର ଦିବ୍ୟ ସ୍ୱର ମାଧ୍ୟମରେ ଅଭିଭୂତ କରି ଦେଇଥିଲେ । ସାଧନା ଲତା ଜୀ କରିଥିଲେ, ବରଦାନ ଆମ ସମସ୍ତଙ୍କୁ ମିଳିଲା । ଅଯୋଧ୍ୟା ଠାରେ ଲତା ମଙ୍ଗେସକର ଛକରେ ସ୍ଥାପିତ କରାଯାଇଥିବା ମା’ ସରସ୍ୱତୀଙ୍କର ଏହି ବିଶାଳ ବୀଣା, ସଂଗୀତର ସେହି ସାଧନାର ପ୍ରତୀକ ହେବ । ମୋତେ କୁହାଯାଇଛି ଯେ ଛକ ପରିସରରେ ସରୋବରରେ ଜଳରେ ଶଙ୍ଖ ମଲମଲ ନିର୍ମିତ ୯୨ଟି ଶ୍ୱେତ ପଦ୍ମ, ଲତା ଜୀଙ୍କର ଜୀବନ ଅବଧିକୁ ଦର୍ଶାଉଛି । ମୁଁ ଏହି ଅଭିନବ ପ୍ରୟାସ ପାଇଁ ଯୋଗୀ ଜୀଙ୍କ ସରକାରଙ୍କୁ, ଅଯୋଧ୍ୟା ବିକାଶ ପ୍ରାଧିକରଣର ଏବଂ ଅଯୋଧ୍ୟାର ଜନତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କ ପକ୍ଷରୁ ଭାରତ ରତ୍ନ ଲତା ଜୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଉଛି। ମୁଁ ପ୍ରଭୁ ଶ୍ରୀରାମଙ୍କ ଠାରେ କାମନା କରୁଛି, ତାଙ୍କ ଜୀବନର ଯେଉଁ ଲାଭ ଆମକୁ ମିଳିଛି, ସେହି ଲାଭ ତାଙ୍କ ସ୍ୱର ମାଧ୍ୟମରେ ଆଗାମୀ ପିଢ଼ିକୁ ମଧ୍ୟ ମିଳୁଥାଉ ।ଅଯୋଧ୍ୟାରେ ଲତା ମଙ୍ଗେସକର ଛକ ଜାତି ଉଦେଶ୍ୟରେ ଉତ୍ସର୍ଗ କାଳରେ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା
September 28th, 12:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଲତା ମଙ୍ଗେସନର ଛକକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ଭିଡିଓ ବାର୍ତ୍ତା ଜରିଆରେ ସମବେତ ଜନତାଙ୍କୁ ଉଦବୋଧନ ଦେଇଛନ୍ତି ।ଲତା ମଙ୍ଗେଶକରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ
September 28th, 08:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେଶକରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି ।ମୁମ୍ବାଇ ଠାରେ ‘ଲତା ଦୀନାନାଥ ମଂଗେଶକର ପୁରସ୍କାର’ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 24th, 05:01 pm
ବାଣୀ ପରମ୍ପରାର ଏହି ପବିତ୍ର ସମାରୋହରେ ଆମ ସହିତ ଉପସ୍ଥିତ ଥିବା ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶ୍ୟାରୀ ଜୀ, ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଶ୍ରୀ ଦେବେନ୍ଦ୍ର ଫଡ଼ନାବୀସ ଜୀ, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ସୁଭାଷ ଦେଶାଇ ଜୀ, ଆରଦଣୀୟ ଉଷା ଜୀ, ଆଶା ଜୀ, ଆଦିନାଥ ମଂଗେଶକର ଜୀ, ମାଷ୍ଟର ଦୀନାନାଥ ସ୍ମୃତି ପ୍ରତିଷ୍ଠାନର ସମସ୍ତ ସଦସ୍ୟଗଣ ଏବଂ ସଂଗୀତ ଏବଂ କଳା ଜଗତର ସମସ୍ତ ବିଶିଷ୍ଟ ସାଥୀମାନେ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ଲୋକମାନେ!ମୁମ୍ବାଇରେ ଏକ ସମାରୋହରେ ଲତା ଦୀନନାଥ ମଙ୍ଗେଶକର ପୁରସ୍କାର ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ
April 24th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ମାଷ୍ଟର ଦୀନନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଲତା ଦୀନନାଥ ମଙ୍ଗେଶକର ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏହି ପୁରସ୍କାର ପ୍ରତିବର୍ଷ ରାଷ୍ଟ୍ର ର୍ନିମାଣରେ ଆଦର୍ଶ ଅବଦାନ ପାଇଁ କେବଳ ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂ କୋଶିଆରୀ, ମଙ୍ଗେଶକର ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।ଜାତୀୟ ପଞ୍ଚାୟତିରାଜ ଦିବସ ପାଳନରେ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଗସ୍ତ କରିବେ ଜମ୍ମୁ ଓ କଶ୍ମୀର
April 23rd, 11:23 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଅଂଶ ଗ୍ରହଣ କରିବା ନିମନ୍ତେ ଆସନ୍ତା କାଲି ଜମ୍ମୁ ଓ କଶ୍ମୀର ଗସ୍ତ କରି ସେଠାରେ ଦେଶବ୍ୟାପୀ ଗ୍ରାମସଭାଗୁଡିକୁ ସମ୍ବୋଧିତ କରିବେ । ସେ ଶମ୍ବା ଜିଲ୍ଲାର ପାଲୀ ପଞ୍ଚାୟତ ପରିଦର୍ଶନ କରିବେ । ପରିଦର୍ଶନ କାଳରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାରୁ ଅଧିକ ଅନେକ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ସେ ଅମୃତ ସରୋବର କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ । ପରେ ପରେ ଅପରାହ୍ନ ପ୍ରାୟ ୫ଟା ବେଳକୁ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ମାଷ୍ଟର ଦୀନନାଥ ମଙ୍ଗେସକର ସମ୍ମାନ ସମାରୋହରେ ଯୋଗଦେବେ ଓ ସେଠାରେ ସେ ପ୍ରଥମ ଲତା ଦୀନନାଥ ମଙ୍ଗେସକର ସମ୍ମାନ ଗ୍ରହଣ କରିବେ ।ଆମେ ଗର୍ବର ସହ ମାତୃଭାଷାରେ କଥା ହେବା ଆବଶ୍ୟକ : 'ମନ୍ କୀ ବାତ୍' ରେ ପ୍ରଧାନମନ୍ତ୍ରୀ ମୋଦୀ
February 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସଭିଙ୍କୁ ସ୍ୱାଗତ । ଆଜି ‘ମନ୍ କି ବାତ୍’ର ଆରମ୍ଭ ଆମେ ଭାରତର ସାଫଲ୍ୟ ସମ୍ପର୍କରେ ଆଲୋଚନା ସହ କରିବା । ଏହି ମାସ ଆରମ୍ଭରେ ଭାରତ ଇଟାଲୀରୁ ନିଜର ଏକ ବହୁମୂଲ୍ୟ ଐତିହ୍ୟ ସାମଗ୍ରୀ ଆଣିବାରେ ସଫଳ ହୋଇଛେ । ଏହି ଐତିହ୍ୟ ସାମଗ୍ରୀଟି ହେଲା ଅବଲୋକିତେଶ୍ୱର ପଦ୍ମପାଣିଙ୍କର ଏକହଜାର ବର୍ଷରୁ ମଧ୍ୟ ଅଧିକ ପୁରାତନ ମୂର୍ତ୍ତି । ଏହି ମୂର୍ତ୍ତିଟି କିଛିବର୍ଷ ପୂର୍ବରୁ ବିହାରର ଗୟାସ୍ଥିତ ଦେବୀସ୍ଥାନ କୁଣ୍ଡଳପୁର ମନ୍ଦିରରୁ ଚୋରି ହୋଇଯାଇଥିଲା । କିନ୍ତୁ ଅନେକ ପ୍ରଚେଷ୍ଟା ପରେ ଏବେ ଭାରତକୁ ଏହି ମୂର୍ତ୍ତି ପୁଣିଥରେ ମିଳିଯାଇଛି । ଏମିତି କିଛିବର୍ଷ ପୂର୍ବେ ତାମିଲନାଡୁର ଭେଲୁରରୁ ଭଗବାନ ଆଞ୍ଜନେୟର, ହନୁମାନଙ୍କର ମୂର୍ତ୍ତି ଚୋରି ହୋଇଯାଇଥିଲା । ହନୁମାନଙ୍କର ଏହି ମୂର୍ତ୍ତି ମଧ୍ୟ ୬୦୦-୭୦୦ ବର୍ଷ ପୁରୁଣା ଥିଲା । ଏହି ମାସର ପ୍ରାରମ୍ଭରେ ଅଷ୍ଟ୍ରେଲିଆରେ ଏହା ମିଳିଲା ଯାହା ଆମ ମିଶନକୁ ହସ୍ତାନ୍ତର କରାଯାଇସାରିଛି ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବର ମୂଳପାଠ
February 07th, 05:33 pm
ରାଷ୍ଟ୍ରପତିଜୀଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବାକୁ ମୁଁ ଆଜି ଏଠାରେ ଉପସ୍ଥିତ ହୋଇଛି । ମାନନୀୟ ରାଷ୍ଟ୍ରପତିଜୀ ତାଙ୍କ ଅଭିଭାଷଣରେ ଆତ୍ମନିର୍ଭରଶୀଳ ଭାରତକୁ ନେଇ ଆକାଂକ୍ଷୀ ଭାରତ ସମ୍ବନ୍ଧରେ ଗତ ଦିନରେ କରାଯାଇଥିବା ପ୍ରୟାସ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ମୁଁ ସମସ୍ତ ଆଦରଣୀୟ ସଦସ୍ୟଙ୍କୁ ମୋର କୃତଜ୍ଞତା ଜଣାଉଛି, ଯେଉଁମାନେ ଏହି ଗୁରୁତ୍ୱପୂର୍ଣ୍ଣ ଭାଷଣ ଉପରେ ମନ୍ତବ୍ୟ ଦେଇଛନ୍ତି, ସେମାନଙ୍କର ମତାମତ ରଖିଛନ୍ତି ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
February 07th, 05:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଲାଗି ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତ୍ତି ରଖିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ‘‘ମୋର ଅଭିଭାଷଣ ଉପସ୍ଥାପନ କରିବା ପୂର୍ବରୁ ମୁଁ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଚାହୁଁଛି । ତାଙ୍କର ସଙ୍ଗୀତ ମାଧ୍ୟମରେ ସେ ଆମ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ’’, ସେ କହିଥିଲେ ।A Special Bond
February 06th, 01:39 pm
Lata didi has left for the heavenly abode. This ends the marvellous and melodious era in the Indian Movie Industry. Her soulful voice reverberated across the nation and won million hearts in the country. Called as the “Swar Kokila” by her fans, Lata Didi shared a special intangible bond with them. Not only with her fans, Lata Didi had immense affection for PM Modi.