We all stand with the people of Kerala during this challenging time says Prime Minister Shri Narendra Modi

August 10th, 10:58 pm

Prime Minister Shri Narendra Modi has today said that Center will provide all possible assistance to the landslide affected Wayanad. In a series of posts on X, the Prime Minister has said that “the landslides in Wayanad have saddened us all. Since the tragedy unfolded, I've been closely monitoring the situation. The Central government has mobilised all resources to assist those affected. Today, I went there and reviewed the situation. I also undertook an aerial survey”

କେରଳର ୱାୟନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 10th, 07:40 pm

ସମ୍ମାନୀୟ ମୁଖ୍ୟମନ୍ତ୍ରୀ ମହୋଦୟ, ରାଜ୍ୟପାଳ ଶ୍ରୀ, କେନ୍ଦ୍ର ସରକାରରେ ମୋର ସାଥୀ ମନ୍ତ୍ରୀ ଏବଂ ଏହି ମାଟିର ସନ୍ତାନ ସୁରେଶ ଗୋପୀ ମହୋଦୟ! ଯେବେଠାରୁ ମୁଁ ଏହି ବିପର୍ଯ୍ୟୟ ବିଷୟରେ ଶୁଣିଛି, ସେହିଦିନ ଠାରୁ ମୁଁ ନିରନ୍ତର ଭାବେ ଯୋଗାଯୋଗରେ ଅଛି । ମୁଁ ପ୍ରତ୍ୟେକ ମଧ୍ୟ ମୁହୂର୍ତ୍ତର ଖବର ନେଉଛି ଏବଂ କେନ୍ଦ୍ର ସରକାରଙ୍କ ଯେଉଁ ସମସ୍ତ ସମସ୍ତ ଅଛି ଏହି ପରିସ୍ଥିତିରେ ଯାହା ବି ସହାୟତା ହୋଇପାରିବ, ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଏବଂ ଆମେ ସମସ୍ତେ ମିଶି ଏହି ଭୟଙ୍କର ବିପର୍ଯ୍ୟୟରେ ଆମର ପରିବାରଗଣଙ୍କ ଏହି ସମସ୍ୟାରେ ଘେରି ହୋଇ ରହିଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ଉଚିତ୍ ।

ୱାୟନାଡରେ ଭୂସ୍ଖଳନ ପ୍ରଭାବିତଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ, ରିଲିଫ କାର୍ଯ୍ୟରେ ସହାୟତା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଛି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 10th, 07:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୱାୟନାଡରେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଆମର ପ୍ରାର୍ଥନା ରହିଛି ଏବଂ ରିଲିଫ ପ୍ରୟାସରେ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରତିଶ୍ରୁତି ଦେଇଛି । କେନ୍ଦ୍ର ସରକାର ପ୍ରତ୍ୟେକ ସହାୟତା ଓ ରିଲିଫ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ସହ ଠିଆ ହୋଇଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି କେରଳର ୱାୟନାଡରେ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି ।

PM expresses grief over loss of lives due to a landslide in Rajamalai, Idukki; announces ex-gratia for the victims

August 07th, 10:11 pm

The Prime Minister Shri Narendra Modi expressed grief over loss of lives due to a landslide in Rajamalai, Idukki. In a tweet, Prime Minister said, “Pained by the loss of lives due to a landslide in Rajamalai, Idukki. In this hour of grief, my thoughts are with the bereaved families.

ବାଂଲାଦେଶ ଭୂସ୍ଖଳନରେ ଜୀବନହାନି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଶୋକ

June 13th, 11:19 pm

ବାଂଲାଦେଶ ଭୂ-ସ୍ଖଳନରେ ଜୀବନହାନି ଘଟିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ମୁହୂର୍ତ୍ତରେ ବାଂଲାଦେଶ ସହିତ ଭାରତ ଏକ ହୋଇ ରହିଛି ଏବଂ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଅନ୍ଵେଷଣ ଓ ଉଦ୍ଧାର କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ନିମନ୍ତେ ଭାରତ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀଲଙ୍କା ବନ୍ୟା, ଭୂସ୍ଖଳନରେ ଧନଜୀବନ ହାନି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଶୋକ

May 27th, 12:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାରେ ବନ୍ୟା ଓ ଭୂସ୍ଖଳନ ହେତୁ ଘଟିଥିବା ଧନ ଜୀବନ ହାନିରେ ଗଭୀର ଦୁଃଖ ଓ ଶୋକ ପ୍ରକଟ କରିଛନ୍ତି । ‘‘ଶ୍ରୀଲଙ୍କାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ଧନ ଜୀବନ ହାନି ହୋଇଥିବାରୁ ଭାରତ ଏଥିରେ ଗଭୀର ଶୋକ ପ୍ରକାଶ କରୁଛି । ଏହି ଦୁଃଖଦ ମୂହୁର୍ତ୍ତରେ ଭାରତ ଶ୍ରୀଲଙ୍କାର ଭାଇ, ଭଉଣୀମାନଙ୍କ ସହିତ ଛିଡା ହୋଇଛି ।

PM condoles the loss of lives due to the landslides in Darjeeling district; announces compensation of Rs. 2 lakh from the PMNRF, to the families of the deceased

July 01st, 03:30 pm