ବାଂଲାଦେଶର ଜାତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 26th, 04:26 pm

PM Modi took part in the National Day celebrations of Bangladesh in Dhaka. He awarded Gandhi Peace Prize 2020 posthumously to Bangabandhu Sheikh Mujibur Rahman. PM Modi emphasized that both nations must progress together for prosperity of the region and and asserted that they must remain united to counter threats like terrorism.

ଜାତୀୟ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

March 26th, 04:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ବାଂଲାଦେଶ ଗସ୍ତ ଅବସରରେ ବାଂଲାଦେଶ ସ୍ୱାଧୀନତାର ସୁବର୍ଣ୍ଣଜୟନ୍ତୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଂଲାଦେଶ ରାଷ୍ଟ୍ରପତି, ମହାମହିମ ମହମ୍ମଦ ଅବଦୁଲ ହମିଦ, ବାଂଲାଦେଶର ପ୍ରଧାନମନ୍ତ୍ରୀ, ମାନ୍ୟବର ଶେଖ ହସିନା; ଶେଖ୍ ମୁଜିବୁର ରହମାନଙ୍କ ସାନ ଝିଅ ଶେଖ ରେହାନା; ମୁଜିବ ବୋରଶୋ ଉତ୍ସବ ପାଇଁ ଜାତୀୟ କାର୍ଯ୍ୟକାରିତା କମିଟିର ମୁଖ୍ୟ ସଂଯୋଜକ ଡକ୍ଟର କମଲ ଅବଦୁଲ ନାସିର ଚୌଧୁରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ତେଜଗାଓଁର ଜାତୀୟ ପ୍ୟାରେଡ ସ୍କୋୟାରରେ ହୋଇଥିଲା । ଏହା ସହ ବାଂଲାଦେଶର ଜାତୀୟ ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀକୁ ସ୍ମରଣ କରିଥିଲା ।

ପଶ୍ଚିମବଙ୍ଗର ଶାନ୍ତିନିକେତନରେ ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

May 25th, 05:12 pm

ମଞ୍ଚ ଉପରେ ବିରାଜମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ମହାଶୟା, ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀମାନ କେଶରୀ ନାଥ ତ୍ରିପାଠୀ ମହାଶୟ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ମହାଶୟା, ବିଶ୍ୱଭାରତୀର ଉପାଚାର୍ଯ୍ୟ ତଥା ଉପକୁଳପତି ପ୍ରଫେସର ସବୁଜ କଲୀ ସେନ ଏବଂ ରାମକୃଷ୍ଣ ମିଶନ ବିବେକାନନ୍ଦ ପ୍ରତିଷ୍ଠାନର ଉପାଚାର୍ଯ୍ୟ ଓ ଉପକୁଳପତି ପୂଜ୍ୟ ସ୍ୱାମୀ ଆତ୍ମପ୍ରିୟାନନ୍ଦ ଜୀ ଏବଂ ଏଠାରେ ଉପସ୍ଥିତ ବିଶ୍ୱଭାରତୀର ଅଧ୍ୟାପକଗଣ ଆଉ ମୋର ପ୍ରିୟ ଯୁବ ସାଥୀଗଣ ।

ପଶ୍ଚିମବଙ୍ଗର ଶାନ୍ତିନିକେତନରେ ବାଂଲାଦେଶ ଭବନ ଉଦ୍ଘାଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

May 25th, 02:41 pm

ମିତ୍ର ରାଷ୍ଟ୍ର ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ମହାଶୟା, ସମ୍ମାନନୀୟ ଅତିଥିଗଣ, ମୁଖ୍ୟମନ୍ତ୍ରୀ ମହାଶୟା, ପଶ୍ଚିମବଙ୍ଗର ରାଜ୍ୟପାଳ ମହାଶୟ, ସାଥୀଗଣ ।

ପ୍ରଧାନମନ୍ତ୍ରୀଙ୍କ ଶାନ୍ତିନିକେତନ ଗସ୍ତ, ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଲେ, ବାଂଲାଦେଶ ଭବନ ଉଦ୍ଘାଟନ

May 25th, 01:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତ କରିଥିଲେ ।

PM thanks leaders on passage of India-Bangladesh Land Boundary Bill in the Parliament

May 07th, 08:10 pm