ମାର୍ଚ୍ଚ ୧୭ ତାରିଖରେ ଏଲ୍ବିଏସ୍ଏନଏଏ ରେ ୯୬ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ସମାବର୍ତ୍ତମନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
March 16th, 09:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୭ ତାରିଖ ଦିନ ମଧ୍ୟାହ୍ନ ୧୨ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ (ଏଲ୍ଏସ୍ଏନ୍ଏଏ) ରେ ୯୬ ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନୂତନ କ୍ରୀଡା ସୌଧର ଉଦଘାଟନ କରିବେ ଏବଂ ନବୀକରଣ ହୋଇଥିବା ହାପି ଭ୍ୟାଲି କମ୍ପେ୍ଲକ୍ସକୁ ଦେଶକୁ ଉତ୍ସର୍ଗ କରିବେ ।ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ପରେଡ଼ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 04th, 11:07 am
କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗ ଶ୍ରୀ ଅମିତ ଶାହ ଜୀ, ଡକ୍ଟର ଜୀତେନ୍ଦ୍ର ସିଂହ ଜୀ, ଜି କ୍ରିଷ୍ଣା ରେଡ୍ଡୀ ଜୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡ଼େମୀର ଅଧିକାରୀଗଣ ଯେଉଁମାନେ ଆଜି ଏହି ଦୀକ୍ଷାନ୍ତ ପରେଡ଼ରେ ଏଠାରେ ଉପସ୍ଥିତ ଅଛନ୍ତି ଏବଂ 71 ଆରଆରର ମୋର ଯୁବ ବନ୍ଧୁଗଣ ଯେଉଁମାନେ ଯୁବ ମାନସିକତା ନେଇ ଭାରତୀୟ ପୁଲିସ ସେବାର ନେତୃତ୍ୱ ନେବାକୁ ଯାଉଛନ୍ତି ।ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ
September 04th, 11:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (04.09.2020) ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ପୁଲିସ ସେବା (ଆଇପିଏସ) ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କରିଛନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମି (ଏସଭିପିଏନପିଏ)ଠାରେ ଅନୁଷ୍ଠିତ ଦୀକ୍ଷାନ୍ତ ପରେଡ ସମାରୋହରେ ସେ ଭାବବିନିମୟ କରିଛନ୍ତି ।ଆଇପିଏସ୍ ଶିକ୍ଷାନବୀଶଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
September 03rd, 05:04 pm
2020 ସେପ୍ଟେମ୍ବର 4 ତାରିଖ ପୂର୍ବାହ୍ନ 11ଟା ବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀ (ଏସଭିପି ଏନପିଏ)ର ଦିକ୍ଷାନ୍ତ ପ୍ୟାରେଡ୍ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଇପିଏସ୍ ଶିକ୍ଷାନବୀଶଙ୍କ ସହ ଆଲୋଚନା କରିବେ ।ଅମଲାତନ୍ତ୍ରରେ କନିଷ୍ଠ-ବରିଷ୍ଠ ମାନସିକତା ଓ ପୃଥକ ଭାବନାରୁ ଊଦ୍ଧ୍ୱର୍କୁ ଯାଇ ମିଳିତ ଭାବେ କାମ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
October 31st, 03:53 pm
ଗୁଜରାଟର କେୱଡ଼ିଆଠାରେ ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ, ମସୁରୀ ଓ କାର୍ମିକ ଓ ତାଲିମ ବିଭାଗ ଦ୍ୱାରା ମିଳିତ ଭାବେ ଆୟୋଜିତ 94ତମ ପ୍ରଶାସନିକ ସେବା ପ୍ରାରମ୍ଭିକ ପାଠ୍ୟକ୍ରମର 430 ଜଣ ଶିକ୍ଷାନବୀସଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତ ବିନିମୟ କରିଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର ଅକ୍ଟୋବର 27, 2017
October 27th, 07:40 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।PM addresses Officer Trainees of the 92nd Foundation Course at LBSNAA, Mussoorie, on the 2nd day of his visit
October 27th, 05:16 pm
PM Modi addressed over 360 Officer Trainees of the 92nd Foundation Course at LBSNAA, Mussoorie, on the 2nd day of his visit. Addressing the officer trainees, the PM stressed on the importance of Jan Bhagidari for policy initiatives to be successfully implemented.ଲାଲବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀକୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଗସ୍ତ;
October 26th, 08:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମସୌରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡ଼େମୀ ଗସ୍ତରେ ଯାଇ ସେଠାରେ 92ତମ ଫାଉଣ୍ଡେସନ୍ କୋର୍ସରେ ତାଲିମ ପାଉଥିବା ଅଧିକାରୀମାନଙ୍କ ସହ ମତ ବିନିମୟ କରିଛନ୍ତି । ଏହି ପାଠ୍ୟକ୍ରମରେ ମୋଟ 360ଜଣ ଅଧିକାରୀ ତାଲିମ ନେଉଛନ୍ତି ।