ଦିଲ୍ଲୀ ମେଟ୍ରୋ ର ଚତୁର୍ଥ ପର୍ଯ୍ୟାୟ ପ୍ରକଳ୍ପର ଦୁଇଟି କରିଡରକୁ କ୍ୟାବିନେଟ୍ ମଞ୍ଜୁରି (୧) ଲାଜପତ ନଗରରୁ ସାକେତ ଜି-ବ୍ଲକ ଏବଂ (୨) ଇନ୍ଦ୍ରଲୋକରୁ ଇନ୍ଦ୍ରପ୍ରସ୍ଥ

March 13th, 03:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟ ପ୍ରକଳ୍ପର ଦୁଇଟି ନୂତନ କରିଡରକୁ ଅନୁମୋଦନ ମିଳିଛି ଯାହା ଜାତୀୟ ରାଜଧାନୀରେ ମେଟ୍ରୋ ସଂଯୋଗକୁ ଆହୁରି ଉନ୍ନତ କରିବ ବୋଲି ଆଶା କରାଯାଉଛି ।