ଗ୍ରୀସ୍ର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 02nd, 08:22 am
ଗ୍ରୀସ୍ର ପ୍ରଧାନମନ୍ତ୍ରୀ ଶ୍ରୀ କିରିୟାକୋସ୍ ମିତ୍ସୋଟାକିସ୍ ଫୋନ୍ କଲ୍ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି ।ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି
February 21st, 01:30 pm
ପ୍ରଧାନମନ୍ତ୍ରୀ ମିତସୋ-ତାକିସ୍ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭାରତରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଗତବର୍ଷ ଗ୍ରୀସ୍ ଗସ୍ତ ପରେ ତାଙ୍କର ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାର ସଙ୍କେତ। ଏବଂ ଷୋହଳ ବର୍ଷ ର ବ୍ୟବଧାନ ପରେ ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ନିଶ୍ଚିତ ଭାବରେ ଏକ ଐତିହାସିକ ଅବସର ।ଭାରତ-ଗ୍ରୀସ୍ ସଂଯୁକ୍ତ ବକ୍ତବ୍ୟ
August 25th, 11:11 pm
ପ୍ରଧାନମନ୍ତ୍ରୀ ମିତସୋଟାକିସ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସ୍ବୀକାର କରିଛନ୍ତି ଯେ ଉଭୟ ଭାରତ ଏବଂ ଗ୍ରୀସ୍ ଐତିହାସିକ ସଂଯୋଗର ଆଦାନ ପ୍ରଦାନ କରିଛନ୍ତି ଏବଂ ସହମତ ହୋଇଛନ୍ତି ଯେ ଯେଉଁ ସମୟରେ ବିଶ୍ୱସ୍ତରୀୟ ଅତୁଳନୀୟ ପରିବର୍ତ୍ତନ ଘଟୁଛି, ସେତେବେଳେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ବଢ଼ାଇବା ପାଇଁ ପୁନଃନିର୍ମାଣ ଆଭିମୁଖ୍ୟ ଆବଶ୍ୟକ।ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ବ୍ୟବସାୟିକ ମଧ୍ୟାହ୍ନ ଭୋଜନରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ
August 25th, 08:33 pm
ଏହି କାର୍ଯ୍ୟକ୍ରମରେ ଜାହାଜ ଚଳାଚଳ, ଭିତ୍ତିଭୂମି, ଶକ୍ତି ସମେତ ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ଭାରତୀୟ ଏବଂ ଗ୍ରୀକ ସିଇଓମାନେ ଅଂଶଗ୍ରହଣ କରିଥିଲେ।ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
August 25th, 05:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଅଗଷ୍ଟ ୨୦୨୩ ରେ ଏଥେନ୍ସ ଠାରେ ଗ୍ରୀସର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କିରିଆକୋସ୍ ମିତ୍ସୋତାକିସଙ୍କୁ ଭେଟିଥିଲେ ।ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି
August 25th, 02:45 pm
ସର୍ବପ୍ରଥମେ ଗ୍ରୀସ୍ର ଜଙ୍ଗଲରେ ନିଆଁ ଲାଗିବା ଭଳି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ମୁଁ ଏବଂ ଭାରତର ସମସ୍ତ ଜନସାଧାରଣଙ୍କ ତରଫରୁ ସମବେଦନା ଜଣାଉଛି ।ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
August 22nd, 06:17 am
ଦକ୍ଷିଣ ଆଫ୍ରିକା ଅଧ୍ୟକ୍ଷତାରେ ଜୋହାନ୍ସବର୍ଗଠାରେ ଆୟୋଜିତ ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ସିରିଲ ରାମାଫୋସାଙ୍କ ନିମନ୍ତ୍ରଣକ୍ରମେ ମୁଁ ୨୨-୨୪ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି ।