India has not given world 'Yuddha', but Buddha: PM Modi at International Abhidhamma Divas

October 17th, 10:05 am

PM Modi addressed the celebration of International Abhidhamma Divas and the recognition of Pali as a classical language at Vigyan Bhavan, New Delhi. He emphasized the significance of Pali in understanding Buddha's teachings and highlighted the importance of preserving linguistic heritage. The PM spoke about India's commitment to promoting Lord Buddha's teachings globally.

ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 17th, 10:00 am

ନୂଆଦିଲ୍ଲୀର ବିଜ୍ଞାନଭବନରେ ଆଜି ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଭଗବାନ ବୁଦ୍ଧଙ୍କ ଦିବ୍ୟକ୍ଷେତ୍ରରୁ ଅଭିଧମ୍ମ ଶିକ୍ଷା ସ୍ମୃତିରେ ଅଭିଧମ୍ମ ଦିବସ ପାଳନ କରାଯାଇଥାଏ । ଭଗବାନ ବୁଦ୍ଧଙ୍କ ଶିକ୍ଷା ଗୁଡ଼ିକ କେବଳ ପାଲି ଭାଷାରେ ଉପଲବ୍ଧ ହୋଇଥାଏ । ନିକଟରେ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଚଳିତ ବର୍ଷର ଅଭିଧମ୍ମ ଦିବସ ଉତ୍ସବର ଗୁରୁତ୍ୱ ବୃଦ୍ଧି ପାଇଛି ।

କୁଶୀନଗର ବିକାଶରେ ଖିରକିଆ ଠାରୁ ଜଟାହା ବଜାର ପର୍ଯ୍ୟନ୍ତ ୧୭ କିଲୋମିଟର ଲମ୍ବର ରାସ୍ତା ର୍ନିମାଣ ଅଧିକ ସହାୟକ ଦେବ: ପ୍ରଧାନମନ୍ତ୍ରୀ

February 27th, 01:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଉତ୍ତରପ୍ରଦେଶର କୁଶୀନଗର ଲୋକସଭା ର୍ନିବାଚନମଣ୍ଡଳୀର ଖିରକିଆ ଠାରୁ ଜଟାହା ବଜାର ପର୍ଯ୍ୟନ୍ତ ୧୭ କିଲୋମିଟର ଦୀର୍ଘ ରାସ୍ତା ର୍ନିମାଣ କୁଶୀନଗରର ବିକାଶରେ ଅଧିକ ଉତ୍ସାହ ଯୋଗାଇବ ।

ଉତ୍ତର ପ୍ରଦେଶର ଜାଲୋନ ଠାରେ ବୁଂଦେଲଖଣ୍ଡ ଏକ୍ସପ୍ରେସ-ୱେର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

July 16th, 04:17 pm

ୟୁପିର ଲୋକମାନଙ୍କୁ, ବୁଂଦେଲଖଣ୍ଡର ସମସ୍ତ ଭଉଣୀ-ଭାଇମାନଙ୍କୁ ଆଧୁନିକ ବୁଂଦେଲଖଣ୍ଡ ଏକ୍ସପ୍ରେସ-ୱେର ଉଦଘାଟନ ଅବସରରେ ବହୁତ ବହୁତ ଶୁଭେଚ୍ଛା । ବହୁତ ବହୁତ ଶୁଭକାମନା । ଏହି ଏକ୍ସପ୍ରେସ ୱେ ବୁଂଦେଲଖଣ୍ଡର ଗୌରବଶାଳୀ ପରମ୍ପରାକୁ ସମର୍ପିତ ହୋଇଛି । ଯେଉଁ ଜନ୍ମଭୂମି ଅଗଣିତ ବୀର ଯୋଦ୍ଧାମାନଙ୍କୁ ଜନ୍ମ ଦେଇଛି । ଯେଉଁମାନଙ୍କ ରକ୍ତରେ ଭାରତ ଭକ୍ତି ପ୍ରବାହିତ ହେଉଛି, ଯେଉଁଠିକାର ପୁଅ- ଝିଅମାନଙ୍କ ପରାକ୍ରମ ଏବଂ ପରିଶ୍ରମ ସବୁବେଳେ ଦେଶର ନାମକୁ ଉଜ୍ୱଳ କରିଛି, ସେହି ବୁଂଦେଲଖଣ୍ଡର ଧରିତ୍ରୀକୁ ଆଜି ଏକ୍ସପ୍ରେସ-ୱେର ଏହି ଉପହାର ଦେବାକୁ ଯାଇ ଉତ୍ତର ପ୍ରଦେଶର ସାଂସଦ ଭାବରେ, ଉତ୍ତର ପ୍ରଦେଶର ଜନପ୍ରତିନିଧି ଭାବରେ ମୋତେ ବିଶେଷ ଖୁସି ଲାଗୁଛି ।

ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ; ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦ୍‌ଘାଟିତ

July 16th, 10:25 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତ କରି ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ (ଏକ୍ସପ୍ରେସ ସଡକ)କୁ ଉଦ୍‌ଘାଟନ କପରିଛନ୍ତି । ଏହି ଉପଲକ୍ଷେ ଜଲାଉଁ ଜିଲ୍ଲାର ଓରାଇ ତହସିଲ ଅନ୍ତର୍ଗତ କୈଠେରୀ ଗାଁରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟର ମନ୍ତ୍ରୀଗଣ ଓ ଲୋକ ପ୍ରତିନିଧିମାନେ ଯୋଗଦେଇଥିଲେ । ୨୯୬କି.ମି. ଦୈର୍ଘ୍ୟ ଚାରିଲେନ ବିଶିଷ୍ଟି ଏହି ଏକ୍ସପ୍ରେସ ସଡକ ୧୪ହଜାର ୮୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ।

ନେପାଳରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ଏବଂ ଲୁମ୍ବିନୀ ଦିବସ ୨୦୨୨ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ଅଭିଭାଷଣ

May 16th, 09:45 pm

କିଛି ସମୟ ପୂର୍ବରୁ ମାୟାଦେବୀ ମନ୍ଦିରରେ ଦର୍ଶନ କରିବାର ଯେଉଁ ସୁଯୋଗ ମୋତେ ପ୍ରାପ୍ତ ହୋଇଛି, ତାହା ମଧ୍ୟ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ । ସେହି ସ୍ଥାନ ଯେଉଁଠାରେ ସ୍ୱୟଂ ଭଗବାନ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ, ସେଠାକାର ଶକ୍ତି, ସେଠାକାର ଚେତନା, ତାହା ଏକ ସଂପୂର୍ଣ୍ଣ ଭିନ୍ନ ଧରଣର ଅନୁଭବ । ଏକଥା ଦେଖି ମଧ୍ୟ ମୁଁ ଖୁବ୍‌ ଆନନ୍ଦିତ ଯେ ଏହି ସ୍ଥାନ ନିମନ୍ତେ ୨୦୧୪ ମସିହାରେ ମୁଁ ମହାବୋଧି ବୃକ୍ଷର ଯେଉଁ ଚାରା ପ୍ରଦାନ କରିଥିଲି, ତାହା ଏବେ ବିକଶିତ ହୋଇ ଏକ ବୃକ୍ଷରେ ପରିଣତ ହୋଇଛି ।

କୁଶୀନଗରର ମହାପରିନିର୍ବାଣ ସ୍ତୁପରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା

May 16th, 07:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ କୁଶୀନଗର, ଉତ୍ତରପ୍ରଦେଶରେ ସ୍ଥିତ ମହାପରିନିର୍ବାଣ ସ୍ତୁପରେ ପୂଜାର୍ଚ୍ଚନା କରିଥିଲେ । ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ, ନେପାଳ ଗସ୍ତ କରିଥିଲେ ଓ ମାୟାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଉବାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଲୁମ୍ବିନୀ ମଠ କ୍ଷେତ୍ରରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ଶିଳାନ୍ୟାସ ସମାରୋହରେ ଭାଗ ନେଇଥିଲେ । ଆନ୍ତର୍ଜାତିକ ସମ୍ମେଳନ କେନ୍ଦ୍ର ଓ ଲୁମ୍ବିନୀ ସ୍ଥିତ ଧ୍ୟାନ ହଲରେ ଆୟୋଜିତ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ମଧ୍ୟ ଶ୍ରୀ ମୋଦୀ ଭାଗ ନେଇଥିଲେ ।

ନେପାଳର ଲୁମ୍ବିନୀରେ ବୁଦ୍ଧଜୟନ୍ତୀ ସମାରୋହ

May 16th, 03:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର ଆରଜୁ ରାନା ଦେଉବା ମଧ୍ୟ ଯୋଗଦେଇଥିଲେ ।

Corrupt ‘Pariwarvadis’ are neither concerned about the middle class nor the poor: PM Modi in Maharajganj, UP

February 28th, 01:19 pm

Prime Minister Narendra Modi today addressed a public meeting in Maharajganj, Uttar Pradesh. PM Modi started his address by highlighting the challenges of the people living in the border areas of the country and how the strength of the country dictates the strength of the people living in border areas.

PM Modi addresses public meetings in Maharajganj and Ballia, Uttar Pradesh

February 28th, 01:17 pm

Prime Minister Narendra Modi today addressed public meetings in Maharajganj and Ballia, Uttar Pradesh. In Maharajganj, PM Modi started his address by highlighting the challenges of the people living in the border areas of the country and how the strength of the country dictates the strength of the people living in border areas.

ଗୁଜରାଟର ସୋମନାଥ ଠାରେ ନୂତନ ସର୍କିଟ୍ ହାଉସର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 21st, 11:17 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସୋମନାଥ ଠାରେ ନୂତନ ସର୍କିଟ ହାଉସର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ, ରାଜ୍ୟ ମନ୍ତ୍ରୀ, ସାଂସଦ, ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଗୁଜୁରାଟର ସୋମନାଥ ଠାରେ ନୂତନ ସର୍କିଟ ହାଉସର ଉଦଘାଟନ କରିଛନ୍ତି

January 21st, 11:14 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସୋମନାଥ ଠାରେ ନୂତନ ସର୍କିଟ ହାଉସର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ, ରାଜ୍ୟ ମନ୍ତ୍ରୀ, ସାଂସଦ, ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଉପସ୍ଥିତ ଥିଲେ ।

କେଦାରନାଥରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

November 05th, 10:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନେକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବା ସହିତ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଜାରି ରହିଥିବା ଭିତ୍ତିଭୂମି କାର୍ଯ୍ୟଗୁଡ଼ିକର ସମୀକ୍ଷା ଏବଂ ଯାଞ୍ଚ ମଧ୍ୟ ସେ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ । କେଦାରନାଥ ଧାମ ସହିତ ୧୨ ଜ୍ୟୋର୍ତିଲିଙ୍ଗ ଏବଂ ୪ ଧାମ ଓ ସମଗ୍ର ବିଶ୍ୱର ଅନେକ ସ୍ଥାନରେ ଏକକାଳୀନ ପ୍ରାର୍ଥନା କରାଯାଇଥିଲା ଏବଂ ସମସ୍ତ କାର୍ଯ୍ୟକ୍ରମ କେଦାରନାଥ ଧାମର ମୁଖ୍ୟ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିଲା ।

ଉତରପ୍ରଦେଶର କୁଶୀନଗରରେ ବହୁମୁଖୀ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 20th, 01:25 pm

ଭଗବାନ ବୁଦ୍ଧଙ୍କର ପରିନିର୍ବାଣ ସ୍ଥଳୀ କୁଶୀନଗର ପରଉତ୍ତରା ସଭନ କେ ପରନାମ କା ରାହଲ ବାନୀ । ଆଜି ଆମର ବିମାନବନ୍ଦରର ଉଦଘାଟନ ଏବଂ ମେଡିକାଲ କଲେଜର ଶିଳାନ୍ୟାସ ହେଲା, ଯେଉଁ ରଉରାରେ ବହୁତ ଦିନ ହେଲା ଦାବି ରହି ଆସିଥିଲା । ଏବେ ଏହିଠାରୁ ଉଡ଼ାଜାହାଜ ମଧ୍ୟ ଉଡ଼ିବ ଏବଂ ଗୁରୁତର ରୋଗର ଚିକିତ୍ସା ମଧ୍ୟ ହେବ। ଏହା ସହିତ ରଉରା ସଭନର ବହୁତ ବଡ଼ ସ୍ବପ୍ନ ମଧ୍ୟ ପୂରଣ ହୋଇ ଯାଇଛି । ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା !

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁଶୀନଗର ରାଜକୀୟ ମେଡିକାଲ କଲେଜ ଭିତ୍ତିପ୍ରସ୍ତର ସ୍ଥାପନ

October 20th, 01:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଶୀନଗର ରାଜକୀୟ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ ମଧ୍ୟ କୁଶୀନଗରର ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ।

ୟୁପିର କୁଶୀନଗର ଠାରେ ମହାପରିନିର୍ବାଣ ମନ୍ଦିରରେ ଅଭିଧାମ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 20th, 12:31 pm

ଏହି ପବିତ୍ର ମଙ୍ଗଳ କାର୍ଯ୍ୟକ୍ରମରେ ଉପସ୍ଥିତ ଉତ୍ତରପ୍ରଦେଶର ରାଜ୍ୟାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ ମହାଶୟା, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହାଶୟ, କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଜି.କିଷନ ରେଡ୍ଡୀ ମହାଶୟ, ଶ୍ରୀ କିରଣ ରିଜିଜୁ ମହାଶୟ, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ମହାଶୟ, ଶ୍ରୀଲଙ୍କାରୁ କୁଶୀନଗର ଆସିଥିବା, ଶ୍ରୀଲଙ୍କା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀମାନ ନମଲ ରାଜପକ୍ଷେ ମହାଶୟ, ଶ୍ରୀଲଙ୍କାରୁ ଆସିଥିବା ଅତି ପୂଜନୀୟ, ଆମର ଅନ୍ୟାନ୍ୟ ଅତିଥିଗଣ, ମ୍ୟାଁମାର, ଭିଏତନାମ, କମ୍ବୋଡିଆ, ଥାଇଲ୍ୟାଣ୍ଡ, ଲାଓ ପିଡିଆର, ଭୁଟାନ ଏବଂ ଦକ୍ଷିଣ କୋରିଆରେ ଥିବା ଭାରତର ମହାମହିମ ରାଷ୍ଟ୍ରଦୂତଗଣ, ଶ୍ରୀଲଙ୍କା, ମଙ୍ଗୋଲିୟା, ଜପାନ, ସିଙ୍ଗାପୁର, ନେପାଳ ଏବଂ ଅନ୍ୟ ଦେଶର ବରିଷ୍ଠ ରାଜନାୟକ, ସମସ୍ତ ସମ୍ମାନିତ ଭିକ୍ଷୁଗଣ, ଆଉ ଗଭବାନ ବୁଦ୍ଧଙ୍କର ସମସ୍ତ ଅନୁଗାମୀ ସାଥୀଗଣ!

ପ୍ରଧାନମନ୍ତ୍ରୀ କୁଶୀନଗରର ମହାପରିନିର୍ଭାଣ ମନ୍ଦିରରେ ଅଭିଧାମ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି

October 20th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁଶୀନଗରର ମହାପରିନିର୍ଭାଣ ମନ୍ଦିରରେ ଅଭିଧାମ ଦିବସ ପାଳନ ଅବସରରେ ଅଂଶଗ୍ରହଣ କରିଥିଲେ । ଉତ୍ତରପ୍ରଦେଶର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି କିଶାନ ରେଡ୍ଡୀ, ଶ୍ରୀ କିରେନ ରିଜିଜୁ, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶ୍ରୀଲଙ୍କା ସରକାରରେ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନମଲ ରାଜପକ୍‍ସା, ଶ୍ରୀଲଙ୍କାର ବୌଦ୍ଧ ପ୍ରତିନିଧୀ, ମିଆଁମାର, ଭିଏତନାମ, କାମ୍ବୋଡିଆ, ଥାଇଲ୍ୟାଣ୍ଡ, ଲାଓ ପିଡିଆର, ଭୁଟାନ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ମୋଙ୍ଗୋଲିଆ, ଜାପାନ, ସିଙ୍ଗାପୁର, ନେପାଳର କୂଟନୀତିଜ୍ଞ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଉତ୍ତରପ୍ରଦେଶରେ କୁଶୀନଗର ଆନ୍ତର୍ଜାତୀୟ ବିମାନବନ୍ଦରର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୁଖ୍ୟାଂଶ

October 20th, 10:33 am

ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ରମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ କିରଣ ରିଜିଜ୍ଜୁ ଜୀ, ଶ୍ରୀ କିଷନ ରେଡ୍ଡୀ ଜୀ, ଜେନେରାଲ ବି.କେ. ସିଂ ଜୀ, ଶ୍ରୀ ଅର୍ଜୁନରାମ ମେଘୱାଲ ଜୀ, ଶ୍ରୀ ଶ୍ରୀପଦ ନାୟକ ଜୀ, ଶ୍ରୀମତୀ ମିନାକ୍ଷୀ ଲେଖି ଜୀ, ୟୁପି ସରକାରରେ ମନ୍ତ୍ରୀ ଶ୍ରୀ ନନ୍ଦଗୋପାଳ ନନ୍ଦୀ ଜୀ, ସଂସଦରେ ମୋର ସାଥୀ ଶ୍ରୀ ବିଜୟ କୁମାର ଦୁବେ ଜୀ, ବିଧାୟକ ଶ୍ରୀ ରଜନୀକାନ୍ତମଣି ତ୍ରିପାଠୀ ଜୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ-କୁଟନୀତିଜ୍ଞ, ଅନ୍ୟାନ୍ୟ ଜନପ୍ରତିନିଧି ବୃନ୍ଦ,

କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

October 20th, 10:32 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୨୦.୧୦.୨୦୨୧) କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ୨ଠ ଅକ୍ଟୋବର ଦିନ ଉତ୍ତର ପ୍ରଦେଶ ଯାତ୍ରା କରିବେଏବଂ କୁଶୀନଗର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଉଦଘାଟନ କରିବେ

October 19th, 10:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨ଠ ଅକ୍ଟୋବର, ୨ଠ୨୧ ଦିନ ଉତ୍ତର ପ୍ରଦେଶ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧ଠଟା ସମୟରେ କୁଶୀନଗର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଉଦଘାଟନ କରିବେ । ଏହାପରେ, ପ୍ରାୟ ୧୧.୩ଠ ମିନିଟ ସମୟରେ, ସେ ମହାପରିନିର୍ବାଣ ମନ୍ଦିରରେ ଅଭିଧମ୍ମ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ଅପରାହ୍ଣ ପ୍ରାୟ ୧.୧୫ ମିନିଟରେ କୁଶୀନଗର ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବା ପାଇଁ ଏକ ସାର୍ବଜନିକ ସମାରୋହରେ ଯୋଗଦେବେ ।