ଆମ ପାଇଁ ଭଲ ରାଜନୀତିର ମାନେ ହେଉଛି ବିକାଶ ଏବଂ ସୁଶାସନ :କଟକରେ ପ୍ରଧାନମନ୍ତ୍ରୀ ମୋଦୀ
May 26th, 06:16 pm
ଏନଡିଏ ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର କଟକରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଲେ ,ଗତ ଚାରି ବର୍ଷରେ ବିଜେପି ଏକ ଦଳ ,ଯିଏ ପଂଚାୟତରୁ ସଂସଦ ପର୍ଯ୍ୟନ୍ତ ଉପସ୍ଥିତ ଥିଲା । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଲେ ଯେ 'ସାଫ ନିୟତ ,ସହି ବିକାଶ' ର ସହିତ ଦେଶ ବିକାଶ ମାର୍ଗରେ ଆଗକୁ ବଢ଼ିବା ଜାରି ରହିବ ।ଆମ ପାଇଁ ଭଲ ରାଜନୀତିର ମାନେ ହେଉଛି ବିକାଶ ଏବଂ ସୁଶାସନ :କଟକରେ ପ୍ରଧାନମନ୍ତ୍ରୀ ମୋଦୀ
May 26th, 06:15 pm
ଏନଡିଏ ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର କଟକରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଲେ ,ଗତ ଚାରି ବର୍ଷରେ ବିଜେପି ଏକ ଦଳ ,ଯିଏ ପଂଚାୟତରୁ ସଂସଦ ପର୍ଯ୍ୟନ୍ତ ଉପସ୍ଥିତ ଥିଲା । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଲେ ଯେ 'ସାଫ ନିୟତ ,ସହି ବିକାଶ' ର ସହିତ ଦେଶ ବିକାଶ ମାର୍ଗରେ ଆଗକୁ ବଢ଼ିବା ଜାରି ରହିବ ।Congress does not care about ‘dil’, they only care about ‘deals’: PM Modi
May 06th, 11:55 am
Addressing a massive rally at Bangarapet, PM Modi said these elections were not about who would win or lose, but, fulfilling aspirations of people. He accused the Karnataka Congress leaders for patronising courtiers who only bowed to Congress leaders in Delhi not the aspirations of the people.କଂଗ୍ରେସ ପାଇଁ ବିଦାୟ ନିଲାମ କରନ୍ତୁ ,କାରଣ କର୍ଣ୍ଣାଟକର ଲୋକମାନଙ୍କ କଲ୍ୟାଣ ବିଷୟରେ କଂଗ୍ରେସ ଧ୍ୟାନ କେନ୍ଦ୍ରିତ କରିପାରିବ ନାହିଁ :ପ୍ରଧାନମନ୍ତ୍ରୀ ମୋଦୀ
May 06th, 11:46 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକରେ ଚାରୋଟି ଚିତ୍ରଦୁର୍ଗ ,ରାୟଚୁର ,ବାଗଲକୋଟ ଏବଂ ହୁବଳୀ ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରି କହିଲେ ,କଂଗ୍ରେସ ବିଭାଜନକାରୀ ରାଜନୀତି କରୁଛି ଏବଂ ସେମାନେ କର୍ଣ୍ଣାଟକର କୃଷକମାନଙ୍କ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ କରୁନାହାନ୍ତି । ସେ କର୍ଣ୍ଣାଟକର ଲୋକମାନଙ୍କୁ ସେମାନଙ୍କ କଲ୍ୟାଣ ଦିଗରେ ବିଚାର କରି କଂଗ୍ରେସର ବିଦାୟ ନିଲାମ କରିବାକୁ କହିଛନ୍ତି ।କ୍ରିଷ୍ଣା ନଦୀ ଡଙ୍ଗାବୁଡି ଘଟଣାରେ ଜୀବନ ହାନି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଶୋକ
November 13th, 10:01 am
କ୍ରିଷ୍ଣା ନଦୀରେ ଡଙ୍ଗାବୁଡି ଘଟଣାରେ ମୃତ ବ୍ୟକ୍ତିମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।