କ୍ୟାବିନେଟ୍ ନିଷ୍ପତ୍ତି : ଜାତୀୟ ପ୍ରାକୃତିକ କୃଷି ମିଶନର ଶୁଭାରମ୍ଭ
November 25th, 08:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବରେ ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନ (ଏନଏମଏନଏଫ)ର ଶୁଭାରମ୍ଭକୁ ମଞ୍ଜୁରି ମିଳିଛି ।ମୋଟ୍ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
September 02nd, 04:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ୍ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ ମଞ୍ଜୁର କରାଯାଇଛି।ଦେଶର କୃଷକମାନଙ୍କୁ ସଶକ୍ତ କରିବାକୁ ସରକାର ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ
August 11th, 04:50 pm
ପ୍ରାକୃତିକ ଚାଷ ପ୍ରତି କୃଷକମାନଙ୍କର ଆଗ୍ରହ ବୃଦ୍ଧି ପାଉଥିବାରୁ ଶ୍ରୀ ମୋଦୀ ଖୁସି ପ୍ରକାଶ କରିଛନ୍ତି। ଏହି ଅବସରରେ ଚାଷୀମାନଙ୍କର ଅନୁଭୂତି ଶୁଣିବା ସହ ପ୍ରାକୃତିକ ଚାଷର ଉପକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।୧୦୯ ଟି ଉଚ୍ଚ ଉତ୍ପାଦନକ୍ଷମ ଏବଂ ଜଳବାୟୁ ସହନଶୀଳ ପ୍ରଜାତିର ଫସଲ ଜାରି କଲେ ପ୍ରଧାନମନ୍ତ୍ରୀ
August 11th, 02:00 pm
ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ନୂତନ ଫସଲ ପ୍ରଜାତିର ମହତ୍ତ୍ୱ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ କିସମଗୁଡିକ ଅତ୍ୟନ୍ତ ଲାଭଦାୟକ ହେବ କାରଣ ଏହା ଚାଷୀଙ୍କ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବା ସହିତ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ ।ଆନ୍ତର୍ଜାତିକ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 03rd, 09:35 am
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ଅନ୍ତର୍ଜାତୀୟ କୃଷି ଅର୍ଥନୀତି ସମ୍ମିଳନୀର ସଭାପତି ଡ. ମତିନ କାଇମ୍,ନୀତି ଆୟୋଗର ସଦସ୍ୟ ଶ୍ରୀ ରମେଶ ଜୀ,ଭାରତ ଏବଂ ଅନ୍ୟ ଦେଶର କୃଷି ବୈଜ୍ଞାନିକଗଣ, ଗବେଷଣା ସହ ଜଡ଼ିତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଆମର ସହକର୍ମୀ,କୃଷି କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞ ଏବଂ ଅଂଶୀଦାର, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ,କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
August 03rd, 09:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନଏଏସସି) କମ୍ପ୍ଲେକ୍ସରେ କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଆନ୍ତର୍ଜାତିକ ସମ୍ମିଳନୀ (ଆଇସିଏଇ)କୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ହେଉଛି, ସ୍ଥାୟୀ କୃଷି - ଖାଦ୍ୟ ପ୍ରଣାଳୀ ଦିଗରେ ପରିବର୍ତ୍ତନ’ । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ବଳ ଅବକ୍ଷୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ସଂଘର୍ଷ ଭଳି ବୈଶ୍ୱିକ ଆହ୍ୱାନର ସମ୍ମୁଖୀନ ହୋଇ ସ୍ଥାୟୀ କୃଷିର ଜରୁରୀ ଆବଶ୍ୟକତାକୁ ମୁକାବିଲା କରିବା ହେଉଛି ଏହାର ଲକ୍ଷ୍ୟ । ଏହି ସମ୍ମିଳନୀରେ ପ୍ରାୟ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।ଡିସେମ୍ବର ୯ରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବେ
December 07th, 07:58 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୯, ୨୦୨୩ ଦିନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।Prime Minister Narendra Modi to interact with beneficiaries of government schemes in Shimla, Himachal Pradesh
May 30th, 12:49 pm
Prime Minister Narendra Modi will interact with the beneficiaries of about sixteen schemes and progammes spanning nine Ministries and Departments of the Government of India as part of Azadi Ka Amrit Mahotsav celebrations. The national level event, named “Garib Kalyan Sammelan”, will be held at Shimla on 31st May.ପ୍ରାକୃତିକ ଚାଷ ଉପରେ ଜାତୀୟ କନକ୍ଲେଭରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
December 16th, 04:25 pm
ଗୁଜୁରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଜୀ, ଗୃହ ଓ ସହଯୋଗ ମନ୍ତ୍ରୀ ଶ୍ରୀ ଅମିତ ଭୋଇ ସାହବ ଜୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଜୀ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭୋଇ ପଟେଲ ଜୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମୋର କୃଷକ ଓ ଭାଇ ଓ ଭଉଣୀମାନେ, ଯେଉଁମାନେ ପ୍ରତ୍ୟେକ କୋଣରୁ ସଂଯୁକ୍ତ, ଆଜି ଦେଶର କୃଷି କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ମୁଁ ଦେଶର ବିଭିନ୍ନ ସ୍ଥାନରୁ କୃଷକମାନଙ୍କୁ ନିଶ୍ଚିତ ଭାବରେ ଏହି ନାସନାଲ କନକ୍ଲେଭ ଅଫ ପ୍ରାକୃତିକ ଚାଷରେ ଯୋଗ ଦେବାକୁ ଅନୁରୋଧ କରିଥିଲି । ଏହି ଅବସରରେ ମୁଁ ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ କରୁଛି । ମୁଁ ମଧ୍ୟ ଆଚାର୍ଯ୍ୟ ଦେବବତ୍ର ଜୀଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି । ମୁଁ ଆଜି ଜଣେ ଛାତ୍ରଙ୍କ ପରି ଅତି ଯତ୍ନର ସହ ତାଙ୍କ କଥା ଶୁଣୁଥିଲି । ମୁଁ ନିଜେ ଜଣେ କୃଷକ ନୁହେଁ, କିନ୍ତୁ ମୁଁ ଅତି ସହଜରେ ବୁଝିବାକୁ ସକ୍ଷମ ହେଲି, ପ୍ରାକୃତିକ ଚାଷ ପାଇଁ କ’ଣ ଆବଶ୍ୟକ, କ’ଣ କରିବା ଉଚିତ, ସେ ଅତି ସରଳ ଶବ୍ଦରେ ବ୍ୟାଖ୍ୟା କରିଥିଲେ ଏବଂ ମୁଁ ନିଶ୍ଚିତ ଯେ ଆଜିର ଏହି ମାର୍ଗଦର୍ଶନ ଆଉ ମୁଁ ଜାଣିଶୁଣି ଆଜି ଏଠାରେ ପୁରା ସମୟ ତାଙ୍କ କଥା ଶୁଣିବା ପାଇଁ ବସିଥିଲି । କାରଣ ମୁଁ ଜାଣିଥିଲି ଯେ ସେ ଯେଉଁ ସଫଳତା ହାସଲ କରିଛନ୍ତି, ସେହି ପ୍ରୟୋଗ ସଫଳତା ପୂର୍ବକ ଆଗକୁ ବଢ଼ାଇଛି । ଆମ ଦେଶର କୃଷକମାନେ ମଧ୍ୟ ସେମାନଙ୍କର ଲାଭର ଏହି କଥାକୁ କଦାପି ଅବମାନନା କରିପାରିବେ ନାହିଁ, ସେମାନେ କେବେ ମଧ୍ୟ ଭୁଲିପାରିବେ ନାହିଁ ।ପ୍ରାକୃତିକ ଚାଷ ଜାତୀୟ ବୈଠକରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
December 16th, 10:59 am
ପ୍ରାକୃତିକ କୃଷି ଉପରେ ହୋଇଥିବା ଜାତୀୟ ସମ୍ମିଳନୀକୁ ଆଜି (୧୬-୧୨-୨୧) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ଅମିତ ଶାହା, ନରେନ୍ଦ୍ର ସିଂ ତୋମାର, ଗୁଜରାଟ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଗଣ ଏଥିରେ ଉପସ୍ଥିତ ଥିଲେ ।ଡିସେମ୍ବର ୧୬ରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀର ଅନ୍ତିମ ଅଧିବେଶନରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଉଦ୍ବୋଧନ ଦେବେ
December 14th, 04:48 pm
ଗୁଜରାଟର ଆନନ୍ଦଠାରେ ଆଜିଠାରୁ ଆରମ୍ଭ ହୋଇଥିବା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀର ଅନ୍ତିମ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ତାରିଖ ପୂର୍ବାହ୍ନ ୧୧ଟାରେ କୃଷକମାନଙ୍କୁ ଉଦ୍ବୋଧନ ଦେବେ । ଭିଡିଓ କନ୍ଫରେନ୍ସି ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଏହି ସମ୍ମିଳନୀରେ ପ୍ରାକୃତିକ ପ୍ରଣାଳୀରେ ଚାଷବାସ କରିବା ଉପରେ ଗୁରୁତ୍ୱ ଦିଆଯିବ ଏବଂ ସେ ବିଷୟରେ ଏଥିରେ ଆଲୋଚନା ହେବ । ଏହାଛଡା ପ୍ରାକୃତିକ ପ୍ରଣାଳୀରେ ଚାଷବାସ କଲେ କି ପ୍ରକାର ଲାଭ ହେବ ସେ ସମ୍ପର୍କରେ ମଧ୍ୟ ଚାଷୀଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯିବ ।ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବିଶେଷ ଗୁଣଥିବା ୩୫ଟି ପ୍ରଜାତିର ଶସ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
September 27th, 09:41 pm
ଜଳବାୟୁ ସହ ଖାପ ଖାଇବା ଭଳି ବୈଷୟିକ ଜ୍ଞାନର ଜନସଚେତନତାକୁ ଦୃଷ୍ଟିରେ ରହି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ତା୨୮.୯.୨୦୨୧) ଦିନ ୧୧ଟା ବେଳେ ବିଶେଷଗୁଣ ସମ୍ପନ୍ନ ୩୫ଟି ପ୍ରଜାତିର ଖାଦ୍ୟଶସ୍ୟ ଦେଶ ପାଇଁ ଭିଡିଓ କନ୍ଫରେନ୍ସି ଜରିଆରେ ଉତ୍ସର୍ଗ କରିବେ । ଏହି ସର୍ବଭାରତୀୟ କାର୍ଯ୍ୟକ୍ରମ ସମସ୍ତ ଆଇସିଏଆର ପ୍ରତିଷ୍ଠାନ, ରାଜ୍ୟ ଓ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରମାନେ ଆୟୋଜନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାୟପୁରସ୍ଥିତ ନବନିର୍ମିତ ଜାତୀୟ ବାୟୋଟିକ ଷ୍ଟ୍ରେସ ଟଲରେନ୍ସ ପ୍ରତିଷ୍ଠାନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ ।PM to release commemorative coin of Rs 75 denomination to mark the 75th Anniversary of FAO
October 14th, 11:59 am
On the occasion of 75th Anniversary of Food and Agriculture Organization (FAO) on 16th October 2020, Prime Minister Shri Narendra Modi will release a commemorative coin of Rs 75 denomination to mark the long-standing relation of India with FAO. Prime Minister will also dedicate to the Nation 17 recently developed biofortified varieties of 8 crops.Prime Minister reviews progress of Indian Council of Agricultural Research
July 04th, 06:50 pm
Prime Minister Shri Narendra Modi reviewed the progress of agriculture research, extension and education in India through video conference earlier today.Prime Minister to launch ‘Atma Nirbhar Uttar Pradesh Rojgar Abhiyan ‘on Friday 26th June
June 25th, 03:30 pm
COVID-19 pandemic has had an adverse impact on workforce in general and migrant workers in particular. A large number of migrant workers returned to several states. The challenge of containing Covid-19 was compounded by the need to provide basic amenities and means of livelihood to migrants and rural workers.PM Modi to launch Garib Kalyan Rojgar Abhiyaan on 20th June to boost livelihood opportunities in Rural India
June 18th, 09:40 am
Government of India has decided to launch a massive rural public works scheme ‘Garib Kalyan Rojgar Abhiyaan’to empower and provide livelihood opportunities to the returnee migrant workers and rural citizens. PM Modi will launch this Abhiyaan on 20th June, 2020 at 11 am through Video-Conference in presence of the Chief Minister and Deputy Chief Minister of Bihar.ମଥୁରାରେ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 11th, 01:01 pm
ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କ ଆହ୍ଲାଦିନୀ ଶକ୍ତି ଶ୍ରୀରାଧାଙ୍କ ଜନ୍ମର ସାକ୍ଷୀ ପବିତ୍ର ବ୍ରଜଭୂମିର ପବିତ୍ର ମାଟିକୁ ପ୍ରଣାମ କରୁଛି । ଏଠାକୁ ଆସିଥିବା ସମସ୍ତ ବ୍ରଜବାସୀଙ୍କୁ ମୋର ରାଧେ ରାଧେ ।ଜାତୀୟ ପଶୁ ରୋଗ ନିୟନ୍ତ୍ରଣ ଓ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
September 11th, 01:00 pm
ଦେଶରେ ପଶୁସମ୍ପଦଙ୍କ ମଧ୍ୟରେ ପାଦ ଓ ମୁଖ ରୋଗ (ଏଫଏମଡି) ଓ ବ୍ରୁସେଲୋସିସ ଦୂରୀକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଥୁରାଠାରେ ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଏସିଡିପି)ର ଶୁଭାରମ୍ଭ କରିଛନ୍ତି ।Farmers are the ones, who take the country forward: PM Modi
October 26th, 11:33 am
Addressing the Krishi Kumbh in Lucknow via video conferencing, PM Narendra Modi spoke at length about the farmer friendly measures of the Government like Soil health Cards and other modern techniques of farming. The PM also reiterated the Government’s commitment to double the income of farmers.ଲକ୍ଷ୍ନୌ କୃଷି କୁମ୍ଭକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 26th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଲକ୍ଷ୍ନୌରେ ଆୟୋଜିତ କୃଷି କୁମ୍ଭକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧନ କରିଛନ୍ତି ।