Proponents of 'jungle raj' do not want people of Bihar to chant 'Bharat Mata Ki Jai': PM Modi
November 03rd, 02:00 pm
At a public meeting in Bihar's Saharsa, PM Modi said that the NDA government under the leadership of Nitishji in the last decade has laid a strong foundation for self-reliant Bihar. Basic facilities like electricity, water, roads are reaching villages in Bihar today. He also cautioned people of Bihar against the opposition and said, Proponents of jungle raj do not want people of Bihar to chant Bharat Mata Ki Jai.The voters in Bihar have rejected jungle raj and double-double Yuvraaj: PM Modi
November 03rd, 10:56 am
Ahead of the third and final phase of polling in Bihar assembly election, PM Modi addressed a public meeting in Araria today. “People of Bihar have shown the world that they are very enthusiastic about democracy, as they have come out to vote even in times of Coronavirus. This is democracy's power and every Bihari's devotion for it,” said PM Modi.ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଆରିଆ ଏବଂ ସହର୍ସାଠାରେ ଜନସଭାକୁ ସମ୍ବୋଧିତ କରିଛନ୍ତି
November 03rd, 10:55 am
ବିହାର ବିଧାନସଭା ନିର୍ବାଚନରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଆରିଆ ଏବଂ ସହର୍ସାଠାରେ ଜନସଭାକୁ ସମ୍ବୋଧିତ କରିଛନ୍ତି। “ବିହାରର ଲୋକମାନେ ବିଶ୍ୱକୁ ଦର୍ଶାଇଛନ୍ତି ଯେ ସେମାନେ ଗଣତନ୍ତ୍ର ପ୍ରତି ଅତ୍ୟନ୍ତ ଉତ୍ସାହିତ, କାରଣ ସେମାନେ କରୋନାଭାଇରସ୍ ସମୟରେ ମଧ୍ୟ ଭୋଟ୍ ଦେବାକୁ ବାହାରିଛନ୍ତି। ଏହା ଗଣତନ୍ତ୍ରର ଶକ୍ତି ଏବଂ ଏହା ପାଇଁ ପ୍ରତ୍ୟେକ ବିହାରୀଙ୍କର ଭକ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।To save Bihar and make it a better state, vote for NDA: PM Modi in Patna
October 28th, 11:03 am
Amidst the ongoing election campaign in Bihar, PM Modi’s rally spree continued as he addressed public meeting in Patna today. Speaking at a huge rally, PM Modi said that people of Bihar were in favour of the BJP and the state had made a lot of progress under the leadership of Chief Minister Nitish Kumar. “Aatmanirbhar Bihar is the next vision in development of Bihar,” the PM remarked.Bihar will face double whammy if proponents of 'jungle raj' return to power during pandemic: PM Modi in Muzzafarpur
October 28th, 11:02 am
Amidst the ongoing election campaign in Bihar, PM Modi’s rally spree continued as he addressed public meeting in Muzaffarpur today. Speaking at a huge rally, PM Modi said that people of Bihar were in favour of the BJP and the state had made a lot of progress under the leadership of Chief Minister Nitish Kumar. “Aatmanirbhar Bihar is the next vision in development of Bihar,” the PM remarked.'Aatmanirbhar Bihar' is the next vision in development of Bihar: PM Modi in Darbhanga
October 28th, 11:01 am
Prime Minister Narendra Modi today addressed a public meeting in Darbhanga, Bihar. Speaking at a huge rally, PM Modi said that people of Bihar were in favour of the BJP and the state had made a lot of progress under the leadership of Chief Minister Nitish Kumar. “Aatmanirbhar Bihar is the next vision in development of Bihar,” the PM remarked.PM Modi addresses public meetings in Darbhanga, Muzaffarpur and Patna
October 28th, 11:00 am
Amidst the ongoing election campaign in Bihar, PM Modi’s rally spree continued as he addressed public meetings in Darbhanga, Muzaffarpur and Patna today. Speaking at a huge rally, PM Modi said that people of Bihar were in favour of the BJP and the state had made a lot of progress under the leadership of Chief Minister Nitish Kumar. “Aatmanirbhar Bihar is the next vision in development of Bihar,” the PM remarked.ହିମାଚଳ ପ୍ରଦେଶର ରୋହତଙ୍ଗଠାରେ ଅଟଳ ସୁଡ଼ଙ୍ଗର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 03rd, 11:08 am
ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମାନ ରାଜନାଥ ସିଂ, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ତଥା ହିମାଚଳ ପ୍ରଦେଶର ଯୁବକ ଅନୁରାଗ ଠାକୁର, ହିମାଚଳ ସରକାରଙ୍କ ମନ୍ତ୍ରୀଗଣ, ଅନ୍ୟ ଜନପ୍ରତିନିଧିଗଣ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ, ସେନା ମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ସୀମା ସଡ଼କ ସଂଗଠନ ସହ ଜଡ଼ିତ ସମସ୍ତ ସାଥୀ ଏବଂ ହିମାଚଳ ପ୍ରଦେଶର ମୋର ଭାଇ ଓ ଭଉଣୀମାନେ। ଆଜି ଏକ ଐତିହାସିକ ଦିବସ। ଆଜି କେବଳ ଅଟଳ ଜୀଙ୍କ ସ୍ୱପ୍ନ ପୂରଣ ହୋଇନାହିଁ, ଆଜି ହିମାଚଳ ପ୍ରଦେଶର କୋଟି କୋଟି ଲୋକମାନଙ୍କର ବହୁ ଦଶନ୍ଧି ପୁରୁଣା ପ୍ରତୀକ୍ଷାର ଅନ୍ତ ଘଟିଛି।ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଅଟଳ ଟନେଲ ଲୋକାର୍ପିତ
October 03rd, 11:07 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵର ଦୀର୍ଘତମ ରାଜପଥ ସୁଡଙ୍ଗ ଅଟଳ ଟନେଲକୁ ଆଜି (03.10.2020) ମନାଲିର ସାଉଥ ପୋଟାଲରେ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି 9.2 କିଲୋମିଟର ଦୀର୍ଘ ସୁଡଙ୍ଗ ପଥ ମନାଲି ଓ ଲାହୋଲ-ସ୍ପିତି ଉପତ୍ୟକାକୁ ବର୍ଷ ସାରା ସଂଯୋଗ କରିବ । ପ୍ରବଳ ତୁଷାରପାତ ଯୋଗୁଁ ଏହି ଉପତ୍ୟକା ବର୍ଷକରେ ପ୍ରାୟ 6 ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଥିଲା । ହିମାଳୟର ପୀର ପଞ୍ଜାଲ ପର୍ବତମାଳାର ସମୁଦ୍ର ପତନଠାରୁ 10 ହଜାର ଫୁଟ ଉଚ୍ଚତାରେ ଏହି ଅତ୍ୟାଧୁନିକ ସୁଡଙ୍ଗ ପଥ ନିର୍ମାଣ କରାଯାଇଛି । ଏହି ସୁଡଙ୍ଗ ନିର୍ମାଣ ଫଳରେ ମନାଲିରୁ ଲେହ ମଧ୍ୟରେ ଦୂରତା 46 କିଲୋମିଟର ହ୍ରାସ ପାଇବା ସହ ଯାତ୍ରା ସମୟ 4 ରୁ 5 ଘଣ୍ଟା ହ୍ରାସ ପାଇବ । ଏହି ସୁଡଙ୍ଗରେ ଅଗ୍ନି ନିର୍ବାପକ ନିୟନ୍ତ୍ରଣ ପଦ୍ଧତି ସହ ଭେଣ୍ଟିଲେସନ ଓ ଇଲେକ୍ଟ୍ରୋ ମେକାନିକାଲ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି ।କୋଶୀ ରେଳ ମହାସେତୁ ରାଷ୍ଟ୍ରକୁ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 18th, 12:28 pm
ବିହାର ରାଜ୍ୟପାଳ ଶ୍ରୀ ଫାଗୁ ଚୌହାନ ମହୋଦୟ, ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳାରେ ମୋର ସହଯୋଗୀ ଶ୍ରୀ ପୀୟୁଷ ଗୋୟଲ ମହାଶୟ, ଶ୍ରୀ ରବି ଶଙ୍କର ପ୍ରସାଦ ମହାଶୟ, ଶ୍ରୀ ଗିରିରାଜ ସିଂହ ମହାଶୟ, ଶ୍ରୀ ନିତ୍ୟାନନ୍ଦ ରାୟ ମହାଶୟ, ସୁଶ୍ରୀ ଦେବଶ୍ରୀ ଚୌଧୁରୀ ମହାଶୟା, ବିହାରର ଉପ– ମୁଖ୍ୟମନ୍ତ୍ରୀ ଶ୍ରୀ ସୁଶୀଲ କୁମାର ମୋଦୀ ମହାଶୟ, ଅନ୍ୟ ମନ୍ତ୍ରୀ ଗଣ, ସାଂସଦ ଏବଂ ବିଧାୟକଗଣ ଓ ଟେକ୍ନୋଲୋଜି ମାଧ୍ୟମରେ ସାମିଲ ହୋଇଥିବା ବିହାରର ମୋର ଭାଇ ଓ ଭଉଣୀମାନେ !ଐତିହାସିକ କୋଶୀ ରେଳ ମହାସେତୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତି ଉଦ୍ଦେଶ୍ୟରେ ଅର୍ପିତ
September 18th, 12:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ କୋଶୀ ମହାରେଳ ସେତୁକୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିବା ସହ ବିହାରରେ ଯାତ୍ରୀମାନଙ୍କ ସୁବିଧା ପାଇଁ ନୂଆ ରେଳପଥ ଓ ବିଦ୍ୟୁତ୍କରଣ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି । ଏହି ସମସ୍ତ କାର୍ଯ୍ୟ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି ।ଐତିହାସିକ କୋଶୀ ରେଳ ମହାସେତୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
September 16th, 09:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 18 ସେପ୍ଟେମ୍ବର 2020 ମଧ୍ୟାହ୍ନ 12ଟାରେ ଭିଡିଓ କନଫରେନ୍ସ ଜରିଆରେ କୋଶୀ ରେଳ ମହାସେତୁ (ବିଶାଳ ସେତୁ)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।