ଡାଭୋସ ବିଶ୍ୱ ଅର୍ଥନୈତିକ ଫୋରମରେ “ବିଖଣ୍ଡିତ ବିଶ୍ଵରେ ସମ୍ମିଳିତ ଭବିଷ୍ୟତର ସଂରଚନା” ବିଷୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ (23, ଜାନୁଆରୀ, 2018)

January 23rd, 05:02 pm

ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ଏହି 48ତମ ବାର୍ଷିକ ବୈଠକରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ସର୍ବପ୍ରଥମେ ମୁଁ ଶ୍ରୀ କ୍ଲଜ ସ୍କ୍ଵାବଙ୍କୁ ତାଙ୍କର ଏହି ପ୍ରୟାସ ପାଇଁ ଏବଂ ବିଶ୍ୱ ଅର୍ଥନୈତିକ ଫୋରମକୁ ଏକ ସଶକ୍ତ ଏବଂ ବ୍ୟାପକ ମଂଚରେ ପରିଣତ କରିବା ଲାଗି ଅନେକ-ଅନେକ ସାଧୁବାଦ ଜଣାଉଛି । ତାଙ୍କର ଦୂରଦୃଷ୍ଟିରେ ଏକ ମହତ୍ୱାକାଂକ୍ଷୀ ଏଜେଣ୍ଡା ରହିଛି ଯାହାର ଉଦ୍ଦେଶ୍ୟ ବିଶ୍ୱର ସ୍ଥିତି ସୁଧାରିବ । ସେ ଏହି ଏଜେଣ୍ଡାକୁ ଆର୍ଥିକ ଏବଂ ରାଜନୈତିକ ବିଚାରରେ ଅତ୍ୟନ୍ତ ଦୃଢ଼ତାର ସହିତ ଯୋଡ଼ିଦେଇଛନ୍ତି । ଏଥିସହିତ ଆମକୁ ସାଦର ସ୍ୱାଗତ-ସତ୍କାର କରିବା ଲାଗି ସ୍ୱିଜରଲାଣ୍ଡ ସରକାର ଏବଂ ଏହାର ନାଗରିକମାନଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିବାକୁ ଚାହୁଁଛି ।

ଡାଭୋସ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

January 21st, 09:04 pm

ଡାଭୋସ ଯାତ୍ରାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି ନିମ୍ନରେ ପ୍ରଦତ୍ତ ହେଲା ।

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଶ୍ୱ ଆର୍ଥିକ ମଂଚର ସଂସ୍ଥାପକ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ

June 22nd, 01:46 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ସାକ୍ଷାତ କରିଛନ୍ତି ବିଶ୍ୱ ଆର୍ଥିକ ମଂଚର ସଂସ୍ଥାପକ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫେସର କ୍ଲାଉସ ସ୍ଵାବ ।