Telephone Conversation between PM and Prime Minister of Nepal
April 10th, 03:50 pm
Prime Minister Shri Narendra Modi had a phone call today with H.E. Shri K P Sharma Oli, Rt. Hon. Prime Minister of Nepal.PM appreciates PM of Nepal
March 20th, 05:38 pm
The Prime Minister Shri Narendra Modi has appreciated PM of Nepal, Shri KP Sharma Oli for his announcement of contribution to the COVID-19 Emergency Fund.ଆଇସିପି ବିରାଟନଗରର ଉଦ୍ଘାଟନ ଏବଂ ନେପାଳରେ ଗୃହ ପୁନଃନିର୍ମାଣ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
January 21st, 11:19 am
ସର୍ବପ୍ରଥମେ ମୁଁ ମୋ ତରଫରୁ ଏବଂ ସମସ୍ତ ଭାରତବାସୀଙ୍କ ତରଫରୁ ଓଲି ମହୋଦୟ ଏବଂ ନେପାଳରେ ଥିବା ଆମର ସମସ୍ତ ବନ୍ଧୁମାନଙ୍କୁ ନବବର୍ଷ 2020ର ଶୁଭକାମନା ଜଣାଉଛି ।ଯୋଗବାଣୀ-ବିରାଟ ନଗରରେ ଦ୍ଵିତୀୟ ସମନ୍ୱିତ ତନଖି ଫାଟକକୁ ମିଳିତ ଭାବେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଓ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମା ଓଲି
January 21st, 11:18 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମା ଓଲି ଆଜି ମିଳିତ ଭାବେ ଯୋଗବାଣୀ-ବିରାଟ ନଗରଠାରେ ଦ୍ଵିତୀୟ ସମନ୍ୱିତ ତନଖି ଫାଟକ (ଆଇସିପି)ର ଉଦଘାଟନ କରିଛନ୍ତି ।ଯୋଗବାଣୀ-ବିରାଟନଗର ଠାରେ ଦ୍ୱିତୀୟ ଇଣ୍ଟିଗ୍ରେଟେଡ ଚେକପୋଷ୍ଟକୁ ଯୁଗ୍ମ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
January 20th, 08:13 pm
ଯୋଗବାଣୀ-ବିରାଟନଗରଠାରେ ଦ୍ୱିତୀୟ ଇଣ୍ଟିଗ୍ରେଟେଡ ଚେକପୋଷ୍ଟ (ICP)କୁ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେପି ଓଲି ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଯୁଗ୍ମ ଭାବେ ଉଦଘାଟନ କରିବେ । ଭାରତ-ନେପାଳ ସୀମାରେ ବାଣିଜ୍ୟ ଓ ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ଭାରତ ସହାୟତାରେ ଯୋଗବାଣୀ-ବିରାଟନଗରଠାରେ ଦ୍ୱିତୀୟ ଇଣ୍ଟିଗ୍ରେଟେଡ ଚେକପୋଷ୍ଟର ନିର୍ମାଣ କରାଯାଇଛି ।ଦକ୍ଷିଣ ଏସିଆର ପ୍ରଥମ ସୀମାପାର ପେଟ୍ରୋଲିୟମ ପାଇପଲାଇନ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
September 10th, 12:10 pm
ଭିଡିଓ କନଫରେନ୍ସ ଜରିଆରେ ଭାରତର ମୋତିହାରିରୁ ନେପାଳର ଅମଲେଖଗଞ୍ଜ ପର୍ଯ୍ୟନ୍ତ ଦକ୍ଷିଣ ଏସିଆର ପ୍ରଥମ ସୀମାପାର ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମା ଓଲି ମିଳିତ ଭାବେ ଉଦଘାଟନ କରିଛନ୍ତି ।ପ୍ରଧାନମନ୍ତ୍ରୀ କାଠମାଣ୍ଡୁରେ ଉଦଘାଟନ କଲେ ପଶୁପତିନାଥ ଧର୍ମଶାଳା
August 31st, 05:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଠମାଣ୍ଡୁଠାରେ ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମା ଓଲିଙ୍କ ସହିତ ମିଳିତ ଭାବେ ପଶୁପତିନାଥ ଧର୍ମଶାଳା ଉଦଘାଟନ କରିଛନ୍ତି ।Nepal-India Maitri Pashupati Dharmshala will further enhance ties between our countries: PM Modi
August 31st, 05:45 pm
PM Narendra Modi and PM KP Oli jointly inaugurated Nepal-Bharat Maitri Pashupati Dharmashala in Kathmandu. Addressing a gathering at the event, PM Narendra Modi highlighted the strong cultural and civilizational ties existing between both the countries.PM Modi meets PM KP Oli of Nepal
August 31st, 04:00 pm
On the margins of the BIMSTEC Summit in Kathmandu, PM Narendra Modi held bilateral level talks with PM KP Oli of Nepal. The leaders discussed ways to further enhance economic, trade, connectivity and cultural ties between both the countries.ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ନେପାଳର କାଠମାଣ୍ଡୁରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
August 30th, 09:30 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ନେପାଳର କାଠମାଣ୍ଡୁରେ ପହଂଚିଛନ୍ତି । ଶିଖର ସମ୍ମିଳନୀର ବିଷୟବସ୍ତୁ “ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ନିରନ୍ତର ବଙ୍ଗୋପସାଗର କ୍ଷେତ୍ର ଦିଗରେ” ପାରସ୍ପରିକ ଆକାଂକ୍ଷା ଏବଂ ଆହ୍ୱାନର ସମ୍ମୁଖୀନ ହେବା ଲାଗି ମିଳିତ ପ୍ରୟାସ କରିବା ଲାଗି ବଳ ଯୋଗାଇବ । ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଶ୍ୱ ନେତାମାନଙ୍କ ସହିତ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହିତ ସାକ୍ଷାତ କରିବେ ଏବଂ ଭାରତ-ନେପାଳ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ମୋଦୀ ପଶୁପତିନାଥ ମନ୍ଦିର ପରିସରରେ ନେପାଳ ଭାରତ ମୈତ୍ରୀ ଧର୍ମଶାଳା ଉଦଘାଟନ କରିବେ ।ନେପାଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
August 29th, 07:08 pm
“ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ଦୁଇ ଦିନିଆ ଗସ୍ତରେ ଯାଇ 30-31 ଅଗଷ୍ଟରେ ମୁଁ କାଠମାଣ୍ଡୁରେ ଉପସ୍ଥିତ ରହିବି ।ନେପାଳକୁ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଗସ୍ତ (ମେ 11-12, 2018) ଅବସରରେ ଭାରତ-ନେପାଳ ମିଳିତ ବିବୃତି
May 11th, 09:30 pm
ନେପାଳ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କେପି ଶର୍ମା ଓଲିଙ୍କ ନିମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀ 11ରୁ 12 ମେ 2018ରେ ନେପାଳକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଥିଲେ ।ନେପାଳ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
May 11th, 09:16 pm
ଏପରି ଦେଖିବାକୁ ଗଲେ ନେପାଳ ସହିତ ମୋର ପୁରୁଣା ସଂପର୍କ ରହିଛି, କିନ୍ତୁ ପ୍ରଧାନମନ୍ତ୍ରୀ ଭାବେ ଏହା ହେଉଛି ମୋର ତୃତୀୟ ଯାତ୍ରା । ଏଥିରୁ ଏହା ସ୍ପଷ୍ଟ ହେଉଛି କି ନେପାଳ ପ୍ରତି, ଆଉ ଭାରତ-ନେପାଳ ସମ୍ବନ୍ଧ ପ୍ରତି, ମୋର ଏବଂ ମୋ ସରକାରର ପ୍ରତିବଦ୍ଧତା ହେଉଛି କେତେ ଗଭୀର ।Prime Minister Modi holds talks with PM Oli of Nepal
May 11th, 08:30 pm
Prime Minister Narendra Modi held wide ranging talks with PM KP Sharma Oli of Nepal today in Kathmandu. The leaders deliberated on several aspects of India-Nepal ties and discussed on ways to further enhance cooperation between both the countries in host of sectors.ଭାରତର ପଡ଼ୋଶୀ ପ୍ରଥମ ନୀତିରେ ନେପାଳ ଶୀର୍ଷରେ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ :ଜନକପୁଠାରେ ପ୍ରଧାନମନ୍ତ୍ରୀ
May 11th, 12:25 pm
ନେପାଳର ଜନକପୁରଠାରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ପଡ଼ୋଶୀ ପ୍ରଥମ ନୀତିରେ ନେପାଳ ଶୀର୍ଷରେ ଅଛି । ସେ କହିଛନ୍ତି ଯେ ପ୍ରାଚୀନ କାଳରୁ ଭାରତ ଓ ନେପାଳ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ 5ଟି -ଟ୍ରାଡିସନ (ପରମ୍ପରା),ଟ୍ରେଡ (ବ୍ୟବସାୟ),ଟ୍ରାନ୍ସପୋର୍ଟ(ପରିବହନ),ଟୁରିଯମ(ପର୍ଯ୍ୟଟନ) ଏବଂ ଟ୍ରେଡ (ବ୍ୟାପାର) ଉପରେ ଗୁରୁତ୍ୱ ଦେଇଆସିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଜାନକୀ ମନ୍ଦିରରେ ପୂଜାର୍ଚନା କରିବା ସହିତ ଜନକପୁର-ଅଯୋଧ୍ୟା ବସ ସେବାର ଶୁଭାରମ୍ଭ କରିଛନ୍ତି
May 11th, 10:29 am
ନିଜର ନେପାଳ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଜନକପୁରରେ ଜାନକୀ ମନ୍ଦିରରେ ପୂଜାର୍ଚନା କରିବା ସହିତ ପରିଦର୍ଶନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ଓଲି ମଧ୍ୟ ଉପସ୍ଥିତ ଥିଲେ ।ନେପାଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
May 10th, 03:10 pm
“ନେପାଳ ପ୍ରଧାନମନ୍ତ୍ରୀ ମାହାମାନ୍ୟ କେ.ପି.ଶର୍ମା ଓଲିଙ୍କ ନିମନ୍ତ୍ରଣରେ ମୁଁ ମେ’ 11-12, 2018 ଦୁଇ ଦିନ ପାଇଁ ନେପାଳ ଗସ୍ତରେ ଯାଉଛି ।ଭାରତକୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ (ଏପ୍ରିଲ 07, 2018) ଅବସରରେ ଭାରତ-ନେପାଳ ମିଳିତ ବିବୃତି
April 07th, 12:29 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶ୍ରୀ କେ.ପି ଶର୍ମା ଓଲି ଏପ୍ରିଲ 6-8, 2018ରେ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି ।PM’s statement to media in the joint media briefing with PM of Nepal
February 20th, 01:47 pm
Telephonic conversation between Prime Minister and Prime Minister K.P. Sharma Oli of Nepal
December 31st, 03:17 pm