କାଜାଖସ୍ତାନର ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ
June 25th, 06:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଜାଖସ୍ତାନର ରାଷ୍ଟ୍ରପତି ଶ୍ରୀ କାସିମ-ଜୋମାର୍ଟ ଟୋକାୟେବ୍ଙ୍କ ସହ ଟେଲିଫୋନ୍ରେ ବର୍ତ୍ତାଳାପ କରିଛନ୍ତି ।କାଜାଖସ୍ତାନ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ରାଷ୍ଟ୍ରପତି କାସିମ-ଜୋମାର୍ତ ତୋକାୟେଭଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
November 21st, 11:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଜାଖସ୍ତାନ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ରାଷ୍ଟ୍ରପତି କାସିମ- ଜୋମାର୍ତ ତୋକାୟେଭଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଭାରତ-ମଧ୍ୟ ଏସିଆ ସମ୍ମିଳନୀର ପ୍ରଥମ ବୈଠକ
January 19th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜାନୁୟାରୀ ୨୦୨୨ ରେ ଏକ ଭର୍ଚୁଆଲ୍ ବ୍ୟବସ୍ଥାରେ ଭାରତ-ମଧ୍ୟ ଏସିଆ ସମ୍ମିଳନୀର ପ୍ରଥମ ବୈଠକ ଆୟୋଜନ କରିବେ । ଏହି ବୈଠକରେ କାଜାଖସ୍ତାନ, ର୍କିଗିଜ୍ ଗଣତନ୍ତ୍ର, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ କରିବେ । ଏହା ହେଉଛି ଭାରତ ଏବଂ ମଧ୍ୟ ଏସୀୟ ଦେଶର ନେତାଙ୍କ ମଧ୍ୟରେ ଏହି ଧରଣର ପ୍ରଥମ ବୈଠକ ।କେନ୍ଦ୍ର ଏସୀୟ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ
December 20th, 04:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦ ଡିସେମ୍ବର ୨୦୨୧ ରେ କାଜାଖସ୍ତାନ, ର୍କିଗିଜ୍ ରିପବ୍ଲିକ୍, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି । ଭାରତ-କେନ୍ଦ୍ର ଏସିଆ ଆଲୋଚନାର ତୃତୀୟ ବୈଠକରେ ଅଂଶଗ୍ରହଣ ଲାଗି କେନ୍ଦ୍ର ଏସିଆର ବୈଦେଶିକ ମନ୍ତ୍ରୀମାନେ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି ।ଆଫଗାନିସ୍ତାନ ଉପରେ ଦିଲ୍ଲୀ ଆଞ୍ଚଳିକ ସୁରକ୍ଷା ଆଲୋଚନାରେ ଯୋଗ ଦେଇଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା / ସୁରକ୍ଷା ପରିଷଦର ସଚିବ ମିଳିତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି
November 10th, 07:53 pm
ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲଙ୍କ ଦ୍ୱାରା ଆୟୋଜିତ ଆଫଗାନିସ୍ତାନ ଉପରେ ଆଞ୍ଚଳିକ ସୁରକ୍ଷା ଆଲୋଚନା ପାଇଁ ଦିଲ୍ଲୀରେ ଥିବା ସାତୋଟି ରାଷ୍ଟ୍ରର ଜାତୀୟ ସୁରକ୍ଷା ପରିଷଦର ମୁଖ୍ୟମାନେ କଥାବାର୍ତ୍ତା ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।21st Meeting of SCO Council of Heads of State in Dushanbe, Tajikistan
September 15th, 01:00 pm
PM Narendra Modi will address the plenary session of the Summit via video-link on 17th September 2021. This is the first SCO Summit being held in a hybrid format and the fourth Summit that India will participate as a full-fledged member of SCO.ପ୍ରଧାନମନ୍ତ୍ରୀ ମୋଦୀ କାଜଖାସ୍ତାନ ,କିର୍ଗିସ୍ତାନ ଏବଂ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଛନ୍ତି
June 10th, 02:14 pm
ଚୀନର କ୍ୱିଙ୍ଗଡାଓରେ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି କାଜଖାସ୍ତାନ ,କିର୍ଗିସ୍ତାନ ଏବଂ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସହିତ ବ୍ୟାପକ ଆଲୋଚନା କରିଛନ୍ତି ।"ଅସ୍ତାନା ଏକ୍ସପୋ 2017 ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ "
June 09th, 07:46 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାଜାଖସ୍ତାନରେ ଅସ୍ତାନା ଏକ୍ସପୋ 2017 ର ଉଦ୍ଘାଟନ ସମାରୋହରେ ଯୋଗଦେଇଛନ୍ତି । ଏହି ଏକ୍ସପୋର ମୁଖ୍ୟ ବିଷୟ-''ଫ୍ୟୁଚର ଏନେର୍ଜି''।କାଜାଖସ୍ତାନର ଅସ୍ତାନାରେ ସାଙ୍ଘାଇ ସହଯୋଗ ସଂଗଠନ ଶିଖର ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବିବୃତି
June 09th, 01:53 pm
କ୍ଷେତ୍ରୀୟ ତଥା ବିଶ୍ୱ ପରିପ୍ରେକ୍ଷୀରେ, ସାଙ୍ଘାଇ ସହଯୋଗ ସଂଗଠନ, ଶାନ୍ତି ତଥା ସୁରକ୍ଷାର ହେଉଛି ଏକ ମୁଖ୍ୟ ସ୍ତମ୍ଭ । ଭାରତ 12 ବର୍ଷର ପର୍ଯ୍ୟବେକ୍ଷକ ରାଷ୍ଟ୍ର ପରେ ଆଜି ଏସସିଓର ସଦସ୍ୟତା ଗ୍ରହଣ କରିବ । ଆମର ସଦସ୍ୟତା ପାଇଁ ସମର୍ଥନ ନିମନ୍ତେ, ମୁଁ ଏସସିଓର ସମସ୍ତ ରାଷ୍ଟ୍ରଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି । ସଦସ୍ୟତାର ସଂପ୍ରସାରଣ ପରେ ଏସସିଓ ବିଶ୍ୱର ପାଖାପାଖି 42% ଜନସଂଖ୍ୟା, 20% ଜିଡିପି ତଥା 22% ଭୂଭାଗକୁ ପ୍ରତିନିଧିତ୍ୱ କରିବ । ଅତଏବ ଏସସିଓର ପ୍ରଗତି ହେଉଛି ବିଶ୍ୱର ବିଶାଳ ଜନମାନସ ତଥା ଭୂଭାଗର ଉନ୍ନତି ।ଅସ୍ତାନାରେ ସାଙ୍ଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
June 09th, 09:50 am
ଅସ୍ତାନାରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଜାଖସ୍ତାନ, ଚୀନ ଏବଂ ଉଜବେକିସ୍ତାନ ରାଷ୍ଟ୍ରନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି ।"ପ୍ରଧାନମନ୍ତ୍ରୀ ମୋଦୀ କଜାଖସ୍ତାନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ "
June 08th, 04:47 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି କଜାଖସ୍ତାନ ରାଷ୍ଟ୍ରପତି ନୁରସୁଲତାନ ନଜରବାୟେଭଙ୍କୁ ସାକ୍ଷାତ କଲେ । ଦୁଇ ନେତା ପ୍ରମୁଖ କ୍ଷେତ୍ରରେ ଭାରତ-କଜାଖସ୍ତାନ ସହଯୋଗକୁ ମଜବୁତ କରିବା ଲାଗି ବ୍ୟାପକ ଚର୍ଚ୍ଚା କଲେ ।ପ୍ରଧାନମନ୍ତ୍ରୀ ଏସିଓ ଶିଖର ସମ୍ମିଳନୀ ଲାଗି ଅସ୍ତାନା,କଜାଖସ୍ତାନ ପହଁଚିଲେ
June 08th, 03:19 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସ୍ତାନା,କଜାଖସ୍ତାନ ପହଁଚିଲେ ସେଠାରେ ସେ ଏସିଓ ଶିଖର ସମ୍ମିଳନୀରେ ଯୋଗଦେବେ ଏବଂ ବିଶ୍ୱର ଅନେକ ନେତାମାନଙ୍କ ସହିତ ବିଚାର-ବିମର୍ଶ କରିବେ ।କାଜାଖସ୍ତାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
June 07th, 07:29 pm
କାଜାଖସ୍ତାନ ଗସ୍ତରେ ବାହାରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିମ୍ନଲିଖିତ ବିବୃତି ପ୍ରଦାନ କରିଛନ୍ତି । “ସାଙ୍ଘାଇ ସହଯୋଗ ସଂଗଠନ (SCO)ର 8 ଓ 9 ଜୁନରେ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଶିଖର ବୈଠକରେ ଯୋଗଦେବାକୁ ମୁଁ କାଜାଖସ୍ତାନର ଅସ୍ତାନା ଯାତ୍ରା କରୁଛି ।In Pictures: PM Modi's Visit to Central Asia
July 13th, 05:50 pm
PM Narendra Modi’s visit to Kazakhstan: Day 2
July 08th, 03:56 pm
Text of Media Statement by PM in Astana, Kazakhstan
July 08th, 02:29 pm
The PM’s gift to the President of Kazakhstan
July 08th, 09:51 am
PM Modi’s visit to Kazakhstan: Day 1
July 07th, 11:57 pm
PM’s remarks at the India-Kazakhstan Business Roundtable
July 07th, 08:22 pm
Text of Address by PM at Nazarbayev University, Astana, Kazakhstan
July 07th, 05:51 pm