PM Modi addresses public meetings in Srinagar & Katra, Jammu & Kashmir
September 19th, 12:00 pm
PM Modi addressed large gatherings in Srinagar and Katra, emphasizing Jammu and Kashmir's rapid development, increased voter turnout, and improved security. He criticized past leadership for neglecting the region, praised youth for rising against dynastic politics, and highlighted infrastructure projects, education, and tourism growth. PM Modi reiterated BJP's commitment to Jammu and Kashmir’s progress and statehood restoration.ପ୍ରଧାନମନ୍ତ୍ରୀ ଜାନୁଆରୀ ୫ ତାରିଖରେ ପଞ୍ଜାବ ଗସ୍ତରେ ଯିବା ସହିତ ୪୨,୭୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
January 03rd, 03:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହା ଜାନୁୟାରୀ ୫ ତାରିଖ ଦିନ ପଞ୍ଜାବର ଫେରୋଜପୁର ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୧ ଟା ସମୟରେ ୪୨,୭୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ; ଅମୃତସର-ଉନା ସେକ୍ସନର ଚାରି ଲେନ୍ କାର୍ଯ୍ୟ; ମୁକେରିଆନ୍ - ତଲୱାର ନୂତନ ବ୍ରଡ୍ ଗଜ୍ ରେଳ ଲାଇନ; ଫିରୋଜେପୁର ଠାରେ ପିଜିଆଇ ସାଟେଲାଇଟ୍ କେନ୍ଦ୍ର ଏବଂ କପୁରଥାଲା ଓ ହୋଶିଆରପୁରର ଦୁଇଟି ନୂତନ ମେଡିକାଲ୍ କଲେଜ ଆଦି ରହିଛି ।ପାକଲ ଦୁଲ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ ଓ ଜାମ୍ମୁରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 19th, 08:01 pm
ଆମ ଚମନଲାଲଙ୍କ ଭଳି ବେଶ ପୁରୁଣା ପରିଚିତ ଚେହେରା ମୁଁ ଦେଖିପାରୁଛି । ଜାମ୍ମୁ କାଶ୍ମୀର ପାଇଁ ଆଜିର ଏହି ଦିନ ବେଶ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ଏହା ମୋର ଆଜି ଚତୁର୍ଥ କାର୍ଯ୍ୟକ୍ରମ ।ଜାମ୍ମୁରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
May 19th, 08:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ , ସରକାର ଦେଶର ବିକାଶକୁ ନେଇ ଏକ ନୂଆ ଆଭିମୁଖ୍ୟ ସହିତ ଲମ୍ବା ସମୟ ପର୍ଯ୍ୟନ୍ତ ଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି । ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ସରକାରଙ୍କ ଧ୍ୟାନ ରାଜମାର୍ଗ ,ରେଳମାର୍ଗ ,ଜଳମାର୍ଗ ଏବଂ ଆଇୱେ ଏବଂ ରୋପୱେ ବିକାଶ କରିବା ।PM in Katra
April 19th, 04:40 pm
We all have to work together for development of India that must be fast-paced & all inclusive: PM Modi
April 19th, 12:55 pm
Dream to do something & not to become someone: PM Modi at 5th Convocation of SMVDU
April 19th, 11:23 am
PM Modi inaugurates Shri Mata Vaishno Devi Narayana Superspeciality Hospital
April 19th, 10:30 am
PM to visit Katra on 19th April, 2016
April 18th, 04:20 pm
Text of Prime Minister Shri Narendra Modi’s address at the inauguration of Shri Mata Vaishno Devi Katra-Udhampur railway line
July 04th, 03:20 pm
Text of Prime Minister Shri Narendra Modi’s address at the inauguration of Shri Mata Vaishno Devi Katra-Udhampur railway linePM dedicates to the nation Shri Mata Vaishno Devi Katra-Udhampur railway line
July 04th, 01:26 pm
PM dedicates to the nation Shri Mata Vaishno Devi Katra-Udhampur railway line