Cabinet approves opening of 85 new Kendriya Vidyalayas KVs under civil defence sector
December 06th, 08:01 pm
The Cabinet Committee on Economic Affairs, chaired by Prime Minister Narendra Modi approved opening of 85 new Kendriya Vidyalayas under Civil/Defence sector across the country and expansion of one existing KV i.e. KV Shivamogga, District Shivamogga, Karnataka to facilitate increased number of Central Government employees by adding two additional Sections in all the classes under the Kendriya Vidyalaya Scheme (Central Sector Scheme).ଭାରତ ଆନ୍ତର୍ଜାତିକ ଷ୍ଟାର୍ଟଅପ ସମ୍ମିଳନୀ
January 14th, 04:45 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଆନ୍ତର୍ଜାତିକ ଷ୍ଟାଟ୍ଅପ୍ ସମ୍ମିଳନୀ ‘ପ୍ରାରମ୍ଭ’କୁ ଆସନ୍ତା ଜାନୁୟାରୀ 16ତାରିଖ ଦିନ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଅପରାହ୍ନ 5ଟା ସମୟରେ ଉଦ୍ଘାଟନ କରିବେ । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଇଛି ।Prime Minister's video conference with the Heads of Indian Missions
March 30th, 07:32 pm
Prime Minister Shri Narendra Modi held a videoconference with the Heads of all of India’s Embassies and High Commissions worldwide at 1700 hrs today. This conference—the first such event for Indian Missions worldwide—was convened to discuss responses to the global COVID-19 pandemic.ପ୍ରଧାନମନ୍ତ୍ରୀ କାଠମାଣ୍ଡୁରେ ଉଦଘାଟନ କଲେ ପଶୁପତିନାଥ ଧର୍ମଶାଳା
August 31st, 05:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଠମାଣ୍ଡୁଠାରେ ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମା ଓଲିଙ୍କ ସହିତ ମିଳିତ ଭାବେ ପଶୁପତିନାଥ ଧର୍ମଶାଳା ଉଦଘାଟନ କରିଛନ୍ତି ।Nepal-India Maitri Pashupati Dharmshala will further enhance ties between our countries: PM Modi
August 31st, 05:45 pm
PM Narendra Modi and PM KP Oli jointly inaugurated Nepal-Bharat Maitri Pashupati Dharmashala in Kathmandu. Addressing a gathering at the event, PM Narendra Modi highlighted the strong cultural and civilizational ties existing between both the countries.PM Modi meets PM KP Oli of Nepal
August 31st, 04:00 pm
On the margins of the BIMSTEC Summit in Kathmandu, PM Narendra Modi held bilateral level talks with PM KP Oli of Nepal. The leaders discussed ways to further enhance economic, trade, connectivity and cultural ties between both the countries.ଚତୁର୍ଥ ବିମସ୍ଟେକ ଶିଖର ସମ୍ମିଳନୀ ଘୋଷଣାନାମା, କାଠମାଣ୍ଡୁ, ନେପାଳ (30-31 ଅଗଷ୍ଟ, 2018)
August 31st, 12:40 pm
ଆମେ, ବାଂଲାଦେଶ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ, ଭୂଟାନ ରାଷ୍ଟ୍ରର ପ୍ରଧାନ ପରାମର୍ଶଦାତା, ଭାରତୀୟ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ, ମିଆଁମାର ସାଧାରଣତନ୍ତ୍ର ସଂଘର ରାଷ୍ଟ୍ରପତି, ନେପାଳ ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା ଗଣତାନ୍ତ୍ରିକ ସମାଜବାଦୀ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଏବଂ ଥାଇଲାଣ୍ଡ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଚତୁର୍ଥ ବିମସ୍ଟେକ ଶିଖର ସମ୍ମିଳନୀ ପାଇଁ 30-31 ଅଗଷ୍ଟରେ କାଠମାଣ୍ଡୁ ଠାରେ ପରସ୍ପର ସହ ସାକ୍ଷାତ କଲୁ ।"ପ୍ରଧାନମନ୍ତ୍ରୀ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ବିଭିନ୍ନ ଦେଶର ନେତାମାନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି "
August 30th, 06:31 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ବିଭିନ୍ନ ଦେଶର ନେତାମାନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।ନେପାଳର କାଠମାଣ୍ଡୁଠାରେ ବିମଷ୍ଟେକ ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 30th, 05:28 pm
ବିମଷ୍ଟେକ ସଦସ୍ୟ ଦେଶମାନଙ୍କରୁ ଆସିଥିବା ମୋର ସାଥୀ ନେତୃମଣ୍ଡଳୀ, ସର୍ବପ୍ରଥମେ ତ’ ମୁଁ ଏହି ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀର ସଫଳ ଆୟୋଜନ ଲାଗି ନେପାଳ ସରକାରଙ୍କୁ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କୁ ହୃଦୟର କୃତଜ୍ଞତା ପ୍ରକଟ କରିବାକୁ ଚାହୁଁଛି । ଯଦିଓ ମୋ ପାଇଁ ଏହା ପ୍ରଥମ ବିମଷ୍ଟେକ ଶିଖର ସମ୍ମିଳନୀ ଅଟେ, କିନ୍ତୁ 2016ରେ ମୋତେ ଗୋଆରେ ବ୍ରିକ୍ସ ଶିଖର ସମ୍ମିଳନୀ ସହିତ ବିମଷ୍ଟେକ ରିଟ୍ରିଟ ଆୟୋଜନ କରିବାର ସୁଯୋଗ ମିଳିଥିଲା । ଗୋଆରେ ଆମେ ପଦକ୍ଷେପ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିଥିଲୁ, ଏହାର ଅନୁରୂପ ହିଁ ଆମର ଦଳ ପ୍ରଶଂସନୀୟ ପରବର୍ତ୍ତୀ ପଦକ୍ଷେପ ନେଇଛି ।ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ନେପାଳର କାଠମାଣ୍ଡୁରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
August 30th, 09:30 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ନେପାଳର କାଠମାଣ୍ଡୁରେ ପହଂଚିଛନ୍ତି । ଶିଖର ସମ୍ମିଳନୀର ବିଷୟବସ୍ତୁ “ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ନିରନ୍ତର ବଙ୍ଗୋପସାଗର କ୍ଷେତ୍ର ଦିଗରେ” ପାରସ୍ପରିକ ଆକାଂକ୍ଷା ଏବଂ ଆହ୍ୱାନର ସମ୍ମୁଖୀନ ହେବା ଲାଗି ମିଳିତ ପ୍ରୟାସ କରିବା ଲାଗି ବଳ ଯୋଗାଇବ । ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଶ୍ୱ ନେତାମାନଙ୍କ ସହିତ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହିତ ସାକ୍ଷାତ କରିବେ ଏବଂ ଭାରତ-ନେପାଳ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ମୋଦୀ ପଶୁପତିନାଥ ମନ୍ଦିର ପରିସରରେ ନେପାଳ ଭାରତ ମୈତ୍ରୀ ଧର୍ମଶାଳା ଉଦଘାଟନ କରିବେ ।ନେପାଳର କାଠମାଣ୍ଡୁ ରାଷ୍ଟ୍ରୀୟ ସଭାଗୃହରେ ନାଗରିକ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 12th, 04:39 pm
କାଠମାଣ୍ଡୁର ମହାନଗର ପାଳିକା ମୋ ପାଇଁ ଏହି ସ୍ୱାଗତ ସମାରୋହର ଆୟୋଜନ କରିଛନ୍ତି । ମୁଁ ଏଥିପାଇଁ ଆପଣ ସମସ୍ତଙ୍କ ନିକଟରେ ହୃଦୟର ସହିତ ବହୁତ ବହୁତ କୃତଜ୍ଞ । ଏହା କେବଳ ମୋର ନୁହେଁ ଏ ହେଉଛି ସମ୍ପୂର୍ଣ୍ଣ ଭାରତର ସମ୍ମାନ । କେବଳ ମୁଁ ହିଁ ନୁହେଁ, ଶହେ ପଚିଶ କୋଟି ଭାରତୀୟ ମଧ୍ୟ କୃତଜ୍ଞ । କାଠମାଣ୍ଡୁ ସହିତ ଏବଂ ନେପାଳ ସହିତ, ପ୍ରତ୍ୟେକ ଭାରତୀୟଙ୍କର ଏକ ନିଜସ୍ୱ ଭାବଗତ ସଂପର୍କ ରହିଛି ଆଉ ଏହି ସୌଭାଗ୍ୟ ମୋତେ ମଧ୍ୟ ମିଳିଛି ।ପ୍ରଧାନମନ୍ତ୍ରୀ ମୋଦୀ ନେପାଳର ବିଭିନ୍ନ ନେତାମାନଙ୍କ ସହ ଆଲୋଚନା କରିଛନ୍ତି
May 12th, 04:12 pm
ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ଜନତା ଦଳ-ନେପାଳର ଏକ ପ୍ରତିନିଧିମଣ୍ଡଳଙ୍କୁ ସାକ୍ଷାତ କରିଛନ୍ତି ,ଯାହାର ନେତୃତ୍ୱ ଶ୍ରୀ ମହାନ୍ତ ଠାକୁର ନେଇଛନ୍ତି । ଶ୍ରୀ ମୋଦୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶ୍ରୀ ଉପେନ୍ଦ୍ର ଯାଦବଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କୁ ସାକ୍ଷତ କରିଛନ୍ତି
May 12th, 01:00 pm
ଭାରତ-ନେପାଳର ବନ୍ଧୁତାକୁ ଆଗକୁ ବଢ଼ାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳୀ କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଏବଂ କାଠମାଣ୍ଡୁରେ ନେପାଳୀ କଂଗ୍ରେସର ଅନ୍ୟ ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି ।ନେପାଳ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
May 11th, 09:16 pm
ଏପରି ଦେଖିବାକୁ ଗଲେ ନେପାଳ ସହିତ ମୋର ପୁରୁଣା ସଂପର୍କ ରହିଛି, କିନ୍ତୁ ପ୍ରଧାନମନ୍ତ୍ରୀ ଭାବେ ଏହା ହେଉଛି ମୋର ତୃତୀୟ ଯାତ୍ରା । ଏଥିରୁ ଏହା ସ୍ପଷ୍ଟ ହେଉଛି କି ନେପାଳ ପ୍ରତି, ଆଉ ଭାରତ-ନେପାଳ ସମ୍ବନ୍ଧ ପ୍ରତି, ମୋର ଏବଂ ମୋ ସରକାରର ପ୍ରତିବଦ୍ଧତା ହେଉଛି କେତେ ଗଭୀର ।Prime Minister Modi holds talks with PM Oli of Nepal
May 11th, 08:30 pm
Prime Minister Narendra Modi held wide ranging talks with PM KP Sharma Oli of Nepal today in Kathmandu. The leaders deliberated on several aspects of India-Nepal ties and discussed on ways to further enhance cooperation between both the countries in host of sectors.ପ୍ରଧାନମନ୍ତ୍ରୀ ମୋଦୀ ନେପାଳ ବୈଦେଶିକ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି
May 11th, 05:53 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଠମାଣ୍ଡୁରେ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱଲିଙ୍କୁ ସାକ୍ଷାତ କରିଛନ୍ତି ।