ଉତ୍ତରପ୍ରଦେଶ ବାରଣାସୀର ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ଓ ପୂଜା
June 18th, 10:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ଆଜି ଦର୍ଶନ କରିବା ସହ ପୂଜା କରିଛନ୍ତି ।ଜୁନ୍ ୧୮ ଓ ୧୯ରେ ଉତ୍ତରପ୍ରଦେଶ ଓ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
June 17th, 09:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ଓ ୧୯ ଜୁନ୍ ୨୦୨୪ରେ ଉତ୍ତର ପ୍ରଦେଶ ଏବଂ ବିହାର ଗସ୍ତରେ ଯିବେ ।BJD failed farmers for 25 years, BJP aims for their true empowerment: PM Modi in Nabarangpur
May 06th, 09:15 pm
Prime Minister Narendra Modi an addressed a mega public meeting in Odisha’s Nabarangpur. Addressing a huge gathering, the PM said, “Today, our Ram Lalla is enshrined in the magnificent Ram Temple. This is the wonder of your one vote... which has ended a 500-year wait. I congratulate all the people of Odisha. Prime Minister Modi declared, “4th June is the expiry date of BJD government. I have come here to invite you to attend the swearing-in ceremony of a new BJP Chief Minister on 10th June in Bhubaneswar. I am sure that some people declined the invitation to attend the Pran Pratishtha of Ram Temple in Ayodhya, but you all will not decline my invitation...PM Modi addresses public meetings in Odisha’s Berhampur and Nabarangpur
May 06th, 10:15 am
Prime Minister Narendra Modi today addressed two mega public meetings in Odisha’s Berhampur and Nabarangpur. Addressing a huge gathering, the PM said, “Today, our Ram Lalla is enshrined in the magnificent Ram Temple. This is the wonder of your one vote... which has ended a 500-year wait. I congratulate all the people of Odisha.Karyakartas must raise awareness about voting rights and gather suggestions: PM Modi in Bihar via NaMo App
April 02nd, 07:00 pm
Prime Minister Narendra Modi engaged in an interactive session with BJP Karyakartas from Bihar via the NaMo App, reaffirming the Party's commitment to effective dissemination of its good governance initiatives across the state. During the interaction, PM Modi engaged in insightful discussions with the Karyakartas, addressing pivotal issues and seeking feedback on grassroots initiatives.Parivarvadi parties will never appreciate how far India has come: PM Modi in Varanasi via NaMo App
March 31st, 06:45 pm
Prime Minister Narendra Modi interacted with BJP Karyakartas via NaMo App from Uttar Pradesh's Varanasi today. In an amp-audio interaction at the Tiffin Baithak with BJP Karyakartas, PM Modi reaffirmed the BJP's commitment towards development. “10 years ago, you entrusted me with the responsibility of being your representative for the first time. This year, I urge you to once again choose me as your representative and help the NDA win 400 seats in the Lok Sabha,” he said.PM Modi addresses BJP Karyakartas at Tiffin Baithak in Varanasi via NaMo app
March 31st, 06:00 pm
Prime Minister Narendra Modi interacted with BJP Karyakartas via NaMo App from Uttar Pradesh's Varanasi today. In an amp-audio interaction at the Tiffin Baithak with BJP Karyakartas, PM Modi reaffirmed the BJP's commitment towards development. “10 years ago, you entrusted me with the responsibility of being your representative for the first time. This year, I urge you to once again choose me as your representative and help the NDA win 400 seats in the Lok Sabha,” he said.ଭିଡିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ମହତାରୀ ବନ୍ଦନ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 10th, 02:30 pm
ମୁଁ ମା' ଦନ୍ତେଶ୍ୱରୀ, ମା' ବମ୍ବେଶ୍ୱରୀ ଓ ମା' ମହାମାୟାଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି। ଛତିଶଗଡ଼ର ମା' ଭଉଣୀମାନଙ୍କୁ ମୋର ପ୍ରଣାମ । ଦୁଇ ସପ୍ତାହ ତଳେ ମୁଁ ଛତିଶଗଡ଼ରେ ୩୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲି। ଏବଂ ଆଜି ମୋତେ ନାରୀଶକ୍ତିକୁ ସଶକ୍ତୀକରଣ କରିବା ପାଇଁ ମହତାରୀ ବନ୍ଦନ ଯୋଜନାକୁ ସମର୍ପିତ କରିବାର ସୌଭାଗ୍ୟ ଲାଭ କରିଛି । ମହତାରୀ ବନ୍ଦନ ଯୋଜନାରେ ଛତିଶଗଡ଼ର ୭୦ ଲକ୍ଷରୁ ଅଧିକ ମା' ଭଉଣୀମାନଙ୍କୁ ମାସିକ ୧୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ବିଜେପି ସରକାର ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି। ଆଜି ମହତାରୀ ବନ୍ଦନ ଯୋଜନାରେ ୬୫୫ କୋଟି ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ଏବଂ ମୁଁ ପରଦାରେ ଦେଖିପାରୁଛି, ଲକ୍ଷ ଲକ୍ଷ ଭଉଣୀ ଙ୍କୁ ଦେଖିବାକୁ ମିଳୁଛି, ଆପଣ ସମସ୍ତ ଭଉଣୀଙ୍କୁ ବିଭିନ୍ନ ସ୍ଥାନରେ ଏତେ ସଂଖ୍ୟକ ସଂଖ୍ୟାରେ ଏକାଠି ଦେଖିବା, ଆପଣଙ୍କ ଆଶୀର୍ବାଦ ପାଇବା ମୋ ପାଇଁ ସୌଭାଗ୍ୟର କଥା । ବାସ୍ତବରେ ଏହି କାର୍ଯ୍ୟକ୍ରମ ଆଜି ବହୁତ ଗୁରୁତ୍ୱପୂର୍ଣ୍ଣ । ମୁଁ ଛତିଶଗଡ଼ରେ ଆପଣଙ୍କ ମଧ୍ୟରେ ପହଞ୍ଚିବା ଉଚିତ୍ ଥିଲା । କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମୁଁ ଏଠାରେ ଉତ୍ତରପ୍ରଦେଶରେ ଅଛି । ଆଉ ମାଆ ଓ ଭଉଣୀମାନେ, ମୁଁ ଏବେ କାଶୀରୁ କହୁଛି । ଆଉ ଗତକାଲି ରାତିରେ ବାବା ବିଶ୍ୱନାଥଙ୍କୁ ପ୍ରଣାମ କରି ତାଙ୍କୁ ପୂଜା କରିବା ସହ ସମସ୍ତ ଦେଶବାସୀଙ୍କ ମଙ୍ଗଳ କାମନା କରିଥିଲି । ଆଉ ଆଜି ମୁଁ କାଶୀର ପବିତ୍ର ସହର ବାବା ବିଶ୍ୱନାଥଙ୍କ ଭୂମିରୁ ଆପଣ ମାନଙ୍କ ସହ କଥା ହେବାର ସୁଯୋଗ ପାଇଛି ଏବଂ ସେଥିପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି, କିନ୍ତୁ ବାବା ବିଶ୍ୱନାଥ ମଧ୍ୟ ଆପଣମାନଙ୍କୁ ଆଶୀର୍ବାଦ ଦେଉଛନ୍ତି | ଏବଂ ଗତକାଲି ଶିବରାତ୍ରୀ ଥିଲା, ତେଣୁ ଶିବରାତ୍ରୀ କାରଣରୁ ମାର୍ଚ୍ଚ ୮ ରେ ମହିଳା ଦିବସରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ଭବ ହୋଇନଥିଲା | ତେଣୁ ଏକ ପ୍ରକାରରେ ମାର୍ଚ୍ଚ ୮ ମହିଳା ଦିବସ, ଶିବରାତ୍ରୀ ଦିବସ ଓ ଆଜି ବାବା ଭୋଳଙ୍କ ଆଶୀର୍ବାଦ ବାବା ଭୋଳନାଥଙ୍କ ସହରରୁ ୧୦୦୦ ଟଙ୍କାରେ ପହଞ୍ଚିଛି, ଏହାଠାରୁ ବଡ଼ ଶକ୍ତି ବାବା ଭୋଳଙ୍କ ଆଶୀର୍ବାଦ ମଧ୍ୟ ପହଞ୍ଚୁଛି। ଏବଂ ମୁଁ ପ୍ରତ୍ୟେକ ମହତାରୀଙ୍କୁ କହିବି ... ଏବେ ଏହି ଟଙ୍କା ବିନା କୌଣସି ଅସୁବିଧାରେ ପ୍ରତି ମାସରେ ଆପଣଙ୍କ ଆକାଉଣ୍ଟକୁ ଆସୁଥିବ । ଏବଂ ଏହା ଛତିଶଗଡ଼ର ବିଜେପି ସରକାର ଉପରେ ମୋର ବିଶ୍ୱାସ ଏବଂ ତେଣୁ ମୁଁ ଗ୍ୟାରେଣ୍ଟି ଦେଉଛି ।ଛତିଶଗଡରେ ମହତାରୀ ବନ୍ଦନ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
March 10th, 01:50 pm
ଛତିଶଗଡ଼ରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାତାରୀ ବନ୍ଦନ ଯୋଜନାର ଶୁଭାରମ୍ଭ କରିବା ସହ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ରାଜ୍ୟର ଯୋଗ୍ୟ ବିବାହିତ ମହିଳାମାନଙ୍କୁ ଡିବିଟି ଆକାରରେ ମାସିକ ୧୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଛତିଶଗଡ଼ରେ ଏହି ଯୋଜନା ଆରମ୍ଭ କରାଯାଇଛି। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ସୁନିଶ୍ଚିତ କରିବା, ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା, ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବା ଏବଂ ପରିବାରରେ ମହିଳାଙ୍କ ନିର୍ଣ୍ଣାୟକ ଭୂମିକାକୁ ସୁଦୃଢ଼ କରିବା ପାଇଁ ଏହା ପରିକଳ୍ପନା କରାଯାଇଛି।ମାର୍ଚ୍ଚ ୮ ରୁ ୧୦ ପର୍ଯ୍ୟନ୍ତ ଆସାମ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 08th, 04:12 pm
ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରିବେ । ମାର୍ଚ୍ଚ ୯ ତାରିଖ ସକାଳ ପ୍ରାୟ ୫ଟା ୪୫ରେ ପ୍ରଧାନମନ୍ତ୍ରୀ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ । ପୂର୍ବାହ୍ନ ସାଢ଼େ ୧୦ଟାରେ ଇଟାନଗରରେ ସେ 'ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ' କାର୍ଯ୍ୟକ୍ରମରେ ଯୋଗ ଦେବେ, ଯେଉଁଠାରେ ସେ ସେଲା ଟନେଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଉନ୍ନତି ଯୋଜନାର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ସେ ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶରେ ପାଖାପାଖି ୫୫,୬୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ଜୋରହାଟରେ ପହଂଚି ପ୍ରସିଦ୍ଧ ଆହୋମ ଜେନେରାଲ ଲଚିତ୍ ବୋରଫୁକାନଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ସେ ଜୋରହାଟରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଆସାମରେ ୧୭,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ।ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ସାଂସଦ ସଂସ୍କୃତ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 23rd, 11:00 am
ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ସାଂସଦ ସଂସ୍କୃତ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇଛନ୍ତି । ସେ ପାର୍ବତୀ ପତିମହାଦେବଙ୍କୁ ପ୍ରଣାମ ଜଣାଇ ଅଭିଭାଷଣ ଆରମ୍ଭ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଜୀ, କାଶୀ ବିଦ୍ୱତ୍ ପରିଷଦର ଅଧ୍ୟକ୍ଷ ପ୍ରଫେସର ବଶିଷ୍ଠ ତ୍ରିପାଠୀଜୀ, କାଶୀ ବିଶ୍ୱନାଥ ନ୍ୟାସ ପରିଷଦର ଅଧ୍ୟକ୍ଷ ପ୍ରଫେସର ନଗେନ୍ଦ୍ର ଜୀ, ରାଜ୍ୟ ସରକାରଙ୍କର ଉପସ୍ଥିତ ମନ୍ତ୍ରୀଗଣ ଏବଂ ଅନ୍ୟ ଜନ ପ୍ରତିନିଧିଗଣ, ସମ୍ମାନିତ ବିଦ୍ୱାନ ଜନ, ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସାଥୀ, ଉପସ୍ଥିତ ମହିଳା ଏବଂ ସଜ୍ଜନମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ‘ଆପଣ ସମସ୍ତେ ମୋ ପରିବାରର ଲୋକ ମୋର ପ୍ରଣାମ ଗ୍ରହଣ କରନ୍ତୁ । ମହାମନାଗଣ, ଉପସ୍ଥିତ ଥିବା ଏହି ପ୍ରାଙ୍ଗଣରେ ଆପଣମାନଙ୍କ ଗହଣରେ, ସମସ୍ତ ବିଦ୍ୱାନମାନଙ୍କ ଗହଣରେ ବିଶେଷକରି ଯୁବ ବିଦ୍ୱାନମାନଙ୍କ ଗହଣରେ ଉପସ୍ଥିତ ହୋଇ ଜ୍ଞାନର ଗଙ୍ଗାରେ ବୁଡ ପକାଇବା ଭଳି ମୁଁ ଅନୁଭବ କରୁଛି । ଯେଉଁ କାଶୀକୁ ସମୟ ଠାରୁ ମଧ୍ୟ ପ୍ରାଚୀନ କୁହାଯାଏ, ଯାହାର ପରିଚୟ ହେଉଛି ଆମର ଆଧୁନିକ ଯୁବାପିଢି, ଏହି ମାନେ ଆଜି ଦାୟିତ୍ୱ ସମ୍ପନ୍ନ ହେବା ସହ ଏମାନଙ୍କୁ ନେଇ କାଶୀ ସଶକ୍ତ ହେଉଛି । ଏହି ଦୃଶ୍ୟ ଦେଖି ମୋ ହୃଦୟରେ ସନ୍ତୋଷ ଭରି ଯାଉଛି । ଏହି ଦୃଶ୍ୟ ମନରେ ଗୌରବର ଅନୁଭୂତି ଭରି ଦେଉଛି । ଆଉ ମଧ୍ୟ ଏ ଦୃଶ୍ୟ ମନରେ ଏକ ବିଶ୍ୱାସ ଭରି ଦେଉଛି ଯେ ଅମୃତ କାଳରେ ଦେଶକୁ ଏକ ନୂଆ ଉଚ୍ଚସ୍ତରକୁ ସମଗ୍ର ଯୁବ ସମାଜ ନେଇଯାଇ ପାରିବେ । ଆହୁରି ମଧ୍ୟ କାଶୀ ଏମିତି ବି ସର୍ବ ବିଦ୍ୟାର ରାଜଧାନୀ ଅଟେ । ଆଜି କାଶୀର ସେହି ସାମର୍ଥ୍ୟ, ସେହି ସ୍ୱରୂପ ପୁଣି ଥରେ ମନ ଭିତରକୁ ଆସିଯାଉଛି । ଏହା ସମଗ୍ର ଭାରତ ପାଇଁ ଏକ ଗୌରବର ବିଷୟ । ବର୍ତ୍ତମାନ ମୋତେ କାଶୀ ସାଂସଦ ସଂସ୍କୃତ ପ୍ରତିଯୋଗିତା, କାଶୀ ଜ୍ଞାନ ପ୍ରତିଯୋଗିତା ଏବଂ କାଶୀ ସାଂସଦ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିବାର ସୁଯୋଗ ମିଳିଛି । ଏହି ସମସ୍ତ ବିଜେତାମାନଙ୍କର ପରିଶ୍ରମ ଏବଂ ପ୍ରତିଭା ପାଇଁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି । ସେମାନଙ୍କ ପରିବାରବର୍ଗକୁ ଶୁଭେଚ୍ଛା ଜଣାଉଛି, ସେମାନଙ୍କ ଗୁରୁଜନମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି । ଯେଉଁ ଯୁବ ଗୋଷ୍ଠୀ ସଫଳତାର କେତେ ପାଦ ପଛରେ ରହିଗଲେ ଆଉ କିଛି ଅଟକି ରହିଗଲେ ମୁଁ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ଆପଣମାନେ ସମସ୍ତେ କାଶୀର ଜ୍ଞାନ ପରମ୍ପରାର ଏକ ଅଂଶଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହା ସ୍ୱଂୟ ଏକ ବହୁତ ବଡ ଗୌରବ । ଆପଣମାନଙ୍କ ମଧ୍ୟରେ କୌଣସି ବି ସାଥି ହାରିଯାଇନାହାନ୍ତି କିମ୍ବା ପଛେଇ ଯାଇନାହାନ୍ତି । ଆପଣମାନେ ଏହି ଅଂଶଗ୍ରହଣ ମାଧ୍ୟମରେ ଅନେକ ନୂଆ କଥା ଶିଖିଛନ୍ତି, ଆଉ ଅନେକ ପାଦ ଆଗକୁ ମଧ୍ୟ ଆସିଛନ୍ତି । ସେଥିପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତେ ଧନ୍ୟବାଦର ପାତ୍ର ଅଟନ୍ତି । ଏ ପ୍ରକାର ଏକ ଆୟୋଜନ ପାଇଁ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ନ୍ୟାସ, କାଶୀ ବିଦ୍ୱତ୍ ପରିଷଦ ଏବଂ ସମସ୍ତ ବିଦ୍ୱାନମାନଙ୍କୁ ମୁଁ ଆଦର ପୂର୍ବକ ଧନ୍ୟବାଦ ଜଣାଉଛି । ଆପଣଙ୍କ କାଶୀର ସାଂସଦଭାବରେ ଜ୍ଞାନକୁ ସାକାର କରିବାରେ ମୁଁ ବହୁତ ବଡ ଭୂମିକା ଗ୍ରହଣ କରିଛି । ଅଭୂତପୂର୍ବ ସହଯୋଗ ମଧ୍ୟ କରିଛି । ଗତ ୧୦ବର୍ଷରେ କାଶୀର ଯେଉଁ ସମସ୍ତ ବିକାଶ କାର୍ଯ୍ୟ ହୋଇଛି ସେ ସବୁ ସମ୍ପର୍କରେ ବିସ୍ତୃତ ସୂଚନା ଥିବା ଦୁଇଟି ପୁସ୍ତକ ଆଜି ଉନ୍ମୋଚନ କରାଯାଇଛି । ଏହା ବ୍ୟତୀତ ଯେତେ ବି ସବୁ ସାଂସଦ ପ୍ରତିଯୋଗିତା କାଶୀରେ ଆୟୋଜନ କରାଯାଇଛି ସେସବୁ ସମ୍ପର୍କରେ ଛୋଟ ଛୋଟ ପୁସ୍ତକ ପ୍ରକାଶ ପାଇଛି । ଏଥି ପାଇଁ ମୁଁ ସମସ୍ତ କାଶୀବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।’ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ
February 23rd, 10:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୩.୦୨.୨୦୨୪) ବାରାଣାସୀର ବି.ଏଚ.ୟୁ ସ୍ଥିତ ସ୍ୱତନ୍ତ୍ର ସଭାଘରଠାରେ ଆୟୋଜିତ ସାଂସଦ ସଂସ୍କୃତ ପ୍ରତିଯୋଗିତାର ପୁରସ୍କାର ବିତରଣ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ସେ ମଧ୍ୟ ଏକ କାଶୀ ସଂସଦ ପ୍ରତିଯୋଗିତାରେ ଏକ ପୁସ୍ତିକା ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ କାଶୀ ଜ୍ଞାନ ପ୍ରତିଯୋଗିତା, କାଶୀ ସାଂସଦ ଫଟୋ ଉତ୍ତୋଳନ ପ୍ରତିଯୋଗିତା ଓ କାଶୀ ସାଂସଦ ସଂସ୍କୃତ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ । ସେ ମଧ୍ୟ ବହି, ପୋଷାକ, ବାଦ୍ୟଯନ୍ତ୍ର ଓ ମେଧାବୃତ୍ତି ବାରାଣାସୀର ସଂସ୍କୃତ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରିଥିଲେ । ସେ ମଧ୍ୟ କାଶୀ ସାଂସଦ ଚିତ୍ରୋତ୍ତଳନ ପ୍ରତିଯୋଗିତା ଗ୍ୟାଲେରୀ ବୁଲି ଦେଖିଥିଲେ ଓ ‘ସନୱେର କାଶୀ ବିଷୟବସ୍ତୁ ଉପରେ ହୋଇଥିବା ଚିତ୍ରକଳାର ଅଂଶଗ୍ରହଣକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ।ଅଯୋଧ୍ୟାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ସମର୍ପଣ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 30th, 02:15 pm
ଅଯୋଧ୍ୟାରେ ସମସ୍ତ ଲୋକମାନଙ୍କୁ ମୋର ପ୍ରଣାମ ! ଜାନୁଆରୀ ୨୨ତାରିଖରେ ହେବାକୁ ଥିବା ଏହି ଐତିହାସିକ ମୁହୂର୍ତ୍ତକୁ ଆଜି ସମଗ୍ର ବିଶ୍ୱ ଉତ୍ସୁକତାର ସହ ଅପେକ୍ଷା କରିଛି। ତେଣୁ ଅଯୋଧ୍ୟା ବାସୀଙ୍କ ମଧ୍ୟରେ ଉତ୍ସାହ ଓ ବହୁତ ଆନନ୍ଦ ହେବା ସ୍ୱାଭାବିକ। ମୁଁ ଭାରତ ମାଟିର କୋଣ ଅନୁକୋଣ ଏବଂ ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କର ମୁଁ ଉପାସକ ଅଟେ, ଏବଂ ମୁଁ ମଧ୍ୟ ଆପଣଙ୍କ ପରି ସେତିକି ଉତ୍ସାହିତ ଅଛି| ଆମ ସମସ୍ତଙ୍କ ଏହି ଉତ୍ସାହ, ଏହି ଆନନ୍ଦ କିଛି ସମୟ ପୂର୍ବରୁ ଅଯୋଧ୍ୟାର ରାସ୍ତାରେ ଦେଖିବାକୁ ମିଳିଥିଲା। ଏମିତି ଲାଗୁଥିଲା ଯେମିତି ପୂରା ଅଯୋଧ୍ୟା ସହର ରାସ୍ତାକୁ ଓହ୍ଲାଇଆସିଛି। ଏହି ଭଲପାଇବା ଏବଂ ଆଶୀର୍ବାଦ ପାଇଁ ମୁଁ ଆପଣସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ମୋ ସହିତ ଯୋଗ ଦିଅନ୍ତୁ -୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
December 30th, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟା ଧାମରେ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିଛନ୍ତି । ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଜଡିତ ପ୍ରାୟ ୪୬୦୦ କୋଟି ଟଙ୍କାର ପ୍ରକଳ୍ପ ଅନ୍ତର୍ଭୁକ୍ତ ।ବାରାଣସୀରେ ବିିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 18th, 02:16 pm
ମୋ କାଶୀର ଲୋକମାନଙ୍କ ଏହି ଉତ୍ସାହ ଥଣ୍ଡା ପରିବେଶରେ ମଧ୍ୟ ଉତାପ ଭରି ଦେଇଛି । ବାରଣାସୀରେ କ’ଣ କୁହାଯାଏ .. ଜିୟା ରଜା ବନାରସ !!! ହଁ, ପ୍ରଥମେ କାଶୀର ଲୋକମାନଙ୍କ ପାଖରେ ମୋର ଗୋଟିଏ ଅଭିଯୋଗ ରହିଛି । ଚଳିତ ଥର ଦେବ ଦୀପାବଳୀରେ ମୁଁ ଏଠାରେ ନଥିଲି ଏବଂ ଏଥର ଦେବ ଦୀପାବଳୀରେ କାଶୀର ଲୋକମାନେ ଏକ ସଙ୍ଗେ ମିଶି ରେକର୍ଡ ଭାଙ୍ଗି ଦେଲେ ।ଉତ୍ତର ପ୍ରଦେଶର ବାରଣାସୀରେ ପ୍ରଧାନମନ୍ତ୍ରୀ ୧୯,୧୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
December 18th, 02:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରଣାସୀ ଠାରେ ୧୯,୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।ଉତ୍ତରପ୍ରଦେଶର ବାରଣାସୀରେ ସ୍ୱରଭେଦ ମନ୍ଦିର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 18th, 12:00 pm
ଉତ୍ତର ପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ମହେନ୍ଦ୍ର ନାଥ ପାଣ୍ଡେଜୀ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଅନୀଲ ଜୀ, ସଦଗୁରୁ ଆଚାର୍ଯ୍ୟ ପୂଜ୍ୟ ଶ୍ରୀ ସ୍ୱାଧୀନ ଦେବ ଜୀ ମହାରାଜ, ପୂଜ୍ୟ ଶ୍ରୀ ବିଜ୍ଞାନ ଦେବ ଜୀ ମହାରାଜ, ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ଦେଶବ୍ୟାପୀ ଏକାଠି ହୋଇଥିବା ସମସ୍ତ ଭକ୍ତଗଣ ଏବଂ ମୋ ପରିବାର ସଦସ୍ୟମାନେ!ଉତ୍ତର ପ୍ରଦେଶର ବାରାଣାସୀରେ ସ୍ୱରଭେଦ ମହାମନ୍ଦିର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
December 18th, 11:30 am
ଉତ୍ତର ପ୍ରଦେଶର ବାରାଣାସୀର ଉମରାହ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୧୨-୨୦୨୩) ସ୍ୱରଭେଦ ମହାମନ୍ଦିରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ମହର୍ଷି ସଦାଫଲ ଦେବଜୀ ମହାରାଜଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମନ୍ଦିର ପରିସର ଚତୁଃପାଶ୍ୱର୍ ବୁଲି ଦେଖିଥିଲେ ।କାଶୀ ବିଶ୍ୱନାଥ କରିଡରର ଦ୍ୱିତୀୟ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଖୁସି
December 14th, 03:00 pm
କାଶୀ ବିଶ୍ୱନାଥ କରିଡରର ଦ୍ୱିତୀୟ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।PM Modi attends Koti Deepotsavam in Hyderabad
November 27th, 08:18 pm
Prime Minister Narendra Modi attended and addressed the Koti Deepotsavam in Hyderabad, Telangana. Prime Minister Narendra Modi said, “Even at the critical time of the COVID Pandemic, we lit diyas to overcome all associated problems and challenges.” He remarked that when people believe and manifest ‘vocal for local’ they burn the diya for the empowerment of millions of Indians. He also prayed for the well-being of the various Shramiks who have been stuck in the tunnel in Uttarakhand.