ଦିଲ୍ଲୀରେ ଅଗ୍ରଗତି ହେଉଥିବା ବେଳେ ଇଣ୍ଡି ଆଲାଏନ୍ସ ଏହାର ବିନାଶ ପାଇଁ ଉଦ୍ୟମ କରୁଛି: ଉତ୍ତର-ପୂର୍ବ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ
May 18th, 07:00 pm
ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଉତ୍ତର-ପୂର୍ବ ଦିଲ୍ଲୀକୁ ବେଶ୍ ଉତ୍ସାହର ସହ ସମ୍ବୋଧିତ କରିଛନ୍ତି। ରାଜଧାନୀ ହିସାବରେ ଦିଲ୍ଲୀ ଏକ ଦୁର୍ନୀତିମୁକ୍ତ ରାଷ୍ଟ୍ର ଦିଗରେ ଆଗେଇ ନେବା ଦରକାର ବୋଲି ସେ ପ୍ରତିଶ୍ରୁତି ଦେଇ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ଉଚ୍ଚ ଉତ୍ସାହଜନକ ରାଲିକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
May 18th, 06:30 pm
ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଉତ୍ତର-ପୂର୍ବ ଦିଲ୍ଲୀକୁ ବେଶ୍ ଉତ୍ସାହର ସହ ସମ୍ବୋଧିତ କରିଛନ୍ତି। ରାଜଧାନୀ ହିସାବରେ ଦିଲ୍ଲୀ ଏକ ଦୁର୍ନୀତିମୁକ୍ତ ରାଷ୍ଟ୍ର ଦିଗରେ ଆଗେଇ ନେବା ଦରକାର ବୋଲି ସେ ପ୍ରତିଶ୍ରୁତି ଦେଇ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରତିଶ୍ରୁତି ଦେଇଥିଲେ।କୋଚରବ ଆଶ୍ରମର ଉଦଘାଟନ ଏବଂ ଗୁଜରାଟରେ ସାବରମତୀ ଆଶ୍ରମ ପ୍ରକଳ୍ପର ମାଷ୍ଟର ପ୍ଲାନ୍ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 10:45 am
ପୂଜ୍ୟ ବାପୁଙ୍କ ଏହି ସାବରମତୀ ଆଶ୍ରମ ସର୍ବଦା ଅତୁଳନୀୟ ଶକ୍ତିର ଏକ ଜୀବନ୍ତ କେନ୍ଦ୍ର ହୋଇ ଆସିଛି । ମୋ ଭଳି ଯଦି କାହାକୁ ଏଠାକୁ ସମୟ ମିଳିଲେ ଏବଂ ଯେତେବେଳେ ବି ମୋ ଭଳି ସମସ୍ତଙ୍କୁ ଏଠାକୁ ଆସିବାର ସୁଯୋଗ ମିଳିବ ସେତେବେଳେ, ବାପୁଙ୍କ ପ୍ରେରଣାକୁ ଆମ ଭିତରେ ସ୍ପଷ୍ଟ ଭାବରେ ଅନୁଭବ କରିପାରିବା, ସତ୍ୟ ଓ ଅହିଂସାର ଆଦର୍ଶ ହେଉ, ଦେଶ ଉପାସନା କରିବାର ସଂକଳ୍ପ ହେଉ, ଗରିବ ଓ ବଞ୍ଚିତଙ୍କ ସେବାରେ ନାରାୟଣ ସେବା କରି ଭାବନା ହେଉ ସାବରମତୀ ଆଶ୍ରମ ବାପୁଙ୍କ ଏହି ମୂଲ୍ୟବୋଧକୁ ଆଜି ବି ବଞ୍ଚାଇ ରଖିଛି। ମୁଁ ଭାଗ୍ୟବାନ ଯେ ଆଜି ମୁଁ ଏଠାରେ ସାବରମତୀ ଆଶ୍ରମର ପୁନଃନିର୍ମାଣ ଏବଂ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିଛି । ବାପୁଙ୍କ ପୂର୍ବରୁ ଥିବା ପ୍ରଥମ ଆଶ୍ରମ, ଯେତେବେଳେ ଏହା ପ୍ରାଥମିକ ସ୍ତରରେ ପ୍ରତିଷ୍ଠା ହୋଇଥିଲା, ସେହି କୋଚରବ ଆଶ୍ରମ ମଧ୍ୟ ବିକଶିତ ହୋଇଛି ଏବଂ ମୁଁ ଖୁସି ଯେ ଆଜି ଏହା ମଧ୍ୟ ଉଦଘାଟିତ ହୋଇଛି । ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଗାନ୍ଧିଜୀ କୋଚରବ ଆଶ୍ରମରେ ନିଜର ପ୍ରଥମ ଆଶ୍ରମ ନିର୍ମାଣ କରିଥିଲେ । ଗାନ୍ଧିଜୀ ଏଠାରେ ଚରଖା ଚଳାଉଥିଲେ, ସେ ବଢେଇ କାମ ଶିଖୁଥିଲେ। ଦୁଇ ବର୍ଷ ପର୍ଯ୍ୟନ୍ତ କୋଚରବ ଆଶ୍ରମରେ ରହିବା ପରେ ଗାନ୍ଧିଜୀ ସାବରମତୀ ଆଶ୍ରମକୁ ଚାଲି ଆସିଥିଲେ। ପୁନଃନିର୍ମାଣ ପରେ ଗାନ୍ଧିଜୀଙ୍କ ସେହି ଦିନର ସ୍ମୃତି ଏବେ କୋଚରବ ଆଶ୍ରମରେ ଉନ୍ନତ ଭାବରେ ସଂରକ୍ଷିତ ରହିବ। ଶ୍ରଦ୍ଧାଳୁ ବାପୁଙ୍କ ଚରଣରେ ପ୍ରଣାମ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରେରଣାଦାୟୀ ସ୍ଥାନର ବିକାଶ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।ଗୁଜରାଟର ସାବରମତୀ ଠାରେ କୋଚରବ ଆଶ୍ରମର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
March 12th, 10:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାବରମତୀ ଆଶ୍ରମ ଗସ୍ତ କରି କୋଚରବ ଆଶ୍ରମର ଉଦଘାଟନ କରିବା ସହ ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ହୃଦୟ କୁଞ୍ଜ ଯାଇଥିଲେ । ସେ ପ୍ରଦର୍ଶନୀକୁ ଚାଲି ଚାଲି ଦେଖିବା ସହିତ ଏକ ଚାରା ରୋପଣ କରିଥିଲେ ।The dreams of crores of women, poor and youth are Modi's resolve: PM Modi
February 18th, 01:00 pm
Addressing the BJP National Convention 2024 at Bharat Mandapam, Prime Minister Narendra Modi said, “Today is February 18th, and the youth who have reached the age of 18 in this era will vote in the country's 18th Lok Sabha election. In the next 100 days, you need to connect with every new voter, reach every beneficiary, every section, every community, and every person who believes in every religion. We need to gain the trust of everyone.PM Modi addresses BJP Karyakartas during BJP National Convention 2024
February 18th, 12:30 pm
Addressing the BJP National Convention 2024 at Bharat Mandapam, Prime Minister Narendra Modi said, “Today is February 18th, and the youth who have reached the age of 18 in this era will vote in the country's 18th Lok Sabha election. In the next 100 days, you need to connect with every new voter, reach every beneficiary, every section, every community, and every person who believes in every religion. We need to gain the trust of everyone.ରାମ ସମସ୍ତଙ୍କ ହୃଦୟରେ ଅଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
January 28th, 11:30 am
ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଦେଶର କୋଟି କୋଟି ଲୋକଙ୍କୁ ସତେ ଯେମିତି ଗୋଟିଏ ସୂତ୍ରରେ ବାନ୍ଧି ଦେଇଥିଲା । ସମସ୍ତଙ୍କ ଭାବନା ଏକ, ସମସ୍ତଙ୍କ ଭକ୍ତି ଏକ, ସମସ୍ତଙ୍କ ମୁଖରେ ରାମ, ସମସ୍ତଙ୍କ ହୃଦୟରେ ଥିଲେ ରାମ । ଦେଶର ଅନେକ ଲୋକ ଏହି ସମୟରେ ରାମଙ୍କ ଭଜନ ଗାନ କରି ତାହାକୁ ଶ୍ରୀ ରାମଙ୍କ ଚରଣରେ ସମର୍ପିତ କରିଥିଲେ । ଜାନୁଆରୀ ୨୨ ତାରିଖ ସନ୍ଧ୍ୟାରେ ସମଗ୍ର ଦେଶ ରାମଜ୍ୟୋତି ପ୍ରଜ୍ଜ୍ୱଳିତ କରି ଦୀପାବଳୀ ପାଳନ କରିଥିଲା । ଏହି ସମୟରେ ଦେଶ ଏକତାର ଶକ୍ତି ଦେଖିଲା, ଯାହା ବିକଶିତ ଭାରତର ଆମର ସଂକଳ୍ପର ମଧ୍ୟ ଏକ ବଡ଼ ଆଧାର । ମୁଁ ଦେଶବାସୀଙ୍କୁ ଅନୁରୋଧ କରିଥିଲି ଯେ, ମକର ସଂକ୍ରାନ୍ତି ଠାରୁ ଜାନୁଆରୀ ୨୨ ଯାଏଁ ଏକ ସ୍ୱଚ୍ଛତା ଅଭିଯାନ ପାଳନ କରାଯାଉ । ଲକ୍ଷ ଲକ୍ଷ ଲୋକେ ସଶ୍ରଦ୍ଧ ଭାବରେ ଯୋଡ଼ିହୋଇ ନିଜ ନିଜ ଅଞ୍ଚଳରେ ଥିବା ଧାର୍ମିକ ସ୍ଥାନଗୁଡ଼ିକରେ ସଫେଇ ଅଭିଯାନ ଚଳାଇଥିବାରୁ ମୋତେ ଭଲ ଲାଗିଲା । ଅନେକ ଲୋକ ମୋତେ ଏହାର ଛବିଗୁଡ଼ିକ ପଠାଇଛନ୍ତି, ଭିଡିଓମାନ ପଠାଇଛନ୍ତି । ଏହି ଭାବନା ବାଧାପ୍ରାପ୍ତ ନ ହେଉ, ଏହି ଅଭିଯାନ ଅଟକି ନ ଯାଉ । ଏକତାର ଏହି ଶକ୍ତି, ଆମ ଦେଶକୁ ସଫଳତାର ନୂତନ ଶିଖରକୁ ପହଞ୍ଚାଇବ ।NCC highlights the idea of Ek Bharat Shreshtha Bharat: PM Modi
January 27th, 05:00 pm
Prime Minister Narendra Modi addressed the annual NCC PM rally at the Cariappa Parade Ground in Delhi. PM Modi witnessed a cultural program and presented the Best Cadet Awards. He also flagged in Mega Cyclothon by NCC Girls and Nari Shakti Vandan Run (NSRV) from Jhansi to Delhi. “Being present among NCC cadets highlights the idea of Ek Bharat Shreshtha Bharat, the Prime Minister said as he observed the presence of cadets from different parts of the country.ପ୍ରଧାନମନ୍ତ୍ରୀ ଦିଲ୍ଲୀ କରିୟପ୍ପା ପରେଡ ଗ୍ରାଉଣ୍ଡରେ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧନ କଲେ
January 27th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କରିୟପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧିତ କରିଛନ୍ତି । ଶ୍ରୀ ମୋଦୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ଶ୍ରେଷ୍ଠ କ୍ୟାଡେଟ ପୁରସ୍କାର ପ୍ରଦାନ କରିଥିଲେ । ସେ ଏନ୍ସିସି ଗର୍ଲ୍ସ ଏବଂ ନାରୀଶକ୍ତି ବନ୍ଦନ ରନ୍ (ଏନ୍ଏସ୍ଆର୍ଭି) ଦ୍ୱାରା ଝାନ୍ସିରୁ ଦିଲ୍ଲୀ ପର୍ଯ୍ୟନ୍ତ ମେଗା ସାଇକ୍ଲୋଥନ୍କୁ ମଧ୍ୟ ପତାକା ଦେଖାଇଥିଲେ ।Glimpses from 75th Republic Day celebrations at Kartavya Path, New Delhi
January 26th, 01:08 pm
India marked the 75th Republic Day with great fervour and enthusiasm. The country's perse culture, prowess of the Armed Forces were displayed at Kartavya Path in New Delhi. President Droupadi Murmu, Prime Minister Narendra Modi, President Emmanuel Macron of France, who was this year's chief guest, graced the occasion.The soil of India creates an affinity for the soul towards spirituality: PM Modi
October 31st, 09:23 pm
PM Modi participated in the programme marking the culmination of Meri Maati Mera Desh campaign’s Amrit Kalash Yatra at Kartavya Path in New Delhi. Addressing the gathering, PM Modi said, Dandi March reignited the flame of independence while Amrit Kaal is turning out to be the resolution of the 75-year-old journey of India’s development journey.” He underlined that the 2 year long celebrations of Azadi Ka Amrit Mahotsav are coming to a conclusion with the ‘Meri Maati Mera Desh’ Abhiyan.PM participates in program marking culmination of Meri Maati Mera Desh campaign’s Amrit Kalash Yatra
October 31st, 05:27 pm
PM Modi participated in the programme marking the culmination of Meri Maati Mera Desh campaign’s Amrit Kalash Yatra at Kartavya Path in New Delhi. Addressing the gathering, PM Modi said, Dandi March reignited the flame of independence while Amrit Kaal is turning out to be the resolution of the 75-year-old journey of India’s development journey.” He underlined that the 2 year long celebrations of Azadi Ka Amrit Mahotsav are coming to a conclusion with the ‘Meri Maati Mera Desh’ Abhiyan.Amrit Kalash Yatra: PM to participate in programme marking culmination of Meri Maati Mera Desh campaign
October 30th, 09:11 am
PM Modi will participate in the programme marking the culmination of Meri Maati - Mera Desh campaign’s Amrit Kalash Yatra at Kartavya Path. The programme will also mark the closing ceremony of Azadi Ka Amrit Mahotsav. Meri Maati Mera Desh campaign is a tribute to the Veers and Veeranganas who have made the supreme sacrifice for the country.ମୀରାବାଈ ଆମ ଦେଶର ମହିଳାଙ୍କ ପାଇଁ ପ୍ରେରଣା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
October 29th, 11:00 am
ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ଏହି ଅଧ୍ୟାୟ ଏଭଳି ସମୟରେ ହେଉଛି, ଯେତେବେଳେ ସାରା ଦେଶରେ ଉତ୍ସବର ବାତାବରଣ ରହିଛି । ଆପଣ ସମସ୍ତଙ୍କୁ ଆଗାମୀ ପର୍ବପର୍ବାଣୀ ପାଇଁ ଅନେକ ଅନେକ ଅଭିନନ୍ଦନ ।ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 26th, 11:28 pm
ଏକ ଅଦ୍ଭୁତ ଦୃଶ୍ୟ ମୋ ସମ୍ମୁଖରେ ଅଛି । ହେଉଛି ଭବ୍ୟ, ହେଉଛି ବିରାଟ, ହେଉଛି ବିହଙ୍ଗମ । ଆଉ ଆଜିର ଏ ଯେଉଁ ଅବସର ଅଛି, ଏହା ପଛରେ ଯେଉଁ କଳ୍ପନା ରହିଛି, ଏବଂ ଆଜି ଆମ ଆଖି ସାମ୍ନାରେ ସେହି ସ୍ୱପ୍ନକୁ ସାକାର ହେଉଥିବା ଦେଖୁଛେ, ସେତେବେଳେ ମୋତେ ଏକ ପ୍ରସିଦ୍ଧ କବିତା ପଂକ୍ତି ଗୁଣୁଗୁଣେଇବାକୁ ଇଚ୍ଛା ହେଉଛି:-ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
July 26th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଉତ୍ସର୍ଗ କରିଛନ୍ତି । ସେ ଜି -୨୦ ମୁଦ୍ରା ଏବଂ ଜି -୨୦ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ସମ୍ମିଳନୀ କେନ୍ଦ୍ରର ନାମକରଣ ଭାରତ ମଣ୍ଡପମ୍” ତଥା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହର ସାକ୍ଷୀ ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଥିବା ପ୍ରଗତି ମଇଦାନରେ ଥିବା ନୂତନ ଆଇଇସିସି ସୌଧ ଭାରତକୁ ଏକ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ପରିଣତ କରିବାରେ ସାହାଯ୍ୟ କରିବ ।ନବ ନିର୍ମିତ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
May 28th, 12:29 pm
ପ୍ରତ୍ୟେକ ଦେଶର ବିକାଶ ଯାତ୍ରାରେ କିଛି ଏଭଳି କ୍ଷଣ ଆସିଥାଏ, ଯାହା ସଦା ସର୍ବଦା ପାଇଁ ଅମର ହୋଇ ଯାଇଥାଏ। କିଛି ତାରିଖ, ସମୟର କପାଳରେ ଅବିସ୍ମରଣୀୟ ସ୍ୱାକ୍ଷର ହୋଇ ରହଶ ଯାଇଥାଏ । ଆଜି 28 ମଇ, 2023ର ଏହି ଦିନ ହେଉଛି ଏଭଳି ଏକ ଶୁଭ ଅବସର। ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅମୃତ ମହୋତ୍ସବରେ ଭାରତର ଲୋକମାନେ ନିଜ ଗଣତନ୍ତ୍ରକୁ ସଂସଦର ଏହି ନୂତନ ଭବନର ଉପହାର ଦେଇଛନ୍ତି । ଆଜି ସକାଳେ ହିଁ, ସଂସଦ ଭବନ ପରିସରରେ, ସର୍ବଧର୍ମ ପ୍ରାର୍ଥନା ହୋଇଛି। ମୁଁ ସମସ୍ତ ଦେଶବାସୀଙ୍କୁ ଭାରତୀୟ ଗଣତନ୍ତ୍ରର ଏହି ସ୍ୱର୍ଣ୍ଣିମ କ୍ଷଣ ନିମନ୍ତେ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ
May 28th, 12:28 pm
ଏହି ଅବସରରେ ସମବେତ ଅତିଥି ଓ ଲୋକପ୍ରତିନିଧିଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଦେଶର ଇତିହାସରେ ଅଳ୍ପ କିଛି କ୍ଷଣ ରହିଛି ଯାହା ଅମର, ଅବିନିଶ୍ୱର ହୋଇ ରହିଥାଏ । ସମୟର ମୁହଁରେ କିଛି ତାରିଖ ଆମର ହସ୍ତାକ୍ଷର ପାଲଟେ । ୨୮ମେ ୨୦୨୩ ସେହିଭଳି ଏକ ଦିବସ । “ଭାରତର ଜନସାଧାରଣ ଅମୃତ ମହୋତ୍ସବ ପାଇଁ ନିଜକୁ ନିଜେ ଏକ ଉପହାର ପ୍ରଦାନ କରିଛନ୍ତି ।” ଏହି ଗୌରବୋଜ୍ଜ୍ୱଳ ଘଟଣା ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।ମଇ ୧୮ତାରିଖରେ ଆନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀ ୨୦୨୩ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
May 16th, 06:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ମଇ ଦିନ ସକାଳ ୧୦:୩୦ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀ ୨୦୨୩ ର ଉଦଘାଟନ କରିବେ ।ଦିଲ୍ଲୀ-କର୍ଣ୍ଣାଟକ ସଙ୍ଘର ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 25th, 05:20 pm
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବସାବରାଜ ବୋମ୍ମଇ ମହାଶୟ, ମନ୍ତ୍ରୀପରିଷଦରେ ମୋର ସାଥୀ ପ୍ରହ୍ଲାଦ ଯୋଶୀ ମହାଶୟ, ସଂସଦରେ ଆମର ବରିଷ୍ଠ ସାଥୀ ଡଃ. ବୀରେନ୍ଦ୍ର ହେଗଡେ ମହାଶୟ, ପରମ ପୂଜ୍ୟ ସ୍ୱାମୀ ନିର୍ମଳାନନ୍ଦ- ନାଥ ସ୍ୱାମୀଜୀ, ପରମ ପୂଜ୍ୟ ଶ୍ରୀ ଶ୍ରୀ ଶିବରାତ୍ରି ଦେଶୀକେନ୍ଦ୍ର ସ୍ୱାମୀଜୀ, ଶ୍ରୀ ଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀଜୀ, ଶ୍ରୀ ଶ୍ରୀ ନଞ୍ଜାବଧୂତା ସ୍ୱାମୀଜୀ, ଶ୍ରୀ ଶ୍ରୀ ଶିବମୂର୍ତି ଶିବାଚାର୍ଯ୍ୟ ସ୍ୱାମୀଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସମସ୍ତ ସହଯୋଗୀଗଣ, ସାଂସଦଗଣ, ଭାଇ ସିଟି ରବି ମହାଶୟ, ଦିଲ୍ଲୀ- କର୍ଣ୍ଣାଟକ ସଙ୍ଘର ସମସ୍ତ ସଦସ୍ୟଗଣ, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାଗଣ,