ଅଷ୍ଟ୍ରିଆର ଭିଏନାରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 10th, 11:00 pm

ତେବେ ମୁଁ ଆରମ୍ଭ କରିବି କି? ଅଷ୍ଟ୍ରିଆର ମହାମହିମ ଅର୍ଥନୀତି ଓ ଶ୍ରମ ମନ୍ତ୍ରୀ ମୋର ସମସ୍ତ ସାଥିମାନେ ପ୍ରବାସୀ ଭାରତୀୟ ମୋର ସମସ୍ତ ସାଥିମାନେ, ଭାରତର ସମସ୍ତ ବନ୍ଧୁ ଏବଂ ଶୁଭେଚ୍ଛୁ, ନମସ୍କାର ଆପଣ ସମସ୍ତଙ୍କୁ ନମସ୍କାର ।

ଅଷ୍ଟ୍ରିଆରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

July 10th, 10:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀଙ୍କ ଦ୍ୱାରା ତାଙ୍କ ସମ୍ମାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଏନାରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ । ସେଠାରେ ପହଞ୍ଚିବା ପରେ ଗୋଷ୍ଠୀ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଉତ୍ସାହ ଓ ସ୍ନେହର ସହ ସ୍ୱାଗତ କରାଯାଇଥିଲା। ଅଷ୍ଟ୍ରିଆର ଶ୍ରମ ଓ ଅର୍ଥନୀତି ମନ୍ତ୍ରୀ ମହାମହିମ ଶ୍ରୀ ମାର୍ଟିନ କୋଚର ମଧ୍ୟ ଏହି ସମାବେଶରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ପ୍ରବାସୀ ଭାରତୀୟମାନେ ଅଂଶଗ୍ରହଣ କରିଥିଲେ।

ଅଷ୍ଟ୍ରିଆ-ଭାରତ ସିଇଓ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 10th, 07:01 pm

ଉଭୟ ନେତା ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଶିଳ୍ପ ନେତାଙ୍କ ଭୂମିକାକୁ ସ୍ୱୀକାର କରିଥିଲେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଉଛି ବୋଲି ନେତାମାନେ ଉଲ୍ଲେଖ କରିଥିଲେ ତଥା ଅଧିକ ସହଯୋଗ ମାଧ୍ୟମରେ ଭାରତ-ଅଷ୍ଟ୍ରିଆ ଭାଗିଦାରୀର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଲବ୍ଧ କରିବାକୁ ଆହ୍ୱାନ ଦେଇଥିଲେ ।

ଅଷ୍ଟ୍ରିଆର ଭିଏନାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

July 09th, 11:45 pm

ଦୁଇ ଦେଶ ଗସ୍ତର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରିଆର ଭିଏନାରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଆଲେକଜାଣ୍ଡର ଭାନ୍ ଡେର୍ ବେଲେନ୍ ଏବଂ ଚାନ୍ସେଲର କାର୍ଲ ନେହାମରଙ୍କୁ ଭେଟିବେ। ଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ।

ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଗସ୍ତକୁ ସ୍ୱାଗତ କଲେ ଅଷ୍ଟ୍ରିଆର ଚାନସେଲର, ଧନ୍ୟବାଦ ଦେଲେ ମୋଦୀ

July 07th, 08:57 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଅଷ୍ଟ୍ର୍ରିଆ ଗସ୍ତକୁ ଚାନସେଲର କାର୍ଲ ନେହାମର ସ୍ୱାଗତ କରିଥିବାରୁ ତାଙ୍କୁ ଶ୍ରୀ ମୋଦୀ ଆଜି ଧନ୍ୟବାଦ ଜଣାଇଛନ୍ତି । ୪୦ ବର୍ଷ ମଧ୍ୟରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ । ଅଷ୍ଟ୍ରିଆର ଚାନସେଲର କହିଛନ୍ତି “୪୦ ବର୍ଷ ମଧ୍ୟରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ଏହା ଏକ ସ୍ୱତନ୍ତ୍ର ସମ୍ମାନ ଏବଂ ଭାରତ ସହ ଅଷ୍ଟ୍ରିଆର କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୫ ବର୍ଷ ପାଳନ ଅବସରରେ ଏହି ଗସ୍ତ ମଧ୍ୟ ଏକ ମାଇଲଖୁଣ୍ଟ” ।

ରୁଷ୍ ମହାସଂଘ ଏବଂ ରିପବ୍ଲିକ ଅଫ୍ ଅଷ୍ଟ୍ରିଆକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ (ଜୁଲାଇ ୦୮-୧୦, ୨୦୨୪)

July 04th, 05:00 pm

୨୦୨୪ ଜୁଲାଇ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ମହାସଂଘ ଏବଂ ରିପବ୍ଲିକ ଅଫ୍ ଅଷ୍ଟ୍ରିଆକୁ ସରକାରୀ ଗସ୍ତରେ ଯିବେ ।