Today, Congress party is roaming around like the ‘Sultan’ of a ‘Tukde-Tukde’ gang: PM Modi in Mysuru
April 14th, 10:07 pm
Prime Minister Narendra Modi addressed a public meeting in Mysuru, Karnataka, seeking blessings from Tai Chamundeshwari. Expressing reverence, he bowed to the feet of Tai Chamundeshwari, Tai Bhuvaneshwari, and Tai Kaveri, symbolizing the essence of power inherent in the land of Mysuru and Karnataka. Acknowledging the significant presence of the people, especially the mothers and sisters of Karnataka, PM Modi emphasized the state's resounding call for the return of the Modi government.PM Modi addresses a public meeting in Mysuru, Karnataka
April 14th, 05:00 pm
Prime Minister Narendra Modi addressed a public meeting in Mysuru, Karnataka, seeking blessings from Tai Chamundeshwari. Expressing reverence, he bowed to the feet of Tai Chamundeshwari, Tai Bhuvaneshwari, and Tai Kaveri, symbolizing the essence of power inherent in the land of Mysuru and Karnataka. Acknowledging the significant presence of the people, especially the mothers and sisters of Karnataka, PM Modi emphasized the state's resounding call for the return of the Modi government.ପ୍ରଖ୍ୟାତ କନ୍ନଡ଼ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଲୀଲାବତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି
December 08th, 09:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିମ୍ବଦନ୍ତୀ କନ୍ନଡ଼ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଲୀଲାବତୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।କନ୍ନଡ ଭାଷା ଶିକ୍ଷାର ସୃଜନଶୀଳ ପଦ୍ଧତି ଶେୟାର କଲେ ପ୍ରଧାନମନ୍ତ୍ରୀ
February 06th, 10:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ରାଜ୍ୟର ଭାଷା ଶିଖିବାକୁ ସର୍ବଦା ଗୁରୁତ୍ୱ ଦେଇଥାନ୍ତି ଓ ନିଜ ଭାଷଣ ଆରମ୍ଭରେ ସ୍ଥାନୀୟ ଭାଷାରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ଗୋଟିଏ ଦୁଇଟି ବାକ୍ୟ କହିଥାନ୍ତି । ଆଜି ସେ କନ୍ନଡ ଭାଷା ଶିଖିବାର ମଜାଦାର ଶୈଳୀ ଶେୟାର କରିଛନ୍ତି ।ଗାନ୍ଧଡା ଗୁଡି ଟ୍ରେଲର ରିଲିଜ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 09th, 12:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ପରିବେଶ ସଂରକ୍ଷଣ ପାଇଁ କନ୍ନଡ ଅଭିନେତା ପୁନିଥ୍ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ତାଙ୍କ ନିକଟରେ ଥିବା ଏକ ପ୍ରକଳ୍ପ ଗାନ୍ଧଡା ଗୁଡିର ଟ୍ରେଲର ରିଲିଜ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସ୍ୱର୍ଗତ ପୁନିଥ୍ ରାଜକୁମାର ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ବାସ କରନ୍ତି ।ବିଶିଷ୍ଟ କନ୍ନଡ ଲେଖକ ତଥା କବି ଶ୍ରୀ ଚେନ୍ନାଭିରା କାନାଭିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି
February 16th, 08:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ କନ୍ନଡ ଲେଖକ ତଥା କବି ଶ୍ରୀ ଚେନ୍ନାଭିରା କାନାଭିଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।ପ୍ରଖ୍ୟାତ କନ୍ନଡ ଲେଖକ ଡଃ ସିଦ୍ଦଲିଙ୍ଗାୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
June 11th, 08:55 pm
ପ୍ରଖ୍ୟାତ କନ୍ନଡ ଲେଖକ ଡଃ ସିଦ୍ଦଲିଙ୍ଗାୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।PM condoles the passing away of Vidyavachaspati Bannanje Govindacharya
December 13th, 05:50 pm
The Prime Minister, Shri Narendra Modi has expressed grief over the demise of Vidyavachaspati Bannanje Govindacharya.