ହିମାଚଳ ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

December 26th, 06:22 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 27, 2018ରେ ହିମାଚଳ ପ୍ରଦେଶ ଗସ୍ତ କରିବେ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହରେ ସେ ଯୋଗଦେବେ । ସରକାରଙ୍କ ସଫଳତାର ମୁଖ୍ୟାଂଶ ସମ୍ବଳିତ ଦସ୍ତାବିଜକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀ କାଙ୍ଗ୍ରା ଜିଲ୍ଲାର ଧରମଶାଳାଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ । ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହିତ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ।

ଦେଶବ୍ୟାପୀ ଲୋକେ 'କାରନାମାଗୁଡିକ' ର କାରଣରୁ କଂଗ୍ରେସକୁ ନିଜଠାରୁ ଅଲଗା କରୁଛନ୍ତି :ପ୍ରଧାନମନ୍ତ୍ରୀ

November 04th, 02:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର କାଙ୍ଗଡା ଏବଂ ସୁନ୍ଦରନଗରରେ ଦୁଇଟି ସାର୍ବଜନିକ ଜନସଭାକୁ ସମ୍ବୋଧିତ କଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ହିମାଚଳ ପ୍ରଦେଶରେ ବିକାଶ ପାଇଁ ବହୁତ ଅଧିକ ସମ୍ଭାବନା ରହିଛି ଏବଂ ଏଥିପାଇଁ ମୁଁ ଲୋକମାନଙ୍କୁ 9 ନଭେମ୍ବର ରେ ବହୁଳ ମାତ୍ରାରେ ଭୋଟ ଦେବାକୁ ନିବେଦନ କରୁଛି ।

କଂଗ୍ରେସ ହସ କ୍ଲବ ହୋଇଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ

November 02nd, 11:21 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ରେହାନ ଏବଂ ଧୌଲା କୁଆଁରେ ସାର୍ବଜନିକ ସଭାକୁ ସମ୍ବୋଧିତ କଲେ । ସେ ରାଜ୍ୟରେ ଜଳର ଉପଲବ୍ଧତା ସୁନିଶ୍ଚିତା ପାଇଁ ଶାନ୍ତା କୁମାରଙ୍କ ଯୋଗଦାନ ଏବଂ ପ୍ରେମ କୁମାର ଧୁମଲ ଜିଙ୍କ ଶିକ୍ଷା ଏବଂ ପର୍ଯ୍ୟଟନଙ୍କୁ ପ୍ରୋତ୍ସାହନ ପାଇଁ କାର୍ଯ୍ୟକୁ ପାଇଁ ସ୍ମରଣ କଲେ ।

PM Modi addresses public meetings in Rehan and Dhaula Kuan in Himachal Pradesh

November 02nd, 11:16 am

Prime Minister Shri Narendra Modi addressed public meetings in Rehan and Dhaula Kuan, Himachal Pradesh. He recalled Shanta Kumar ji's contribution who ensured availability of water in the state, and Prem Kumar Dhumal ji who worked towards enhancing education & tourism.

ପ୍ରଧାନମନ୍ତ୍ରୀଙ୍କ ହିମାଚଳ ପ୍ରଦେଶ ଗସ୍ତ; ବିଳାସପୁରରେ ସ୍ଥାପନ କଲେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନର ଆଧାରଶିଳା

October 03rd, 02:14 pm

ପ୍ରଧାନମନ୍ତ୍ରୀ ବିଳାସପୁରଠାରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS)ର ଆଧାରଶିଳା ସ୍ଥାପନ କରିଛନ୍ତି । 750 ଟି ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟକୁ ପ୍ରାୟ 1350 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ ।