Diwali has come early for our citizens due to the decisions taken in the GST Council: PM
October 07th, 12:04 pm
PM Narendra Modi today laid foundation stone for bridge between Okha and Beyt Dwarka. Addressing a public meeting, PM Modi stressed on building of infrastructure that would enhance economic activities and add to development.ଦ୍ୱାରିକାଧୀଶ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା; ଦ୍ୱାରିକା ସାଧାରଣ ସଭାରେ ଉଦ୍ବୋଧନ
October 07th, 12:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ଵାରିକାସ୍ଥିତ ଦ୍ୱାରିକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ନିଜର ଦୁଇ ଦିନିଆ ଗୁଜରାଟ ଗସ୍ତ ଆରମ୍ଭ କରିଛନ୍ତି ।PM inaugurates Pumping Station at Bhachau; Narmada Waters released for Tappar dam
May 22nd, 06:35 pm
Prime Minister Narendra Modi inaugurated pumping station in Bhachau, Gujarat. The PM said mentioned the importance of conserving water, and added that in Kutch, people understood this quite well. Now, he said, with the Narmada waters arriving, the region would witness a transformation.ଗୁଜରାଟର ବଚାଉଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପମ୍ପିଂ କେନ୍ଦ୍ରର ଉଦଘାଟନ; ତପ୍ପାର ବନ୍ଧକୁ ନିଷ୍କାସିତ ହେଲା ନର୍ମଦା ନଦୀର ଜଳ
May 22nd, 06:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ବଚାଉଠାରେ ଏକ ପମ୍ପିଂ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏହା ତପ୍ପାର ଡ୍ୟାମକୁ ନର୍ମଦା ନଦୀରୁ ଜଳ ନିଷ୍କାସନରେ ସହାୟକ ହେବ ।ଏହି ଅବସରରେ ଏକ ବିଶାଳ ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଉଦଘାଟନ ଦ୍ୱାରା କଚ୍ଛର ପ୍ରତ୍ୟେକ ନାଗରୀକ ନିଜକୁ ଗୌରବାନ୍ୱିତ ମନେକରିବେ ।କାଣ୍ଡଲା ବନ୍ଦର ଟ୍ରଷ୍ଟର ବିଭିନ୍ନ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
May 22nd, 04:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀଧାମଠାରେ କାଣ୍ଡଲା ବନ୍ଦର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ବନ୍ଦରର ଚତୁର୍ଦ୍ଦଶ ଓ ଷୋଡଶ ସାଧାରଣ ମାଲ ପରିବହନ ବର୍ଥର ଶିଳାନ୍ୟାସ କରିବା ସହ ଡଃ. ବାବାସାହେବ ଆମ୍ବେଦକର ସମ୍ମିଳନୀ କେନ୍ଦ୍ରର ଆଧାରଶିଳା ରଖିଥିଲେ । କଚ୍ଛ ଲବଣ ଜଙ୍କସନଠାରେ ପ୍ରଧାନମନ୍ତ୍ରୀ ଇଣ୍ଟରଚେଞ ଓ ଆରଓବି ପ୍ରକଳ୍ପ ନିର୍ମାଣର କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ସେ କାଣ୍ଡଲା ବନ୍ଦରରେ ସାର ପରିବହନ ଯାନ୍ତ୍ରିକୀକରଣ ଏବଂ ଦୁଇଟି ଭ୍ରାମ୍ୟମାଣ ବନ୍ଦର କ୍ରେନ ମୁତୟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ଆଜି ଗୁଜରାଟ ଗସ୍ତ ; ମଙ୍ଗଳବାର ଦିନ ଗାନ୍ଧିନଗରରେ ଆଫ୍ରିକୀ ବିକାଶ ବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗଦେବେ
May 22nd, 12:18 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଆଜିଠାରୁ ଦୁଇ ଦିବସୀୟ ଗୁଜରାଟ ଗସ୍ତରେ ଯିବେ । ସେଠାରେ ସେ ଅନେକ ବିକାଶମୁଖୀ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ମଙ୍ଗଳବାର 23 ତାରିଖ ଦିନ ଗାନ୍ଧିନଗରରେ ଆଫ୍ରିକୀ ବିକାଶ ବ୍ୟାଙ୍କ ଗ୍ରୁପର ବାର୍ଷିକ ବୈଠକରେ ସାମିଲ ହେବେ ।