ଉତ୍ତରପ୍ରଦେଶର ବୁଲନ୍ଦସହରରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 25th, 02:00 pm

ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଜୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଭିକେ ସିଂଜୀ, ଉତ୍ତର ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧକ୍ଷ ସଭାପତି ଶ୍ରୀ ଭୂପେନ୍ଦ୍ର ଚୌଧୁରୀ ଜୀ, ଅନ୍ୟ ପ୍ରତିନିଧିମାନେ ଏବଂ ବୁଲନ୍ଦସହରର ମୋର ପ୍ରିୟ ଭାଇ ଭଉଣୀମାନେ।

ଉତ୍ତରପ୍ରଦେଶର ବୁଲନ୍ଦସହରରେ ୧୯,୧୦୦ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

January 25th, 01:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବୁଲନ୍ଦସହରରେ ୧୯,୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏଥିରେ ରେଳ, ସଡ଼କ, ତୈଳ ଏବଂ ଗ୍ୟାସ୍‌, ସହରୀ ବିକାଶ ଏବଂ ଆବାସ ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ।

September 14th, 12:01 pm

ଉତର ପ୍ରଦେଶର ରାଜ୍ୟପାଳ ଶ୍ରୀମତି ଆନନ୍ଦି ବେନ୍ ପଟେଲ ଜୀ, ଉତର ପ୍ରଦେଶର ଯଶସ୍ୱୀ ଏବଂ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଜୀ, ଉତର ପ୍ରଦେଶ ସରକାରର ମନ୍ତ୍ରୀଗଣ, ଅନ୍ୟାନ୍ୟ ସାଂସଦଗଣ, ବିଧାୟକଗଣ ଏବଂ ଅଲିଗଡର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ପ୍ରଧାନମନ୍ତ୍ରୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

September 14th, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ପକାଇଛନ୍ତି । ସେ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଆଲିଗଡ ନୋଡର ପ୍ରଦର୍ଶନୀ ମଡେଲ ଏବଂ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।

ଶ୍ରୀ କଲ୍ୟାଣ ସିଂହଙ୍କ ବିୟୋଗରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

August 22nd, 11:42 am

ଆମ ସମସ୍ତଙ୍କ ପାଇଁ ଏହା ଦୁଃଖଦ ମୁହୁର୍ତ । କଲ୍ୟାଣ ସିଂ ଜୀଙ୍କ ମାତା ପିତା ତାଙ୍କ ନାମ କଲ୍ୟାଣ ସିଂହ ରଖିଥିଲେ । ସେ ଏଭଳି ଜୀବନ ବଂଚିଲେ ଯେ ନିଜ ମାତା ପିତାଙ୍କ ଦ୍ୱାରା ଦିଆଯାଇଥିବା ନାମକୁ ସାର୍ଥକ କରିଗଲେ । ସେ ସାରା ଜୀବନ ଜନ କଲ୍ୟାଣ ପାଇଁ ବଂଚିଥିଲେ, ସେ ଜନ କଲ୍ୟାଣକୁ ହିଁ ନିଜ ଜୀବନ-ମନ୍ତ୍ର କରିଥଲେ । ଏବଂ ଭାରତୀୟ ଜନତା ପାର୍ଟି, ଭାରତୀୟ ଜନସଂଘ, ପୁରା ପରିବାରକୁ ଗୋଟିଏ ବିଚାର ପାଇଁ, ଦେଶର ଉଜ୍ଜଳ ଭବିଷ୍ୟତ ପାଇଁ ସେ ସମର୍ପି ଦେଇଥିଲେ ।

କଲ୍ୟାଣ ସିଂଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ

August 21st, 10:23 pm

କଲ୍ୟାଣ ସିଂଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ଦୁଃଖକୁ ବ୍ୟକ୍ତ କରିବାକୁ ମୋ ପାଖରେ ଶବ୍ଦ ନାହିଁ । କଲ୍ୟାଣ ସିଂ ଜୀ...ଜଣେ ରାଜନେତା, ବରିଷ୍ଠ ପ୍ରଶାସକ, ତୃଣମୂଳ ସ୍ତରର ନେତା ଏବଂ ବହୁତ ଭଲ ମଣିଷ ଥିଲେ । ଉତ୍ତରପ୍ରଦେଶର ବିକାଶରେ ସେ ଏକ ଅବିସ୍ମରଣୀୟ ଅବଦାନ ଛାଡିଛନ୍ତି । ସେ ତାଙ୍କ ପୁଅ ଶ୍ରୀ ରାଜବୀର ସିଂଙ୍କ ସହ କଥା ହୋଇଥିଲେ ଏବଂ ସମବେଦନା ଜଣାଇଥିଲେ । ଓମ୍ ଶାନ୍ତି।

କଲ୍ୟାଣ ସିଂହ ଜୀଙ୍କ ଆଶୁ ଆରୋଗ୍ୟ ନିମନ୍ତେ ଅଗଣିତ ଲୋକଙ୍କ ପ୍ରାର୍ଥନାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

July 09th, 10:13 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ କଲ୍ୟାଣ ସିଂହ ଜୀଙ୍କ ନାତିଙ୍କ ସହ କଥା ହୋଇ ଅସୁସ୍ଥ କଲ୍ୟାଣ ସିଂହ ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । କଲ୍ୟାଣ ସିଂହ ଜୀଙ୍କ ସହ ଥିବା ସମ୍ପର୍କକୁ ସ୍ମରଣ କରିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସହ କଥା ହେବା ସମୟରେ କିଛି ନା କିଛି ଶିଖିବାକୁ ମିଳୁଥିଲା ଏବଂ ନୂଆ ଅନୁଭୂତି ମଧ୍ୟ ମିଳୁଥିଲା ।