India will emerge stronger only when we empower our daughters: PM Modi
February 12th, 01:21 pm
Prime Minister Modi addressed Swachh Shakti 2019 in Kurukshetra, Haryana and launched various development projects. Addressing the programme, PM Modi lauded India’s Nari Shakti for their contributions towards the noble cause of cleanliness. The Prime Minister said that in almost 70 years of independence, sanitation coverage which was merely 40%, has touched 98% in the last five years.ସଶକ୍ତ ମହିଳାମାନେ ସଶକ୍ତ ସମାଜ ଓ ଏକ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣ କରିପାରିବେ : ପ୍ରଧାନମନ୍ତ୍ରୀ
February 12th, 01:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର କୁରୁକ୍ଷେତ୍ର ଗସ୍ତ କରିଥିଲେ । ସେ ମହିଳା ସରପଞ୍ଚମାନଙ୍କୁ ନେଇ ଆୟୋଜିତ ସମ୍ମେଳନ ସ୍ୱଚ୍ଛ ଶକ୍ତି-2019ରେ ଅଂଶଗ୍ରହଣ କରିଥିଲେ । ଏଥିରେ ସେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ମହିଳା ସରପଞ୍ଚମାନଙ୍କୁ ସ୍ୱଚ୍ଛ ଶକ୍ତି 2019 ପୁରସ୍କାରରେ ପୁରସ୍କୃତ କରିଥିଲେ । ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରଠାରେ ସ୍ୱଚ୍ଛ ସୁନ୍ଦର ଶୌଚାଳୟ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ସେ ହରିୟାଣା ପାଇଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।ନାରୀଶକ୍ତି ସମାଜର ବାଧାବିଘ୍ନକୁ ଭାଙ୍ଗି ଅଗ୍ରସର ହେଉଛନ୍ତି : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
January 28th, 11:45 am
ନୂଆ ବର୍ଷର ପ୍ରଥମ 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ ମହିଳା ସଶକ୍ତିକରଣ ,ସ୍ୱଚ୍ଛତା ,ଜନଔଷଧି କେନ୍ଦ୍ର ଏବଂ ପଦ୍ମ ପୁରସ୍କାର ବିଷୟରେ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମାଗାନ୍ଧୀଙ୍କୁ ମଧ୍ୟ ସ୍ମରଣ କରି କହିଲେ ଯେ ବାପୁ କେବଳ ଶାନ୍ତି ଏବଂ ଅହିଂସାର ମନ୍ତ୍ରରେ ବିଶ୍ୱାସ କରୁଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଯଦି ଆମେ ତାଙ୍କ ଦ୍ଵାରା ଦେଖାଯାଇଥିବା ମାର୍ଗର ପାଳନ କରିବା ତ ମହାତ୍ମାଗାନ୍ଧୀଙ୍କ ପାଇଁ ଏକ ଉତ୍ତମ ଶ୍ରଦ୍ଧାଞ୍ଜଳି ହେବ ।ବିଶ୍ୱ ଉଦ୍ୟୋଗୀତାତା ଶିଖର ସମ୍ମିଳନୀ-2017ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 28th, 03:46 pm
ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ସହଭାଗିତାରେ ବିଶ୍ୱ ଉଦ୍ୟୋଗୀତା ଶିଖର ସମ୍ମିଳନୀ-2017ର ଆୟୋଜନ କରି ଆମକୁ ଅତ୍ୟନ୍ତ ଖୁସି ଲାଗୁଛି ।PM Modi salutes the valour of soldiers at Arlington Cemetery
June 07th, 02:41 am