କାକତୀୟ ରାମାପ୍ପା ମନ୍ଦିର ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ ହେବାରେ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
July 25th, 07:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାକତୀୟ ରାମାପ୍ପା ମନ୍ଦିର ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ ହେବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି । ଏହି ଭବ୍ୟ ମନ୍ଦିର ଭ୍ରମଣ କରି ଏହାର ବିଶାଳତାର ପ୍ରତ୍ୟକ୍ଷ ଅନୁଭବ ହାସଲ ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।