Focus of Budget is on providing basic necessities to poor, middle class, youth: PM Modi
February 02nd, 11:01 am
Prime Minister Narendra Modi today addressed a conclave on Aatmanirbhar Arthvyavastha organized by the Bharatiya Janata Party. Addressing the gathering virtually, PM Modi said, “There is a possibility of a new world order post-COVID pandemic. Today, the world's perspective of looking at India has changed a lot. Now, the world wants to see a stronger India. With the world's changed perspective towards India, it is imperative for us to take the country forward at a rapid pace by strengthening our economy.”PM Modi addresses at Aatmanirbhar Arthvyavastha programme via Video Conference
February 02nd, 11:00 am
Prime Minister Narendra Modi today addressed a conclave on Aatmanirbhar Arthvyavastha organized by the Bharatiya Janata Party. Addressing the gathering virtually, PM Modi said, “There is a possibility of a new world order post-COVID pandemic. Today, the world's perspective of looking at India has changed a lot. Now, the world wants to see a stronger India. With the world's changed perspective towards India, it is imperative for us to take the country forward at a rapid pace by strengthening our economy.”'ଆୟୁଷ୍ମାନ ଭାରତ' ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବ :ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦୀ
March 12th, 05:59 pm
ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀ ବିଭିନ୍ନ ବିକାଶ ପରିଯୋଜନାର ଶିଳାନ୍ୟାସ କରିବା ପରେ ଏକ ଜନସଭାକୁ ସମ୍ବୋଧିତ କଲେ । ପ୍ରଧାନମନ୍ତ୍ରୀ ମାଣ୍ଡୁଆଡିହରୁ ପାଟନା ମଧ୍ୟରେ ଏକ ରେଳ ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ।ବାରଣାସୀ-ପାଟନା ଟ୍ରେନ ଚଳାଚଳ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ବାରଣାସୀ ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 12th, 05:58 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀର ମଦୁଆଦିହ ରେଳ ଷ୍ଟେସନ ଓ ପାଟନା ମଧ୍ୟରେ ଏକ ରେଳ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବାରଣାସୀର ଡିଏଲଡବ୍ଲ୍ୟୁ ପଡିଆରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ।ସତର୍କ ରହିବା ଏବଂ ନିୟମର ପାଳନ କରିବା ଗୁରୁତ୍ୱପୂର୍ଣ୍ଣ :'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
February 25th, 11:00 am
ପ୍ରଧାନମନ୍ତ୍ରୀ ମୋଦୀ 'ମନ କି ବାତ' ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦେଶବାସୀଙ୍କ ସହ କଥାବାର୍ତ୍ତା କରିଥିଲେ । ନିଜ କାର୍ଯ୍ୟକ୍ରମରେ ସେ ଔଦ୍ୟୋଗିକଠାରୁ ନେଇ ଆପଦ ପ୍ରବନ୍ଧନ ପର୍ଯ୍ୟନ୍ତ ,'ସ୍ୱଚ୍ଛ ଭାରତ' ରୁ ନେଇ ' ଗୋବର-ଧନ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ନିଜ ବିଚାର ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମହିଳା ନେତୃତ୍ୱରେ ବିକାଶକୁ ପ୍ରୋତ୍ସାହନ ଦେବା ବିଷୟରେ କହିଥିଲେ ଏବଂ କିପରି ମହିଳା ବିଭିନ୍ନ କ୍ଷେତ୍ରରେ 'ନ୍ୟୁ ଇଣ୍ଡିଆ' ର ଫାଉଣ୍ଡେସନକୁ ମଜବୁତ କରିବାର କାମ କରୁଛନ୍ତି ସେ ଉପରେ କହୁଥିଲେ ।