ଉତରପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

December 13th, 01:23 pm

ଆମର ପୁରାଣରେ କୁହାଯାଇଛି ଯେ, ଯେତେବେଳେ ଜଣେ କାଶୀରେ ପ୍ରବେଶ କରିଥାଏ, ସେ ସମସ୍ତ ବନ୍ଧନରୁ ମୁକ୍ତ ହୋଇ ଯାଇଥାଏ । ଭଗବାନ ବିଶ୍ୱେଶ୍ୱରଙ୍କ ଆଶୀର୍ବାଦ, ଏକ ଅଲୌକିକ ଉର୍ଜା ଏଠାକୁ ଆସିବା ମାତ୍ରେ ହିଁ ଅନ୍ତରାତ୍ମାକୁ ଉଜାଗର କରି ଦେଇଥାଏ । ଏବଂ ଆଜି, ଆଜି ତ ଏହି ଚିର ଚୈତନ୍ୟ କାଶୀର ଚେତନାରେ ଏକ ନିଆରା ସ୍ପନ୍ଦନ ରହିଛି! ଆଜି ଆଦି କାଶୀର ଅଲୌକିକତାରେ ଏକ ସ୍ୱତନ୍ତ୍ର ଔଜଲ୍ୟ ରହିଛି । ଆଜି ଶାଶ୍ୱତ ବନାରସର ସଙ୍କଳ୍ପରେ ଏକ ନିଆରା ସାମର୍ଥ୍ୟ ଦୃଶ୍ୟମାନ ହେଉଛି! ମୁଁ ଶାସ୍ତ୍ରରେ ଶୁଣିଛି, ଯେତେବେଳେ ବି କୌଣସି ପୁଣ୍ୟ ମୁହୂର୍ତ ଉପନୀତ ହୋଇଥାଏ, ସେତେବେଳେ ସମସ୍ତ ତୀର୍ଥ, ସମସ୍ତ ଦୈବୀ ଶକ୍ତି ବନାରସରେ ବାବାଙ୍କ ନିକଟରେ ଉପସ୍ଥିତ ହୋଇ ଯାଇଥାଆନ୍ତି । ବାବାଙ୍କ ଦରବାରକୁ ଆସି ମତେ ଆଜି ଅନୁରୂପ ଅନୁଭବ ହେଉଛି । ଏପରି ଲାଗୁଛି ଯେ, ଆମର ସମ୍ପୁର୍ଣ୍ଣ ଚେତନାର ସଂସାର ଏଥିରେ ସଂଯୁକ୍ତ ହୋଇଯାଇଛି । ଏମିତି ତ ନିଜ ମାୟାର ପରିବ୍ୟାପ୍ତି କେବଳ ବାବା ହିଁ ଜାଣିଛନ୍ତି, କିନ୍ତୁ ଯେତେଦୂର ପର୍ଯ୍ୟନ୍ତ ମୋର ମାନବୀୟ ଦୃଷ୍ଟି ପହଂଚୁଛି, ‘ବିଶ୍ୱନାଥ ଧାମ’ର ଏହି ପବିତ୍ର ଆୟୋଜନରେ ଏବେ ସମଗ୍ର ବିଶ୍ୱ ଯୋଡି ହୋଇଯାଇଛି ।

PM inaugurates Shri Kashi Vishwanath Dham in Varanasi

December 13th, 01:19 pm

Prime Minister Narendra Modi inaugurated Shri Kashi Vishwanath Dham in Varanasi. He said that that earlier the temple area was only 3000 square feet which has now enlarged to about 5 lakh square feet. Now 50000-75000 devotees can visit the temple and temple premises. Describing the grace of Kashi, PM Modi said it cannot be expressed merely in words as it is an emotion in itself. Kashi is that place - where awakening is life, he remarked.

ଡିସେମ୍ବର ୧୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରାଣାସୀ ଗସ୍ତ ଓ ଶ୍ରୀ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର କରିବେ ଉଦ୍ଘାଟନ

December 12th, 03:49 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୧୩-୧୪ ତାରିଖ ଦିନ ବାରାଣାସୀ ଗସ୍ତରେ ଯିବେ । ଡିସେମ୍ବର ୧୩ ତାରିଖ ଦିନ ଅପରାହ୍ନ ୧ଟା ସମୟରେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବେ ଏବଂ ସେଠାରେ ପୂଜାର୍ଚ୍ଚନା କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଶ୍ରୀ କାଶୀ ବିଶ୍ୱନାଥ ଧାମର ପ୍ରଥମ ପର୍ଯ୍ୟାୟକୁ ଉଦ୍ଘାଟନ କରିବେ । ୩୩୯ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି ।

PM Modi offers prayers at Baba Vishwanath & Kaal Bhairav Temples in Varanasi

March 04th, 02:00 pm

Prime Minister Narendra Modi arrived in Varanasi on Saturday for his janta darshan amid huge enthusiasm from his supporters in his parliamentary constituency. Thousands of people lined up along the routes of PM Modi’s janta darshan.