ମଧ୍ୟପ୍ରଦେଶର ଚିତ୍ରକୁଟରେ ଲେଫ୍ଟନାଣ୍ଟ ଶ୍ରୀ ଅରବିନ୍ଦ ଭାଇ ମଫତଲାଲଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 27th, 02:46 pm
ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ଜୀ, ସଦଗୁରୁ ସେବା ସଂଘ ଟ୍ରଷ୍ଟର ସମସ୍ତ ସଦସ୍ୟଗଣ, ମହିଳା ଏବଂ ଭଦ୍ରଲୋକମାନେ!ମଧ୍ୟପ୍ରଦେଶର ଚିତ୍ରକୁଟଠାରେ ସ୍ୱର୍ଗତ ଶ୍ରୀ ଅରବିନ୍ଦ ଭାଇ ମଫତଲାଲଙ୍କ ଶତବାର୍ଷିକୀ ପାଳନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
October 27th, 02:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଚିତ୍ରକୁଟଠାରେ ସ୍ୱର୍ଗତ ଶ୍ରୀ ଅରବିନ୍ଦ ଭାଇ ମଫତଲାଲଙ୍କ ଶତବାର୍ଷିକୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଶ୍ରୀ ସଦଗୁରୁ ସେବା ସଂଘ ଟ୍ରଷ୍ଟ ୧୯୬୮ ମସିହାରେ ପରମ ପୂଜ୍ୟ ରଣଛୋଡ଼ ଦାସଜୀ ମହାରାଜଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଶ୍ରୀ ଅରବିନ୍ଦ ଭାଇ ମଫତଲାଲ ପରମ ପୂଜ୍ୟ ରଣଛୋଡ଼ ଦାସଜୀ ମହାରାଜଙ୍କ ଠାରୁ ପ୍ରେରଣା ପାଇଥିଲେ ଏବଂ ଟ୍ରଷ୍ଟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶ୍ରୀ ଅରବିନ୍ଦ ଭାଇ ମଫତଲାଲ ସ୍ୱାଧୀନତା ପରବର୍ତ୍ତୀ ଭାରତର ଅନ୍ୟତମ ଅଗ୍ରଣୀ ଉଦ୍ୟୋକ୍ତା ଥିଲେ, ଯିଏ ଦେଶର ବିକାଶ କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।କେ କେ ପଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲର ଶୁଭ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
April 15th, 11:01 am
ଗୁଜରାର ଲୋକପ୍ରିୟ ସରଳ ଏବଂ କର୍ମଠ ମୁଖ୍ୟମନ୍ତ୍ରୀ ଆମର ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ମହାନ୍ତ ସ୍ୱାମୀ ପୂଜ୍ୟ ଧର୍ମନନ୍ଦନ ଦାସଜୀ, କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଜୀ, ଗୁଜରାଟ ବିଧାନସଭାର ଅଧ୍ୟକ୍ଷ ନୀମାବେନ ଆଚାର୍ଯ୍ୟ, ଗୁଜରାଟ ସରକାରର ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସାଧୀ ଶ୍ରୀ ବିନୋଦ ଛାବ୍ରା, ଅନ୍ୟ ଜନପ୍ରିୟ ପ୍ରତିନିଧିଗଣ, ଏଠାରେ ଉପସ୍ଥିତ ଶ୍ରଦ୍ଧେୟା ସନ୍ଥଗଣ, କଛର ଲେବା ପଟେଲ ଇଜୁକେଶନ ଏବଂ ମେଡ଼ିକାଲ ଟ୍ରଷ୍ଟର ଅଧ୍ୟକ୍ଷ ଗୋପାଳଭାଇ ଗୋରାଛିୟାଜୀ, ଅନ୍ୟ ସମସ୍ତ ଟ୍ରଷ୍ଟି, ସମାଜର ପ୍ରମୁଖ ସାଥୀଗଣ, ଦେଶ ଏବଂ ଦୁନିଆର ଆସିଥିବା ସମସ୍ତ ଦାନୀ ସଜ୍ଜନ ମହାନୁଭବଗଣ ଏବଂ ସମସ୍ତ ସେବାରଜ ଓ କର୍ମଚାରୀ ତଥା କଚ୍ଛର ମୋର ପ୍ରିୟ ଭାଉ ଓ ଭଉଣୀଗଣ,ଭୁଜ୍ରେ କେକେ ପଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ସମର୍ପିତ
April 15th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ଆଜି ଗୁଜରାଟର ଭୁଜଠାରେ କେକେ ପଟେଲ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଭୁଜ୍ର କୁଚିଲିଭା ପଟେଲ ସମାଜ ଦ୍ୱାରା ଏହି ହସ୍ପିଟାଲ ନିର୍ମାଣ କରାଯାଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।