ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀବିଶ୍ୱ ନେତାଙ୍କ ଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରିବା ଜାରି ରଖିଛନ୍ତି
June 10th, 12:00 pm
ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ଅବସରରେ ଅଭିନନ୍ଦନ ବାର୍ତ୍ତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ବିଶ୍ୱ ନେତାଙ୍କ ବାର୍ତ୍ତାର ଉତ୍ତର ଦେଇଛନ୍ତି ଶ୍ରୀ ମୋଦି ।କାନାଡା ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
September 10th, 05:17 pm
ଭାରତ-କାନାଡା ସମ୍ପର୍କ ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ସମ୍ମାନ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । କାନାଡାରେ ଉଗ୍ରବାଦୀ ତତ୍ତ୍ୱମାନଙ୍କର ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରହିବାକୁ ନେଇ ସେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସେମାନେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ ହିଂସା କୁ ପ୍ରୋତ୍ସାହିତ କରୁଛନ୍ତି, ଡିପ୍ଲୋମେଟିକ୍ ପରିସରକୁ କ୍ଷତି ପହଞ୍ଚାଉଛନ୍ତି ଏବଂ କାନାଡା ଏବଂ ସେମାନଙ୍କର ଉପାସନାସ୍ଥଳରେ ଥିବା ଭାରତୀୟ ସମ୍ପ୍ରଦାୟକୁ ଧମକ ଦେଉଛନ୍ତି। ସଂଗଠିତ ଅପରାଧ, ଡ୍ରଗ୍ସ ସିଣ୍ଡିକେଟ୍ ଏବଂ ମାନବ ଚାଲାଣ ସହିତ ଏଭଳି ଶକ୍ତିର ସଂପୃକ୍ତି କାନାଡା ପାଇଁ ମଧ୍ୟ ଚିନ୍ତାର ବିଷୟ ହେବା ଉଚିତ୍ । ଏଭଳି ବିପଦର ମୁକାବିଲା ପାଇଁ ଦୁଇ ଦେଶ ସହଯୋଗ କରିବା ଜରୁରୀ।ଜି୭ ଶିଖର ସମ୍ମିଳନୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ
June 28th, 07:59 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜୁନ୍ ୨୦୨୨ ରେ ଜମାନୀର ସ୍ଲୋସ୍ ଏଲାମୁ ଠାରେ ଜି-୭ ସମ୍ମିଳନୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କ ସହ ବୈଠକ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନ ଯୋଗେ କଥା ହେଲେ କାନାଡା ପ୍ରଧାନମନ୍ତ୍ରୀ ମହାମହିମ ଜଷ୍ଟିନ ଟ୍ରୁଡୋ
February 10th, 10:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି କାନାଡା ପ୍ରଧାନମନ୍ତ୍ରୀ ମହାମହିମ ଜଷ୍ଟିନ ଟ୍ରୁଡୋ ଫୋନ ଯୋଗେ କଥା ହୋଇଛନ୍ତି ।Phone call between Prime Minister Shri Narendra Modi and H.E. Justin Trudeau, Prime Minister of Canada
June 16th, 10:51 pm
Prime Minister spoke on phone today with His Excellency Justin Trudeau, Prime Minister of Canada.Telephone conversation between PM and Prime Minister of Canada
April 28th, 10:26 pm
PM Narendra Modi spoke to PM Justin Trudeau of Canada. They discussed the prevailing global situation regarding the COVID-19 pandemic. They agreed on the importance of global solidarity and coordination, the maintenance of supply chains, and collaborative research activities.ଦୀପାବଳି ଶୁଭେଚ୍ଛା ପାଇଁ ବିଶ୍ୱବ୍ୟାପୀ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
October 28th, 12:04 pm
ଦୀପାବଳି ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିବା ବିଶ୍ୱବ୍ୟାପୀ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି । ଏଥିରେ ସାମିଲ ଅଛନ୍ତି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ମି. ବୋରିଶ ଜନସନ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ମି. ବେଞ୍ଜାମିନ ନେତାନ୍ୟାହୁ, ଆମେରିକାର ରାଷ୍ଟ୍ରପତି ମି. ଡୋନାଲ୍ଡ ଟ୍ରମ୍ପ, କାନାଡାର ପ୍ରଧାନମନ୍ତ୍ରୀ ମି. ଜଷ୍ଟିନ ଟ୍ରୁଡିଉ, ଇସ୍ରାଏଲର ରାଷ୍ଟ୍ରପତି ମି. ରିଉଭେନ ରିଭଲିନ, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ମି. ଲି ସିଏନ ଲୁଙ୍ଗ ଓ ଆମେରିକାର ଉପରାଷ୍ଟ୍ରପତି ମି. ମାଇକ ପେନ୍ସ ।ନିର୍ବାଚନରେ ବିଜୟ ପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
October 22nd, 08:29 pm
ନିର୍ବାଚନରେ ବିଜୟ ଲାଗି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 23, 2018
February 23rd, 08:32 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ(ଫେବୃଆରୀ 23, 2018) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି
February 23rd, 02:15 pm
ତେବେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଏହା ପ୍ରଥମ ଗସ୍ତ, ସେ ନିଜ ପିତା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିୟର ଟ୍ରୁଡୋଙ୍କ ସହିତ 1983ରେ ଭାରତ ଗସ୍ତରେ ଆସିଥିଲେ ।Social Media Corner 8 July 2017
July 08th, 07:19 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!PM Modi's bilateral meetings on the sidelines of G20 Summit in Hamburg
July 08th, 01:58 pm
PM Narendra Modi held bilateral meetings with world leaders on the sidelines of G20 Summit in Hamburg, Germany.କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ଟେଲିଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ
June 19th, 10:09 pm
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି ।ଉଭୟ ନେତା ପାରସ୍ପରିକ ସ୍ଵାର୍ଥ ଜଡିତ ପ୍ରସଙ୍ଗଗୁଡିକ ଉପରେ ମତ ବିନିମୟ କରିଥିଲେ । ବିଶେଷକରି ଜଳବାୟୁ ପରିବର୍ତ୍ତନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ପ୍ୟାରିସ ରାଜିନାମାକୁ ଆଗକୁ ବଢାଇବା ଦିଗରେ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ମୋଦୀ ଦୋହରାଇଥିଲେ ।Bilateral meetings of PM Modi on sidelines of Nuclear Security Summit in Washington
April 01st, 11:17 pm
PM's telephonic conversation with Mr. Justin Trudeau, PM-designate of Canada
October 21st, 07:21 pm
PM’s letter to Mr. Justin Trudeau, Leader of the Liberal Party of Canada
October 21st, 03:40 pm
PM congratulates Mr. Justin Trudeau, for the victory in Canadian Parliamentary elections
October 20th, 11:55 am