ଭାରତ ଓ ନର୍ଡିକ ରାଷ୍ଟ୍ରସମୂହର ଶିଖର ସମ୍ମିଳନୀରେ ମିଳିତ ପ୍ରେସ ବିବୃତି
April 18th, 12:57 pm
ଷ୍ଟକହୋମଠାରେ ଆଜି ସ୍ୱିଡେନ ପ୍ରଧାନମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଡେନମାର୍କର ପ୍ରଧାନମନ୍ତ୍ରୀ ଲାର୍ସ ଲୋକେ ରାସମୁସେନ, ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ଜୁହା ସିପିଲା, ଆଇସଲାଣ୍ଡ ପ୍ରଧାନମନ୍ତ୍ରୀ କାଟ୍ରିନ ଜାକବ୍ସଡୋଟିର, ନରୱେ ପ୍ରଧାନମନ୍ତ୍ରୀ ଏର୍ଣ୍ଣା ସୋଲବର୍ଗ ଏବଂ ସ୍ୱିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୱେନ ଯୋଗ ଦେଇଥିଲେ ।Visit of Prime Minister of India to Sweden (16-17 April 2018)
April 17th, 11:12 pm
During PM Modi's visit, India and Sweden hosted an India-Nordic Summit, entitled ‘India-Nordic Summit : Shared Values, Mutual Prosperity’. Prime Ministers of Denmark, Finland, Iceland and Norway attended the Summit. India has substantial economic ties with Nordic countries. Annual India-Nordic trade is about $5.3 billion. The cumulative Nordic FDI into India has been $2.5 billion.ଫିନଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ
July 11th, 10:56 am
ଫିନଲାଣ୍ଡର ମହାମହିମ ପ୍ରଧାନମନ୍ତ୍ରୀ ମିଷ୍ଟର ଜୁହା ସିପିଲା ସୋମବାର ଟେଲିଫୋନ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ସିପିଲା, ଭାରତରେ ବସ୍ତୁ ଓ ସେବା କର ର ସଫଳ ଐତିହାସିକ ପ୍ରବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।PM to visit Mumbai, launch Make in India week on February 13, 2016
February 12th, 05:18 pm