ଆସାମର ଜୋରହାଟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 09th, 01:50 pm
ଆପଣମାନେ ସମସ୍ତେ ମୋତେ ଆଶୀର୍ବାଦ ଦେବା ପାଇଁ ଏତେ ସଂଖ୍ୟାରେ ଆସିଛନ୍ତି । ମୁଁ ମୁଣ୍ଡ ନୁଆଁଇ ଆପଣମାନକୁ କୃତଜ୍ଞତା ଜଣାଉଛି । ଆଉ ଏବେ ମୁଖ୍ୟମନ୍ତ୍ରୀ ମୋତେ କହୁଥିଲେ ଯେ ୨୦୦ଟି ସ୍ଥାନରେ ଲକ୍ଷ ଲକ୍ଷ ଲୋକ ବସିଛନ୍ତି, ଯେଉଁମାନେ ଭିଡିଓ ମାଧ୍ୟମରେ ଏହି ବିକାଶ ମହୋତ୍ସବରେ ଅଂଶୀଦାର ହେଉଛନ୍ତି । ମୁଁ ମଧ୍ୟ ସେମାନଙ୍କୁ ସ୍ୱାଗତ କରୁଛି। ଏବଂ ମୁଁ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ଦେଖିଲି ... ଗୋଲାଘାଟବାସୀ କିପରି ହଜାର ହଜାର ଦୀପ ପ୍ରଜ୍ୱଳନ କରିଥିଲେ। ଆସାମବାସୀଙ୍କ ଏହି ସ୍ନେହ ଓ ଆତ୍ମୀୟତା ହିଁ ମୋର ସବୁଠାରୁ ବଡ଼ ସମ୍ପତ୍ତି। ଆଜି ମୁଁ ଆସାମବାସୀଙ୍କ ପାଇଁ ୧୭,୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର ସୁଯୋଗ ପାଇଛି । ଏଥିରେ ସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଏବଂ ପେଟ୍ରୋଲିୟମ ସମ୍ବନ୍ଧୀୟ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହା ଆସାମରେ ବିକାଶର ଗତିକୁ ଆହୁରି ତ୍ୱରାନ୍ୱିତ କରିବ । ଏହି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମୁଁ ଆସାମର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଛି ।ଆସାମର ଜୋରହାଟରେ ୧୭,୫୦୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
March 09th, 01:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଜୋରହାଟଠାରେ ୧୭,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଆଜିର ବିକାଶ ପ୍ରକଳ୍ପଗୁଡ଼ିକରେ ସ୍ୱାସ୍ଥ୍ୟ, ତୈଳ ଓ ଗ୍ୟାସ, ରେଳ ଏବଂ ଗୃହ ନିର୍ମାଣ କ୍ଷେତ୍ର ଅନ୍ତର୍ଭୁକ୍ତ ।Our fight is against poverty & unemployment with our sole focus being on development: PM Modi
March 26th, 11:33 am
I have only 3 agendas for Assam–development, fast-paced development & all-round development: PM Modi
March 26th, 11:32 am